ଓଡ଼ିଶା : Category News


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି

BHAGYAPRABHA NEWS | ଓଡ଼ିଶା | | 6710 | Read...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି

ରାଜ୍ୟରେ ୧୧୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରୁ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍



ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ

BHAGYAPRABHA NEWS | ଓଡ଼ିଶା | ପୁରୀ | 6708 | Read...

ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ଆଜି ପବିତ୍ର ଅକ୍ଷୟ ତୃତୀୟ ହେଉଛି ପ୍ରଥମ ପର୍ବ । ପାରମ୍ପରିକ ଭାବେ ଆଜି ଦିନରେ ରଥକାଠ ଅନୁକୂଳ ହେଉଥିବା ବେଳେ ଗତକାଲି ଶ୍ରୀମନ୍ଦିର ପରିସରରେ ବିଧି ମୁତାବ



ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ୍‌ ମହମ୍ମଦ ରଫିକ

BHAGYAPRABHA NEWS | ଓଡ଼ିଶା | | 6707 | Read...

ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ୍‌ ମହମ୍ମଦ ରଫିକ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଶପଥ ଗ୍ରହଣ କରିବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ । ମେଘାଳୟ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ରଫିକ୍‌ଙ୍କ ବଦଳିକୁ ସ



ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

BHAGYAPRABHA NEWS | ଓଡ଼ିଶା | | 6703 | Read...

ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ମହମ୍ମଦ ରଫିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି।ପୂର୍ବରୁ ସେ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରହିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ



ବିଜୟ ମିଶ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

BHAGYAPRABHA NEWS | ଓଡ଼ିଶା | | 6702 | Read...

ବିଜୟ ମିଶ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ।ବିଜୟ ମିଶ୍ରଙ୍କୁ ନାଟ୍



ଅଖିମୁଠି ଅନୁକୂଳ କଲେ ଅରୁଣ ସାହୁ ଓ ସୁର ରାଉତରାୟ

BHAGYAPRABHA NEWS | ଓଡ଼ିଶା | | 6700 | Read...

ଅଖିମୁଠି ଅନୁକୂଳ କଲେ ଅରୁଣ ସାହୁ ଓ ସୁର ରାଉତରାୟ

ଆଜି ପବିତ୍ର ଅକ୍ଷୟ ତୃତୀୟା ହୋଇଥିବାରୁ ଚାଷୀ ଆଖିମୁଠି ଅନୁକୂଳ କରିଛି । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏହି ଅବସରରେ କୃଷି ମନ୍ତ୍ରୀ ତଥା



ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 6699 | Read...

ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ବିଶେଷ କରି ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜର ଟୁଇଟରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି,' ପବିତ୍ର ଅକ୍ଷୟ ତୃତୀୟାର



ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 6697 | Read...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସ



କୋଭିଡ-୧୯ କୁ ନେଇ ବିଜେଡ଼ି ଆଇଟି ସେଲର ଭିଡ଼ିଓ କନଫେରେନ୍ସି ରେ ସମୀକ୍ଷା

BHAGYAPRABHA NEWS | ଓଡ଼ିଶା | ବୌଦ୍ଧ | 6695 | Read...

କୋଭିଡ-୧୯ କୁ ନେଇ ବିଜେଡ଼ି ଆଇଟି ସେଲର ଭିଡ଼ିଓ କନଫେରେନ୍ସି ରେ ସମୀକ୍ଷା

ଭୁବନେଶ୍ୱର: ବିଜେଡ଼ି ଉଇଙ୍ଗ ର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକଙ୍କ ନେତ୍ତୃତ୍ୱରେ ଅପରାହ୍ନ ୪ଟା ସମୟରେ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ଏହି ଭିଡ଼ିଓ କନ୍ଫରେନ୍ସିକୁ ପର



ରାଜସ୍ଥାନ ରୁ ବ୍ରହ୍ମପୁର ୪୮ ଘଣ୍ଟା ମଧ୍ୟରେ ପହଞ୍ଚିଲା ଓଟ କ୍ଷୀର

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6694 | Read...

ରାଜସ୍ଥାନ ରୁ ବ୍ରହ୍ମପୁର ୪୮ ଘଣ୍ଟା ମଧ୍ୟରେ ପହଞ୍ଚିଲା ଓଟ କ୍ଷୀର

ରାଜସ୍ଥାନ ରୁ ବ୍ରହ୍ମପୁର । ଟ୍ରେନରେ ଯାତାୟତ କଲେ ପ୍ରାୟ ୬ ଦିନ ସମୟ ଲାଗିଥାନ୍ତା । ହେଲେ ମାତ୍ରା ୪୮ ଘଣ୍ଟା ମଧ୍ୟରେ ପହଞ୍ଚିଛି ଓଟ କ୍ଷୀର । ଓଡିଶା ସରକାରଙ୍କ ଏକ ବରିଷ୍ଠ ପୋଲିସ ଅଧିକାରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟ