ଖବର ସଂଗ୍ରହ

.



ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ

BHAGYAPRABHA NEWS | ଦେଶଦୁନିଆ | ଖୋର୍ଦ୍ଧା | 6388 | Read...

ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ମଧୂସୂଦନ ନଗରରେ ତାଙ୍କ ଘର । ତାଙ୍କର ୪୫ବର୍ଷ ବୟସ ବୋଲି ଜଣାପଡିଛି । ତାଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋଭିଡ-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୪୧



ଲକଡାଉନ୍ ବଢାଇବାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ପରାମର୍ଶ

BHAGYAPRABHA NEWS | ଦେଶଦୁନିଆ | | 6387 | Read...

ଲକଡାଉନ୍ ବଢାଇବାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ପରାମର୍ଶ

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ୨୧ ଦିନ ଲକଡାଉନ ଘୋଷଣା କରିଛନ୍ତି । ଯାହାର ଅବଦ୍ଧି ଏପ୍ରିଲ ୧୪ରେ ଶେଷ ହେବ । ତେବେ ଅନେ ରାଜ୍ୟ ସରକାର ଲକଡାଉନ ସମୟସୀମା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ।