ଅପରାଧ : Category News


ରାଇସନରେ ନଦୀକୁ ବସ ଖସି ୬ ମୃତ ଓ ୧୯ ଆହାତ

Bhagyaprabha News Bureau | ଅପରାଧ | | 4047 | Read...

ରାଇସନରେ ନଦୀକୁ ବସ ଖସି ୬ ମୃତ ଓ ୧୯ ଆହାତ

ମଧ୍ୟପ୍ରଦେଶର ରାଇସନ ଅଞ୍ଚଳରେ ନଦୀକୁ ଏକ ବସ ଖସି ୬ ଜଣଙ୍କ ପ୍ରାଣ ଯାଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବସଟି ରାଇସେନରୁ ଛାତରପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ପରେ ଏହି



ଇରାନୀ ଗ୍ୟାଙ୍ଗର ନକଲି ପୋଲିସ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 4031 | Read...

ଇରାନୀ ଗ୍ୟାଙ୍ଗର ନକଲି ପୋଲିସ ଗିରଫ

ବ୍ରହ୍ମପୁର ସହରରେ ଚାଲିଥିବା ନକଲି ପୋଲିସ ନାମରେ ଚୋରି ମାମଲାରେ ଗୋଷାଣିନୁଆଗାଁ ପୋଲିସ ଇରାନୀ ଗ୍ରୁପର ଜଣକୁ ଗିରଫ କରି କୋର୍ଟ ଚାଳାନ କରିଛି । ଦୀର୍ଘ ଦେଢ ବର୍ଷ ହେଲା ବ୍ରହ୍ମପୁର ତଥା ଏହାର ଆଖପାଖ ଅଞ୍ଚଳରେ ପୋଲିସର ପରିଚୟ



ହିଞ୍ଜିଳି ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କଲେ ସି-ସୋର ମୁଖ୍ୟ

Swadhina Kumar Sahu | ଅପରାଧ | ଗଞ୍ଜାମ | 4030 | Read...

ହିଞ୍ଜିଳି ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କଲେ ସି-ସୋର ମୁଖ୍ୟ

ବହୁ ଚର୍ଚ୍ଚିତ ସି-ସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାଶ ମଙ୍ଗଳବାର ଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟରେ ଆତ୍ମ ସମର୍ପଣ କରି ୩୦ ହଜାର ଲେଖାଏଁ ଦୁଇଟି ଜାମିନଦାର ଦେଇ ମୁକୁଳିଛନ୍ତି । ହା



ଦଶହରାରେ ଜମୁଛି ଜୁଆ ଆଡ୍ଡା, ପୁଣି ସାତ ଜୁଆଡ୍ଡି ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 4023 | Read...

ଦଶହରାରେ ଜମୁଛି ଜୁଆ ଆଡ୍ଡା, ପୁଣି ସାତ ଜୁଆଡ୍ଡି ଗିରଫ

ଆସିଛି ଦଶହରା ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜମୁଛି ଜୁଆ ଆଡ୍ଡା । ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଲଗାତାର ଭାବେ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିଛି । ସେହିପରି ଭାବେ ଆଜି ବିଳମ୍



ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁ ମାମଲା ; ଫେରାର ଗାଡି ଚାଳକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4017 | Read...

 ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁ ମାମଲା ; ଫେରାର ଗାଡି ଚାଳକ ଗିରଫ

ଦିଗପହଣ୍ଡି ପୋଲିସ ମଙ୍ଗଳବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ହାଟପଦା ଗାଁର ଗାଡ଼ି ଚାଳକ ଗୋବର୍ଦ୍ଧନ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗତ ମାର୍ଚ୍ଚ ୨୫ ତାରିଖ ରାତି ପ୍ରାୟ ସାଢେ଼ ୯ ଟା ରେ ଦିଗପହଣ୍ଡି - ବ୍ରହ୍ମପ



ମାଛ ଧରାକୁ କେନ୍ଦ୍ର କରି ଦୁଇ ଗ୍ରାମରେ ଗୋଷ୍ଠି ସଂଙ୍ଘର୍ଷ, ସାତ ଆହାତ

Swadhina Kumar Sahu | ଅପରାଧ | ଗଞ୍ଜାମ | 4015 | Read...

ମାଛ ଧରାକୁ କେନ୍ଦ୍ର କରି ଦୁଇ ଗ୍ରାମରେ ଗୋଷ୍ଠି ସଂଙ୍ଘର୍ଷ, ସାତ ଆହାତ

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମରେ ମାଛ ଧରାକୁ କେନ୍ଦ୍ର କରି ଦୁଇ ଗ୍ରାମରେ ଲାଗିଛି ଚାପା ଉତେଜନା । ଏଥିରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛ