ଖବର ସଂଗ୍ରହ

.



ଜଳପଥରେ ଗଞ୍ଜାମ ଫେରିଲେ ୩୮ ମତ୍ସ୍ୟଜୀବି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6690 | Read...

ଜଳପଥରେ ଗଞ୍ଜାମ ଫେରିଲେ ୩୮ ମତ୍ସ୍ୟଜୀବି

କୋରୋନା ପାଇଁ ସମଗ୍ର ଦେଶ ଲକଡାଉନ ରହିଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ସ୍ଥଳପଥରେ ଗାଡ଼ି ମୋଟର ଚାଲୁନଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁରୁ ଜଳପଥରେ ଗଞ୍ଜାମ ଫେରିଲେ ୩୮ ଶ୍ରମିକ । ଏମାନେ କୂଳରେ ପହଁଚିବା



ସୁନ୍ଦରଗଡ଼ରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 6689 | Read...

 ସୁନ୍ଦରଗଡ଼ରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍ ଦେଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼



ଆଜି ଦିନ ୧୧ଟାରେ ଲକଡାଉନ ନେଇ ଜନତାଙ୍କୁ ସହଯୋଗ ମାଗିପାରନ୍ତି ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 6688 | Read...

ଆଜି ଦିନ ୧୧ଟାରେ ଲକଡାଉନ ନେଇ ଜନତାଙ୍କୁ ସହଯୋଗ ମାଗିପାରନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ' ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦୀଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ଦୂରଦର୍ଶନ ଓ ଆକାଶବାଣୀରେ ଦିନ ୧୧ଟାରେ ପ୍ରସାରଣ ହେବ ।



ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 6687 | Read...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ । ଏହା ପରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ସୁସ୍ଥ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ଜଣାପଡିଛି ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷର



୨୬ ଫିଟ୍ କାଠ ବୋଝେଇ ଗାଡି ଜବତ , ଡ୍ରାଇଭର ଚମ୍ପଟ

Kiran Behera | ଅପରାଧ | ଗଞ୍ଜାମ | 6686 | Read...

୨୬ ଫିଟ୍ କାଠ ବୋଝେଇ ଗାଡି ଜବତ , ଡ୍ରାଇଭର ଚମ୍ପଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନ ଚିକିଟି ବ୍ଲକ କୋଟିଲିଙ୍ଗ୍ ପଞ୍ଚାୟତ ଅନ୍ତର୍ଗତ ମେଟା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମୋବାଇଲ ଡିଭିଜନ ଓ ଦିଗପହଣ୍ଡି ରେଞ୍ଜ ଡିଭିଜନର ପେଟ୍ରୋଲି ସମୟରେ



କରୋନା ମହାମାରୀ ମୁକାବିଲାରେ ସାମିଲ ହେବା ପାଇଁ ସ୍ବେଚ୍ଛାସେବୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 6685 | Read...

କରୋନା ମହାମାରୀ ମୁକାବିଲାରେ ସାମିଲ ହେବା ପାଇଁ ସ୍ବେଚ୍ଛାସେବୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ ଆଜି ରାଜ୍ୟ ସରକାର ଏକ ୱେବସାଇଟ ଉତ୍ସର୍ଗ କରିଛନ୍ତି। ଏହି ୱେବସାଇଟ 'www.covidsangramee.odisha.gov.in'କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍



ଆଉ ନାହାନ୍ତି ହାସ୍ୟ ଅଭିନେତା ସୌମ୍ୟ

BHAGYAPRABHA NEWS | ମନୋରଞ୍ଜନ | | 6684 | Read...

ଆଉ ନାହାନ୍ତି ହାସ୍ୟ ଅଭିନେତା ସୌମ୍ୟ

ଓଡିଆ ସିନେମା ଜଗତର ସୁନାମଧନ୍ୟ ହାସ୍ୟ ଅଭିନେତା ସୋମ୍ୟ ରଞ୍ଜନ ପଣ୍ଡା ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ଆଜି ତାଙ୍କର ଆପୋଲୋ ହସପିଟାଲରେ ମୃତ୍ୟୁ ଘଟିଛି। ସୋମ୍ୟ ରଞ୍ଜନ ପଣ୍ଡା ଆଠଗଡ ରଥ



ପଦ୍ମନାଭପୁର ବଣିକ ସଂଘ ସହ ଆଲୋଚନା କଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 6683 | Read...

ପଦ୍ମନାଭପୁର ବଣିକ ସଂଘ ସହ ଆଲୋଚନା କଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ବଣିକ ସଂଘର ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍



କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା

BHAGYAPRABHA NEWS | ଓଡ଼ିଶା | କଳାହାଣ୍ଡି | 6682 | Read...

କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା

କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା । ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଡ-୧



ଜୁଲାଇ ବଦଳରେ ସେପ୍ଟେମ୍ବରରୁ ଆରମ୍ଭ ହେବ କଲେଜ ପାଠପଢା : ୟୁଜିସି କମିଟି

BHAGYAPRABHA NEWS | ଶିକ୍ଷା | | 6681 | Read...

ଜୁଲାଇ ବଦଳରେ ସେପ୍ଟେମ୍ବରରୁ ଆରମ୍ଭ ହେବ କଲେଜ ପାଠପଢା : ୟୁଜିସି କମିଟି

କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ଉଚ୍ଚଶିକ୍ଷା ପାଇଁ ବଦଳିପାରେ ଶିକ୍ଷାବର୍ଷ । ଏହା ଜୁଲାଇରୁ ଆରମ୍ଭ ନ ହୋଇ ସେପେଟେମ୍ବରରେ ଆରମ୍ଭ ହୋଇପାରେ ।ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗଠିତ ଏକ



ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ସୁରକ୍ଷା ନେଇ ଆଲୋଚନା କଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 6680 | Read...

ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ସୁରକ୍ଷା ନେଇ ଆଲୋଚନା କଲେ ସରପଞ୍ଚ

କରୋନା ମହାମାରୀ ସଂକ୍ରମଣ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହାର ପ୍ରଭାବ ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିପାରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍



କରୋନା ଭାଇରସ୍ ଉପରେ ନିର୍ମିତ ବିଶ୍ୱର ପ୍ରଥମ ଫିଲ୍ମ ରିଲିଜ

BHAGYAPRABHA NEWS | ମନୋରଞ୍ଜନ | | 6679 | Read...

କରୋନା ଭାଇରସ୍ ଉପରେ ନିର୍ମିତ ବିଶ୍ୱର ପ୍ରଥମ ଫିଲ୍ମ ରିଲିଜ

ଭାରତରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାର ପ୍ରଭାବକୁ କମ୍‌ କରିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖାଯାଇଛି। ଫଳରେ ଅନ୍ୟାନ୍ୟ ବ୍ୟବସାୟ ସହ ବଲିଉଡ୍ ଓ ଟିଭି ଇଣ୍ଡଷ୍ଟ୍ରିର ଶୁଟି



ଆଜି ବିଶ୍ୱ ମ୍ୟାଲେରିଆ ଦିବସ

BHAGYAPRABHA NEWS | ବିଶେଷ | | 6678 | Read...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ଆଜି ବିଶ୍ୱ ମ୍ୟାଲେରିଆ ଦିବସ। ପ୍ରତିବର୍ଷ ଏପ୍ରିଲ ମାସ ୨୫ ତାରିଖ ଦିନଟିକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଇଥାଏ। ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ତଜାର୍ତିକ ସ୍ତରରେ ଉଦ୍ୟମକୁ ତ୍ୱରାନ୍ୱିତ କରିବା



ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ମନୋନୀତ ପୋଡାମାରୀ ପଞ୍ଚାୟତ

Kiran Behera | ବିଶେଷ | ଗଞ୍ଜାମ | 6677 | Read...

ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ମନୋନୀତ ପୋଡାମାରୀ ପଞ୍ଚାୟତ

ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତ ରାଷ୍ଟ୍ରୀୟ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି । ଖବରପ୍ରକାରେ , ପୋଡାମାରୀ ପଞ୍ଚାୟତ ସଦାସର୍ବ



ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 6676 | Read...

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ଭୋର ସମୟରେ ଗ୍ରାମ ନିକଟସ୍ଥ ଖାରିଢେପ ପଡ଼ିଆ ଠାରେ ଥିବା ଏକ ଗଛରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲନ୍ତା



ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ

Srabani Nayak | ବିଶେଷ | | 6675 | Read...

ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ

ରମଜାନ୍ ମାସ ମୁସଲିମ୍ ସଂପ୍ରଦାୟର ଅତି ପବିତ୍ର ମାସ। ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମ ଦ୍ୱାରା ପାପ ରାଶି ଜଳିଯାଏ)। ଇସଲାମ୍ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ୍ ମାସ ହେଉ



ପବିତ୍ର ରମଜାନ ଅବସରରେ ଟ୍ବିଟ କରି ଶୁଭେଚ୍ଛ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

BHAGYAPRABHA NEWS | ଦେଶଦୁନିଆ | | 6674 | Read...

ପବିତ୍ର ରମଜାନ ଅବସରରେ ଟ୍ବିଟ କରି ଶୁଭେଚ୍ଛ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଆଜିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମ ଧର୍ମାବଲମ୍ବୀଙ୍କ ଲାଗି ଏହା ଏକ ପବିତ୍ର ମାସ ହୋଇଥିବାରୁ ଲକଡାଉନ ସତ୍ତ୍ୱେ ବି ପର୍ବ ପାଳନ ପାଇଁ ଉତ୍ସାହ ଦେଖାଦେଇଛି। ପବିତ୍ର ରମଜାନ୍‌ ମାସକୁ ନିଷ୍ଠାର ସହ ପାଳନ କରିଥାନ୍ତି ମ



ଡ଼. ସୌରିବନ୍ଧୁ କରଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା

Kiran Behera | ଓଡ଼ିଶା | ଗଞ୍ଜାମ | 6673 | Read...

ଡ଼. ସୌରିବନ୍ଧୁ କରଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା

ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ,ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ସର୍ବଭାରତୀୟ ଉପସଭାପତି , ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସିପିଆଇ ନେତା ଡ଼.ସୌରିବନ୍ଧୁ କରଙ୍କ ଦ୍ଵାଦଶାହ ତିଥି ଅବସରରେ ସିପି



ଡଙ୍ଗାରେ ପାର ହୋଇ ଆଦିବାସୀଙ୍କୁ ସହାୟତା ବାଣ୍ଟିଲା ପ୍ରଶାସନ

Kiran Behera | ଓଡ଼ିଶା | ଗଞ୍ଜାମ | 6672 | Read...

ଡଙ୍ଗାରେ ପାର ହୋଇ ଆଦିବାସୀଙ୍କୁ ସହାୟତା ବାଣ୍ଟିଲା ପ୍ରଶାସନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରୀ ଗାଁ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଗ୍ରାମ ଗୁଡିକରେ ସ୍ଥାନୀୟ ପ୍ରଶାସନ ବୋଟ ସାହାଯ୍ୟରେ ପାର ହୋଇ ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି । ଖବରପ୍ରକାରେ , ଶୁକ୍ରବାର ଦିନ ସ୍ଥାନୀୟ



ପଞ୍ଚାୟତ ବାସୀଙ୍କୁ ଶପଥ ପାଠ କରାଇଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 6671 | Read...

ପଞ୍ଚାୟତ ବାସୀଙ୍କୁ ଶପଥ ପାଠ କରାଇଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି . ତୁରୁବୁଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କରୋନାକୁ ଜିଲ୍ଲାପାଳ କ୍ଷମତା ପାଇବା ପରେ ପଞ୍ଚାୟତ ବାସୀଙ୍କୁ ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକମାନଙ୍କୁ ସୁରକ୍



ହାପି ବାର୍ଥ ଡେ ବରୁଣ ଧୱନ

Srabani Nayak | ମନୋରଞ୍ଜନ | | 6670 | Read...

ହାପି ବାର୍ଥ ଡେ ବରୁଣ ଧୱନ

ବଲିଉଡ ଅଭିନେତା ବରୁଣ ଧଓ୍ୱନ ଆଜି ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି । ବରୁଣ ୧୯୮୭ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବରୁଣ ଧଓ୍ୱନଙ୍କ ବିଷୟରେ କିଛି ଅଜଣା କଥା



ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୭୦୦୦ ମାସ୍କ ବିଡିଓଙ୍କୁ ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 6669 | Read...

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୭୦୦୦ ମାସ୍କ ବିଡିଓଙ୍କୁ ପ୍ରଦାନ

କରୋନା ବିପର୍ଯ୍ୟୟ ମୁକାବିଲା ତଥା ଲକଡାଉନ ସମୟରେ ଜନସାଧାରଣ କିପରି ସୁରକ୍ଷିତ ରହିପାରିବେ ତାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିମାପଲ୍ଲୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିଜ ହସ୍ତରେ ସିଲ



ବିଧିରେ ସୀମିତ ହେବ ଅକ୍ଷୟ ତୃତୀୟା , ମେ' ୩ ପରେ ନିଆଯିବ ରଥଯାତ୍ରା ନିଷ୍ପତ୍ତି

BHAGYAPRABHA NEWS | ଓଡ଼ିଶା | ପୁରୀ | 6668 | Read...

ବିଧିରେ ସୀମିତ ହେବ ଅକ୍ଷୟ ତୃତୀୟା , ମେ' ୩ ପରେ ନିଆଯିବ ରଥଯାତ୍ରା ନିଷ୍ପତ୍ତି

ଚଳିତ ବର୍ଷ ମହାମାରୀ କରୋନା ପାଇଁ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି କେବଳ ବିଧିରେ କରାଯିବାବେଳେ ବାହାରେ କୌଣସି କାର୍ଯ୍ୟ ହେବ ନାହିଁ ଅର୍ଥାତ୍‌ ରଥ କାଠ ଅନୁକୂଳ ନେଇ ଯେଉଁ ପରମ୍ପରା ରହିଛି ତାହା କେବଳ ବିଧି ଅନୁସାରେ



ଭଦ୍ରକରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 6667 | Read...

ଭଦ୍ରକରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୪ରେ ପହଁଞ୍ଚିଛି। ଆକ୍ରାନ୍ତ ୪ଜଣ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି। ଫଳରେ ଏହାକୁ ମିଶାଇ ଭଦ୍ରକ ଜିଲ୍ଲାର



ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

Kiran Behera | ବିଶେଷ | ଗଞ୍ଜାମ | 6666 | Read...

ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

କରୋନା ବିପର୍ଯ୍ୟୟ ମୁକାବିଲା ସମୟରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗ୍ରାମର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଶୁକ୍ରବାର ଦିନ କରୋନା ସଂକ୍ରମଣର ସହାୟତା ପାଇଁ ମୁଖ୍ୟମନ୍ତ୍



ବାହାର ରାଜ୍ୟରୁ ଆସିବା ଲୋକଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ବୈଠକ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 6665 | Read...

ବାହାର ରାଜ୍ୟରୁ ଆସିବା ଲୋକଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ବୈଠକ

କରୋନା ମହାମାରୀ ସଂକ୍ରମଣ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହାର ପ୍ରଭାବ ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିପାରିଛି । ଏହି ଅବସରରେ ରାଜ୍ୟ ସରକାର କରୋନାକୁ ଦମନ କରିବା ଏବଂ ଏ



ଦ୍ବାଦଶ ଭୋଜି କାର୍ଯ୍ୟ ଚାଲିଥିବା ବେଳେ ବ୍ଳକ ପ୍ରଶାସନର ଚଢ଼ାଉ

Kiran Behera | ଅପରାଧ | ଗଞ୍ଜାମ | 6664 | Read...

ଦ୍ବାଦଶ ଭୋଜି କାର୍ଯ୍ୟ ଚାଲିଥିବା ବେଳେ ବ୍ଳକ ପ୍ରଶାସନର ଚଢ଼ାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଭୂଷୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଲକଡାଉନ ନିୟମକୁ ଅମାନ୍ୟ କରି ଶୁକ୍ରବାର ଦିନ ଦ୍ବାଦଶ କାର୍ଯ୍ଯରେ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ସମୟ



ପୋଖରୀରେ ଭାସୁଥିବା ଅବସ୍ଥାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

BHAGYAPRABHA NEWS | ଅପରାଧ | ଗଞ୍ଜାମ | 6663 | Read...

ପୋଖରୀରେ ଭାସୁଥିବା ଅବସ୍ଥାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତବ୍ରହ୍ମପୁର - ଗୋପାଳପୁର ମୁଖ୍ୟ ରାସ୍ତା ଡୁରା ଛକ ନିକଟରେ ଥିବା ଦୁଆନ ପୋଖରୀରୁ ଶୁକ୍ରବାର ସକାଳେ ଭାସୁଥିବା ଅବସ୍ଥାରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଖବରପ୍ରକାରେ , ଗ୍ରାମର କିଛି



ଏଥର ହେବନି ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

BHAGYAPRABHA NEWS | ଓଡ଼ିଶା | | 6662 | Read...

ଏଥର ହେବନି ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

କରୋନା ସଂକ୍ରମଣ ପାଇଁ ଏଥର ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଆସନ୍ତା ଏପ୍ରିଲ ୨୬ ତାରିଖରେ ପଡୁଛି ଚନ୍ଦନ ଯାତ୍ରା। ୫ରୁ କମ୍ ସେବାୟତକୁ ନେଇ ଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ। ଏଣୁ ଚଳିତବର୍ଷ ଚନ୍ଦ୍ର



ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍

BHAGYAPRABHA NEWS | ଓଡ଼ିଶା | | 6661 | Read...

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍

ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍ । ତାଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ କମିଟି ‌ । ଜଷ୍ଟିସ ରଫିକ ବର୍ତ୍ତମାନ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ



ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର ସଟ୍‌ଡାଉନ୍

BHAGYAPRABHA NEWS | ଓଡ଼ିଶା | | 6660 | Read...

ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର ସଟ୍‌ଡାଉନ୍

କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍‌ଡାଉନ୍‌ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସର



ଭଦ୍ରକରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ଭଦ୍ରକ | 6659 | Read...

ଭଦ୍ରକରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୦ରେ ପହଁଞ୍ଚିଛି। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି। ଫଳରେ ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୨ରେ