ଓଡ଼ିଶା : Category News


ଆଜିଠୁ ୩ ଦିନିଆ ପାରଳାଖେମୁଣ୍ଡି ସଟ୍‌ଡାଉନ୍

BHAGYAPRABHA NEWS | ଓଡ଼ିଶା | ଗଜପତି | 7692 | Read...

 ଆଜିଠୁ ୩ ଦିନିଆ ପାରଳାଖେମୁଣ୍ଡି ସଟ୍‌ଡାଉନ୍

ଆଜିଠୁ ୩ ଦିନିଆ ପାରଳାଖେମୁଣ୍ଡି ସଟ୍‌ଡାଉନ୍‌। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ। ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ର



ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

BHAGYAPRABHA NEWS | ଓଡ଼ିଶା | ପୁରୀ | 7691 | Read...

ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା



ପାଟପୁର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଓ ଆବଦ୍ଧ ଅଞ୍ଚଳ କରିବା ପାଇଁ ନିର୍ଦ୍ଦେଶ ଜାରୀ କଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7690 | Read...

ପାଟପୁର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଓ ଆବଦ୍ଧ ଅଞ୍ଚଳ କରିବା ପାଇଁ ନିର୍ଦ୍ଦେଶ ଜାରୀ କଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ କ୍ରମାଗତ ଭାବେ ବଢୁଥିବା କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ ଗତକାଲି ପାଟପୁର ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପ



ହୁ ହୁ ହୋଇ ବଢୁଛି ତେଲ ଦର

BHAGYAPRABHA NEWS | ଓଡ଼ିଶା | | 7689 | Read...

ହୁ ହୁ ହୋଇ ବଢୁଛି ତେଲ ଦର

ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ଟଙ୍କା ବୃଦ୍ଧି ପାଇଲାଣି ।ପେଟ୍ରୋଲରେ ଲାଗିଛି ନିଆଁ । ଦର ବଢି ବଢି ଚାଲିଛି । ଜୁନ ୭



ବଜ୍ରଘାତରେ ଦୁଇ ବଳଦ ଜୀବନ୍ତ ଦଗ୍ଧ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7688 | Read...

ବଜ୍ରଘାତରେ ଦୁଇ ବଳଦ ଜୀବନ୍ତ ଦଗ୍ଧ

ବଜ୍ରଘାତରେ ଦୁଇ ବଳଦ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହେଇଥିବା ଘଟଣା ଦେଖିବା ମିଳିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ । ଢୁଙ୍କାପଡା ଗ୍ରାମର ବୃନ୍ଦାବନ ଦାସ



କଟକକୁ ବାହାର ରାଜ୍ୟରୁ ଆସିଛନ୍ତି ୫୧୦୧ ଜଣ ପ୍ରବାସୀ: ଅନନ୍ୟା ଦାସ

BHAGYAPRABHA NEWS | ଓଡ଼ିଶା | | 7687 | Read...

କଟକକୁ ବାହାର ରାଜ୍ୟରୁ ଆସିଛନ୍ତି ୫୧୦୧ ଜଣ ପ୍ରବାସୀ:  ଅନନ୍ୟା ଦାସ

କଟକ ସିଏମ୍‌ସି ଅଂଚଳକୁ ବାହାର ରାଜ୍ୟରୁ ଏଯାଏଁ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ।ସେ କହିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ଟ୍ରାକ



ମୃତଙ୍କ ଶବକୁ ସାଉଦିଆରବରୁ ଗ୍ରାମକୁ ଆଣିବାକୁ ଅନୁରୋଧ କଲେ ପରିବାର ଲୋକେ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7685 | Read...

ମୃତଙ୍କ ଶବକୁ ସାଉଦିଆରବରୁ ଗ୍ରାମକୁ ଆଣିବାକୁ ଅନୁରୋଧ କଲେ ପରିବାର ଲୋକେ

ଗଞ୍ଜାମ ଜିଲ୍ଲାଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରସିଂ ଗ୍ରାମର କେ. ରାମା ରାଓ ରେଡି ନାମକ ଜଣେ ବ୍ୟକ୍ତିଙ୍କ ସାଉଦିଆରବର ଡାମନର ଏକ ସରକାରୀ ହସ୍ପିଟାଲ ରେ ଗତକାଲି ହୃଦଘାତରେ ମୃତ୍ୟୁ ଘଟିଛି । ମୃତ ରାମରାଓ ତାଙ୍କ ପରିବାରର ଏକ



ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7683 | Read...

ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୮ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୪୫ଜଣ, ବାଲେଶ୍ୱରରୁ ୩୧ଜଣ, ଗଜପତିରୁ ୧୨, ଭଦ୍ରକରୁ ୧୦, ଜଗତସିଂହପୁର ଓ ଝାରସୁଗୁଡାରୁ ୬ଜଣ ଲେଖାଏଁ,