ଓଡ଼ିଶା : Category News


ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

BHAGYAPRABHA NEWS | ଓଡ଼ିଶା | କଟକ | 8864 | Read...

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅଶୋକ ସାହୁଙ୍କ ପରଲୋକ ଘଟିଛି। ଆଜି କଟକ ପିଠାପୁର ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।ଶ୍ରୀ ସାହୁ ଙ୍କ ବିୟୋ