ଗଞ୍ଜାମ : District News


ସରକାରୀ ଯୋଜନାରେ ଅନିୟମିତତା ନେଇ ବ୍ଳକ ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ

Kiran Behera | ଓଡ଼ିଶା | ଗଞ୍ଜାମ | 4540 | Read...

ସରକାରୀ ଯୋଜନାରେ ଅନିୟମିତତା ନେଇ ବ୍ଳକ ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ

ଦିଗପହଣ୍ଡି ବ୍ଲକ ଗୈାଡଗାଁ ଗ୍ରାମର ଶତାଧିକ ଲୋକଙ୍କ ସହ ଭାରତୀୟ ଜନତା ପାର୍ଟି କର୍ମୀମାନେ ମିଳିତଭାବେ ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ପୂର୍ବାହ୍ନ ୧୧ ସମୟରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମ



ନିଲମ୍ବିତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 4538 | Read...

ନିଲମ୍ବିତ ହେଲେ  ପଞ୍ଚାୟତ ନିର୍ବାହୀ ଅଧିକାରୀ

ଗତକାଲି ଗଞ୍ଜାମ ଜିଲ୍ଲାପାଳ ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ଇଶାକ ଉ



ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ବିନୋଦୀନି ଚିଟଫଣ୍ଡ ଜମାକାରୀ

Swadhina Kumar Sahu | ଅପରାଧ | ଗଞ୍ଜାମ | 4531 | Read...

ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ବିନୋଦୀନି ଚିଟଫଣ୍ଡ ଜମାକାରୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୂଷିତ ତୁମ୍ୱା ଅଞ୍ଚଳର ଚିଟଫଣ୍ଡ ଜମାକାରୀମାନେ ଆଜି ବ୍ରହ୍ମପୁର ଏସଡିପିଓ କାର୍ଯ୍ୟଳରେ ପହଞ୍ଚି ଏସଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତ



ବାଚସ୍ପତି ଙ୍କ ଦ୍ଵାରା ସାମାଜିକ ନାଟକ ଉଦଘାଟିତ  

Kiran Behera | ଓଡ଼ିଶା | ଗଞ୍ଜାମ | 4529 | Read...

ବାଚସ୍ପତି ଙ୍କ ଦ୍ଵାରା ସାମାଜିକ ନାଟକ ଉଦଘାଟିତ  

ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ନୂଆଗଡ ଗ୍ରାମ ଯେମିନି ନାଟ୍ୟ ସଂସଦ ର ୧୧ ତମ ବାର୍ଷିକୋତ୍ସବ ଅବସରରେ ସୋମବାର ରାତି ପ୍ରାୟ ସାଢେ଼୮ ଟା ରେ ମଞ୍ଚସ୍ଥ ସାମାଜିକ ନାଟକ "ପାପ ଲୁଚେଇଛି ପଣତ କାନି" କୁ ବାଚସ୍ପତି ଡ. ସୂର୍ଯ୍ୟ ନ



ୱାର୍ଡସଭ୍ଯଙ୍କୁ ଛୁରାମାଡ ମାମଲାରେ ତିନି ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4523 | Read...

ୱାର୍ଡସଭ୍ଯଙ୍କୁ ଛୁରାମାଡ ମାମଲାରେ ତିନି ଅଭିଯୁକ୍ତ ଗିରଫ

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଦେଖାଳି ଛକରେ ଗତ ଶୁକ୍ରବାର ଦିନ ରାତି ୯ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୱାର୍ଡସଭ୍ୟ ଏ.ଗଣପତି ପାତ୍ରଙ୍କୁ ସଂଘଟିତ ଛୁରାମାଡ ଅଭିଯୋଗରେ କେ . ନୂଆଗାଁ ପୋଲିସ ତିନିଜଣ ଅଭିଯୁକ୍ତଙ୍



ପୁଣି ମହୁଲ ପାହାଡରେ ପଥର ବ୍ଲାଷ୍ଟିଂ ଅଭିଯୋଗ

Kiran Behera | ଓଡ଼ିଶା | ଗଞ୍ଜାମ | 4522 | Read...

ପୁଣି ମହୁଲ ପାହାଡରେ ପଥର ବ୍ଲାଷ୍ଟିଂ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ୍. ଟିକରପଡା ପଞ୍ଚାୟତର ବାବୁଲିବନ୍ଧ ମହୁଲ ପାହାଡରେ କିଛି ମାସର ବ୍ୟବଧାନ ପରେ ପୁଣି ଥରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି



ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ

Kiran Behera | ଓଡ଼ିଶା | ଗଞ୍ଜାମ | 4521 | Read...

ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ

ପାର୍ବଣ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି ବେଳେ ଆଜି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ଅଧିନରେ ଥିବା ଉଜଳ୍ଳେଶ୍ବର ଶୈବପୀଠରେ ଦଶହଜାରର