ଓଡ଼ିଶା : Category News


ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 4918 | Read...

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ

ଗତ ଅକ୍ଟୋବରରେ ଚେନ୍ନାଇ ସ୍ଥିତ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିବା ୮ଟି ଆନାକୋଣ୍ଡାଙ୍କ ମଧ୍ୟରୁ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ତେବେ ଆନାକୋଣ୍ଡାର ମୃତ୍ୟୁର



ପୁରୀ ପରେ ଏବେ ଭଙ୍ଗାହେବ ଲିଙ୍ଗରାଜ ମାର୍କେଟ୍

Srabani Nayak | ଓଡ଼ିଶା | ଖୋର୍ଦ୍ଧା | 4915 | Read...

ପୁରୀ ପରେ ଏବେ ଭଙ୍ଗାହେବ ଲିଙ୍ଗରାଜ ମାର୍କେଟ୍

ପୁରୀ ପରେ ଏବେ ଭୁବନେଶ୍ୱର ପାଳି । ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିିକଟସ୍ଥ ଲିଙ୍ଗରାଜ ମାର୍କେଟ୍ ଭଙ୍ଗାହେବ। ମାର୍କେଟ କମ୍ପେ୍ଲକ୍ସ ଶୁକ୍ରବାର ଭଙ୍ଗା ଯିବା ନେଇ ଆଗୁଆ ଘୋଷଣା କରିଥିଲା ବିଡିଏ । ବିଡିଏର ଏହି ଘୋଷଣ



ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

BHAGYAPRABHA NEWS | ଓଡ଼ିଶା | | 4913 | Read...

 ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ମାତ୍ର ୧୩ ଦିନ ଚାଲିବା ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହ ଚାଲିବା ପାଇଁ



୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

BHAGYAPRABHA NEWS | ଓଡ଼ିଶା | ବୌଦ୍ଧ | 4909 | Read...

୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

କୋଶଳ ସମନ୍ବୟ ସମିତି ପକ୍ଷରୁ ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ କଣ୍ଟାମାଳ ବନ୍ଦ ପାଳନ କରାଯାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ସବଡିଭିଜନ ଘୋଷଣା, କଣ୍ଟାମାଳକୁ ସୋନପୁର ତରଭା ବ୍ଲକ ସହ ସଂଯୋଗ କର



ଦାରିଙ୍ଗବାଡୀ ବିଡିଓଙ୍କ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳ କାର୍ଯ୍ୟ ତଦାରଖ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 4908 | Read...

ଦାରିଙ୍ଗବାଡୀ ବିଡିଓଙ୍କ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳ କାର୍ଯ୍ୟ ତଦାରଖ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣିଗାଁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଗୋଷ୍ଟି ଉନ୍ନୟନ ଅଧିକାରୀ ଭକ୍ତିବନ୍ଧୁ ଜନାର୍ଦନ ଦଳେଇ । ବ୍ରାହ୍ମଣିଗାଁ, ଝିନ୍ଜରିଗୁଡା, ଗଦାପୁର, କୁମ୍ଭାରିଗା, ଅଞ୍ଚଳ ପରିଦର



କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଲା ଖେମୁଣ୍ଡି ଓକିଲ ସଂଘ

Kiran Behera | ଓଡ଼ିଶା | ଗଞ୍ଜାମ | 4907 | Read...

କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଲା ଖେମୁଣ୍ଡି ଓକିଲ ସଂଘ

ବ୍ରହ୍ମପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ଗଞ୍ଜାମ ଓକିଲ ସଂଘକୁ ସମର୍ଥନ ଜଣାଇ ଖେମୁଣ୍ଡି ଓକିଲ ସଂଘ ଯେଉଁ ଆନ୍ଦୋଳନ ଚଳାଇଥିଲେ । ସେହି ଆନ୍ଦୋଳନରୁ ଆଜି ଖେମୁଣ୍ଡି ଓକିଲ ସଂଘ ଓହରି ଯାଇଥିବା ଜଣାପଡିଛି।ଜିଲ୍ଲା



ଖେମୁଣ୍ଡି କଲେଜରେ ଟ୍ରାଫିକ ସଚେତନତା,ତାଗିଦ କଲେ ଅଧକ୍ଷା

Kiran Behera | ଓଡ଼ିଶା | ଗଞ୍ଜାମ | 4906 | Read...

ଖେମୁଣ୍ଡି କଲେଜରେ ଟ୍ରାଫିକ ସଚେତନତା,ତାଗିଦ କଲେ ଅଧକ୍ଷା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଛାତ୍ରୀ ଛାତ୍ର ଓ କର୍ମଚାରୀଙ୍କୁ ଟ୍ରାଫିକ ସଚେତନତା କରାଯାଇଥିଲା।କଲେଜ ମୁଖ୍ୟ ଫାଟକ ରେ ଅଧ୍ୟକ୍ଷା ପ୍ରଣତି ପାତ୍ର, ଉପାଧକ୍ଷା ଡ. ହରପ୍ରିୟ



ଅଗ୍ନିକାଣ୍ଡରେ ୮ ଘର ଭସ୍ମୀଭୂତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Kiran Behera | ଓଡ଼ିଶା | ଗଞ୍ଜାମ | 4905 | Read...

ଅଗ୍ନିକାଣ୍ଡରେ ୮ ଘର ଭସ୍ମୀଭୂତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ବୁରିପଦର ଗାଁ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୮ଟି ଘର ପୁରାପୁରି ଜଳିଯାଇଥିବା ବେଳେ ଲକ୍ଷଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସେହି ଗ୍ରାମର ଭଗତ ଗୌଡ,ବାବୁଲି ଗୌ



ବ୍ରାହ୍ମଣିଗାଁରେ ଗ୍ରାମସଭା ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 4900 | Read...

ବ୍ରାହ୍ମଣିଗାଁରେ ଗ୍ରାମସଭା ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ବ୍ରାହ୍ମଣିଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଏକ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣିଗାଁ ସରପଞ୍ଚ ରମେଶ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜି



ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 4899 | Read...

ପୁରୁଷୋତ୍ତମ ଏକ୍ସପ୍ରେସ ଦୁଇଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ

ମୁଗଲସରାଇ ରେଳ ମଣ୍ଡଳର ବାବୁଆ ଷ୍ଟେସନ ଠାରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଡିସେମ୍ବର ମାସ ୫ ଓ ୬ ତାରିଖ ଦିନ ଉଭୟ ନୂଆଦିଲ୍ଲୀ ଓ ପୁରୀରୁ ଛାଡିବାକୁ ଥିବା ୧୨୮୦୧/୧୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପ