ଅପରାଧ : Category News


ଚୋରାଇ ନେଉଥିବା ଟାଟା ସୁମୋକୁ ଧରିଲା ପୋଲିସ

Kiran Behera | ଅପରାଧ | ଗଞ୍ଜାମ | 6301 | Read...

ଚୋରାଇ ନେଉଥିବା ଟାଟା ସୁମୋକୁ ଧରିଲା ପୋଲିସ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକା ଗୋକର୍ଣପୁର ଗ୍ରାମରୁ ଚୋରି ହୋଇଥିବା ଗୋଟିଏ ଟାଟା ସୁମୋକୁ ପୋଲିସ ଗୋଡେଇ ଧରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗୋକର୍ଣପୁର ଗ୍ରାମର ବି.ଧୋବା ରେଡ୍ଡୀ ନିଜ ଘର ଆଗରେ ଟାଟା ସୁମୋ



ଲକ ଡାଉନ ବେଳେ ପୋଲିସ ହାବୁଡ଼ରେ ଚୋରା ମଦ ବେପାରୀ

Kiran Behera | ଅପରାଧ | ଗଞ୍ଜାମ | 6299 | Read...

ଲକ ଡାଉନ ବେଳେ ପୋଲିସ ହାବୁଡ଼ରେ ଚୋରା ମଦ ବେପାରୀ

ସମଗ୍ର ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଜାରିହୋଇଥିବାବେଳେ ଲୋକମାନେ ଘରେ ରହି ସରକାରୀ ନିୟମର ପାଳ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚୋରା ମଦ ବେପା



ସମ୍ବଲପୁରରେ ଦନ୍ତା ଆକ୍ରମଣ , ୨ ମୃତ

BHAGYAPRABHA NEWS | ଅପରାଧ | ସମ୍ବଲପୁର | 6292 | Read...

ସମ୍ବଲପୁରରେ ଦନ୍ତା ଆକ୍ରମଣ , ୨ ମୃତ

ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ କେଶାପାଲି ସରପଞ୍ଚଙ୍କ ମା' ଉର୍ମିଳା ମିର୍ଞ୍ଚା (୬୫)



ପୋଖରୀରେ ବୁଡି ମୃତ୍ୟୁବରଣ କଲା ମାନସିକ ଭିନ୍ନକ୍ଷମ ବାଳକ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 6253 | Read...

ପୋଖରୀରେ ବୁଡି ମୃତ୍ୟୁବରଣ କଲା ମାନସିକ ଭିନ୍ନକ୍ଷମ ବାଳକ

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକସ୍ଥିତ ଶଙ୍କୁରୁ ପଞ୍ଚାୟତର ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ଗ୍ରାମର ଜଣେ ୭ ବର୍ଷ ବୟସର ମାନସିକ ଭିନ୍ନକ୍ଷମ ବାଳକ ବନ୍ଧ ପାଣିରେ ବୁଡି ଶନିବାର ଦିନ ଦିବା ପ୍ରାୟ ୧୧ ଘଣ୍ଟା ସମୟର



ବାପାକୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କଲା ପୁଅ

BHAGYAPRABHA NEWS | ଅପରାଧ | ସୁନ୍ଦରଗଡ଼ | 6250 | Read...

 ବାପାକୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କଲା ପୁଅ

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟଣା ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସଦର ଥାନାର ତସୁପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାଯାଇଛି।ଗତକାଲି