ଖବର ସଂଗ୍ରହ

.



ପଦରୁ ଇସ୍ତଫା ଦେଲେ ହରିଆଣା ସଭାପତି

BHAGYAPRABHA NEWS | ଦେଶଦୁନିଆ | | 4361 | Read...

ପଦରୁ ଇସ୍ତଫା ଦେଲେ ହରିଆଣା ସଭାପତି

ହରିୟାଣାରେ ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ବିଜେପି । ଦଳ ବହୁମତରୁ ଦୂରରେ ରହିଛି । ଦଳ ମାତ୍ର ୪୦ଟି ଆସନରେ ଆଗୁଆ ରହିଛି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଛି । କଂଗ୍ରେସ ଏଠାରେ ୨୯ଟି ଆସନରେ ଆଗୁଆ ରହିଛି । ସେ



ପାହାଡ଼ ଧସି ଭାଙ୍ଗିଲା ୨୦ ଘର

BHAGYAPRABHA NEWS | ଓଡ଼ିଶା | ଗଜପତି | 4360 | Read...

ପାହାଡ଼ ଧସି ଭାଙ୍ଗିଲା ୨୦ ଘର

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମରେ ପାଖ ମୁଖଲିଙ୍ଗ ପର୍ବତରୁ ଧସେଇ ହୋଇ ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା ସହ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳ



ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 4359 | Read...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

ଜିଲ୍ଲାରେ ଅନ୍ଧବିଶ୍ୱାସ ଓ ଗୁଣି ଗାରେଡିକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲାପାଳ ଏକ ନୂତନ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଗତ ଦିନ ମାନଙ୍କରେ ଅନ୍ଧବିଶ୍ୱାସ ଓ ଗୁଣି ଗାରେଡିକୁ ନେଇ ଯେଉଁ ପ୍ରକାର ଘଟଣା ମାନ



ଘରକୁ ଯିବି କହି - ଛାତ୍ର ଚାଲି ଗଲେ ବାହାର ରାଜ୍ୟକୁ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 4358 | Read...

ଘରକୁ ଯିବି କହି - ଛାତ୍ର ଚାଲି ଗଲେ ବାହାର ରାଜ୍ୟକୁ

ହିଞ୍ଜିଳିକାଟୁ ପୋଚିଲିମା ସରକାରୀ ଆଟି.ଆଇ ରେ ଅଗଷ୍ଟ ମାସରେ ପରୀକ୍ଷା ଶେଷ ହେବା ପରେ ହଷ୍ଟେଲ ରୁ ଘର କୁ ଯିବି କହି ବିଜୟ ନାହାକଙ୍କ ପୁତୁରା ପ୍ରଥମ ବର୍ଷ ଇଲେକେଟ୍ରିକାଲ୍ ବିଭାଗର ଛାତ୍ର ବାସୁଦେବ ନାହାକ ଘରକୁ ନଯାଇ ଚାଲି ଗଲ



ଆଜି ମିଳିତ ଜାତିସଂଘ ଦିବସ

Srabani Nayak | ଦେଶଦୁନିଆ | | 4357 | Read...

ଆଜି ମିଳିତ ଜାତିସଂଘ ଦିବସ

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର



ରିଲିଜ ହେଲା 'ହୋଟେଲ ମୁମ୍ବାଇ'ର ନୂଆ ଟ୍ରେଲର

Srabani Nayak | ମନୋରଞ୍ଜନ | | 4356 | Read...

ରିଲିଜ ହେଲା 'ହୋଟେଲ ମୁମ୍ବାଇ'ର ନୂଆ ଟ୍ରେଲର

ମୁମ୍ବାଇ ବିସ୍ଫୋରଣ ଉପରେ ଆଧାରିତଚଳଚ୍ଚିତ୍ର 'ହୋଟେଲ ମୁମ୍ବାଇ'ର ଆଉ ଏକ ଟ୍ରେଲର ରିଲିଜ୍‍ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ସାରା ବିଶ୍ୱକୁ ପ୍ରଭାବିତ କରିଛି। ଏବଂ ଏବେ ଏହା ଭାରତ



ପୁଣି ସରକାର ଗଢିବ ବିଜେପି-ଶିବସେନା ମେଣ୍ଟ

BHAGYAPRABHA NEWS | ରାଜନୀତି | | 4355 | Read...

ପୁଣି ସରକାର ଗଢିବ ବିଜେପି-ଶିବସେନା ମେଣ୍ଟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଢିବା ସମ୍ଭାବନା ସୃଷ୍ଟି ହୋଇଛି । ଗୁରୁବାର ଦିନ ଅନୁଷ୍ଠିତ ଭୋଟଗଣତିରେ ସମୁଦାୟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ



ବିଜୟ ମୁକୁଟ ପିନ୍ଧିଲେ ବିଜେଡି ପାର୍ଥିନି ରିତା ସାହୁ।

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 4354 | Read...

ବିଜୟ ମୁକୁଟ ପିନ୍ଧିଲେ ବିଜେଡି ପାର୍ଥିନି ରିତା ସାହୁ।

ରାଜ୍ୟ ରାଜନୀତିରେ ବିଜେପୁର ଉପ ନିର୍ବାଚନ କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି ବିଧାୟିକା ପାର୍ଥିନି ରୀତା ସାହୁଙ୍କୁ ଦ୍ଵିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛନ୍ତି ବିଜେପୁର ବାସୀ। ବିଜେପି ପା



ବଙ୍ଗୋପସାଗରରେ ଲଘୁଚାପ, ଆହୁରି ବର୍ଷିବ ଦୁଇ ଦିନ

Swadhina Kumar Sahu | ଓଡ଼ିଶା | | 4353 | Read...

ବଙ୍ଗୋପସାଗରରେ ଲଘୁଚାପ, ଆହୁରି ବର୍ଷିବ ଦୁଇ ଦିନ

ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ବୁଧବାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ଆଜି ମଧ୍ୟ ବର୍ଷା ଲାଗିରହିଛି । ଆଜି ଗଜପତି,ଗଞାମ,ସମ୍ବଲପୁର,ଝାରସୁଗୁଡା,ସୁନ୍ଦରଗ



ବର୍ଷାରେ ବେହାଲ ରେଶମ ସହର ବ୍ରହ୍ମପୁର..

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 4352 | Read...

 ବର୍ଷାରେ ବେହାଲ ରେଶମ ସହର ବ୍ରହ୍ମପୁର..

ଲଗାଣ ବର୍ଷାରେ ବେହାଲ ରେଶମ ସହର ବ୍ରହ୍ମପୁର । ଚାରିଆଡେ ପାଣି ଭର୍ତ୍ତି ହେବା ଫଳରେ ଜନଜୀବନ ଅବ୍ୟାହତ ହୋଇପଡିଛି । ସହରର ଗଜପତିନଗର ଓ ନୀଳାଞ୍ଚଳନଗର ଅଞ୍ଚଳରେ ଅଧିକ ପାଣି ଜମା ହୋଇ କୃତିମ ବନ୍ୟା ସୃଷ୍ଟି ହେବା ଯୋଗୁଁ ଲୋକେ



ରିଲିଜ ହେଲା କମାଣ୍ଡୋ-୩ର ଦମଦାର ଟ୍ରେଲର

Srabani Nayak | ମନୋରଞ୍ଜନ | | 4351 | Read...

ରିଲିଜ ହେଲା କମାଣ୍ଡୋ-୩ର ଦମଦାର ଟ୍ରେଲର

କମାଣ୍ଡ ଓ କମାଣ୍ଡ -୨ ପରେ ଏବେ ପରଦାରେ ଧମାଲ ମଚାଇବ ବିଦ୍ୟୁତ ଜାମଲଙ୍କର କମାଣ୍ଡୋ-୩ । ଆଜି ରିଲିଜ ହୋଇଯାଇଛି କମାଣ୍ଡ-୨ ର ଦମଦାର ଟ୍ରେଲର । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଳ୍ମଟିରେ କରନ ସିଂ ଡୋଗରାଙ୍କ ଚରିତ୍ରରେ ନ



ରା ଉଦୟଗିରି ବ୍ଲକ ବିଜୁ ଯୁବ ବାହିନୀ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ

Bhagyaprabha News Bureau | ବିଶେଷ | ଗଜପତି | 4350 | Read...

ରା ଉଦୟଗିରି ବ୍ଲକ ବିଜୁ ଯୁବ ବାହିନୀ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକର ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ନେଇ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଦସ୍ୟମାନେ ଥାନା ନିକଟରୁ ଏକ ସଚେତନତା ଯାତ୍ରା ଆରମ୍ଭ କରି ହାଟପଦା ଠାରେ ଶେଷ ହୋଇଥିଲ



ଗଜପତି ଜିଲ୍ଲା ଘରୋଇ ବସରୁ ଚୋରି ଘଟଣା, ଚୋରି ସାମଗ୍ରୀ ଜବତ

BHAGYAPRABHA NEWS | ଅପରାଧ | ଗଜପତି | 4349 | Read...

ଗଜପତି ଜିଲ୍ଲା ଘରୋଇ ବସରୁ ଚୋରି ଘଟଣା, ଚୋରି ସାମଗ୍ରୀ ଜବତ

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଅଞ୍ଚଳରୁ ଏକ ଘରୋଇ ନାଇଟ ବସକୁ ଅଟକାଇ ଚୋରି ଘଟଣାରେ ଅଡବା ପୋଲିସ ଚାରୋଟି ଏଲଇଡି ଟିଭି ସହ ୨୬ଟି ମୋବାଇଲ ଜବତ କରିଛି । ଗତ ଜୁଲାଇ ମାସରେ ଭୁବନେଶ୍ୱରର ଶାରଦା ନାୟକ ନାମକ ଜଣେ ବ୍