ଗଞ୍ଜାମ : District News


ବାହାରେ ଛେପ ପକାଇଲେ ଗଣିବେ ୫୦୦ ଟଙ୍କା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6515 | Read...

ବାହାରେ ଛେପ ପକାଇଲେ ଗଣିବେ ୫୦୦ ଟଙ୍କା

ମହାମାରୀ କରୋନା ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁସାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କାର ଜରିମାନା ଏବଂ ମାସ୍କ , ଗାମୁଛା କିମ୍ବା ର



କର୍କଟ ରୋଗରେ ପୀଡିତ ଥାଇ ମଧ୍ୟ କରୋନା ପାଇଁ ଲୋକସେବା କରୁଛନ୍ତି ତହସିଲଦାର

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 6514 | Read...

କର୍କଟ ରୋଗରେ ପୀଡିତ ଥାଇ ମଧ୍ୟ କରୋନା ପାଇଁ ଲୋକସେବା କରୁଛନ୍ତି ତହସିଲଦାର

ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ ରହିଥିବା ବେଳେ ସାରା ଦେଶରେ ମାର୍ଚ୍ଚ ୨୩ ତାରିଖ ମଧ୍ୟରାତ୍ର ଠାରୁ ଲକଡାଉନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯାହାଫଳରେ କରୋନାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦେଖିବାକୁ ମ



ଗୋକର୍ଣ୍ଣପୁର ପଞ୍ଚାୟତରେ ରାସନକାର୍ଡ ଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

Kiran Behera | ବିଶେଷ | ଗଞ୍ଜାମ | 6512 | Read...

ଗୋକର୍ଣ୍ଣପୁର ପଞ୍ଚାୟତରେ ରାସନକାର୍ଡ ଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଓ ଦକ୍ଷିଣପୁର ଗ୍ରାମରେ ରହୁଥିବା ରାସନ କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଓ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଅର୍ଥରାଶି ବୁଧ



ନିମଖଣ୍ଡିପେଣ୍ଠ ଗ୍ରାମବାସୀ ତରଫରୁ କରୋନା ଯୋଦ୍ଧା ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Kiran Behera | ବିଶେଷ | ଗଞ୍ଜାମ | 6511 | Read...

ନିମଖଣ୍ଡିପେଣ୍ଠ ଗ୍ରାମବାସୀ ତରଫରୁ କରୋନା ଯୋଦ୍ଧା ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମବାସୀ ତରଫରୁ ବୁଧବାର ଅପରାହ୍ନରେ ପ୍ରଚଣ୍ଡ ଖରାରେ ମହାମାରୀ କରୋନାକୁ ନେଇ ସଚେତନତା କରାଇବାକୁ ଯାଇଥିବା ଥାନା ଅଧିକାରୀ ସମେତ କିଛି ପୋଲିସ କର୍ମଚାରୀଙ୍କୁ ସମ୍ବର



ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 6510 | Read...

ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମର ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନରସିଂହପୁର ଗ୍ରାମର ଏସ୍‌ . ତ୍ରିପତୀ ରେଡ୍ଡୀଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ



ବରିଷ୍ଠ ନାଗରିକ ମାନଙ୍କୁ ଦିଗପହଣ୍ଡି ପୋଲିସ ପକ୍ଷରୁ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

Kiran Behera | ବିଶେଷ | ଗଞ୍ଜାମ | 6509 | Read...

ବରିଷ୍ଠ ନାଗରିକ ମାନଙ୍କୁ ଦିଗପହଣ୍ଡି ପୋଲିସ ପକ୍ଷରୁ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ମହାମାରୀ କରୋନା ଦେଶରେ ତାଣ୍ଡବ ରଚିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ୨୧ ଦିନିଆ ତାଲାବନ୍ଦ କଟକଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କଟକଣା ଅବିଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସ



ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6508 | Read...

ଗଞ୍ଜାମ ଜିଲାପାଳଙ୍କୁ ଫୋନକରି  ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କରୋନା ମୁକାବିଲାକୁ ନେଇ ସମଗ୍ର ଦେଶ ଲଢେଇ କରୁଥିବାବେଳେ ଡାକ୍ତର , ପ୍ରଶାସନିକ ଅଧିକାରୀ ତଥା ସ୍ବାସ୍ଥ୍ୟ କର୍ମିୀମାନେ କରୋନା ଯୋଦ୍ଧା ଭାବେ ଦିନ ରାତି କାମ କରୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ କରୋନାକୁ ଦୁରେଇବା ପାଇଁ ବି