ଗଞ୍ଜାମ : District News


ପୋଖରୀରେ ବୁଡି ଯୁବକଙ୍କ ମୃତ

Kiran Behera | ଅପରାଧ | ଗଞ୍ଜାମ | 5955 | Read...

ପୋଖରୀରେ ବୁଡି ଯୁବକଙ୍କ ମୃତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାଧାଦେଇପୁର ଗ୍ରାମ ନୂଆସାହି ପୋଖରୀରେ ଶୁକ୍ରବାର ସକାଳେ ଜଣେ ଯୁବକ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମୃତ ଯୁବକ ହେଲେ ରାଧାଦେଇପୁର ନୂଆସାହିର ବାଉରୀ ମହାଙ୍କୁଡଙ୍କ ପୁଅ ଜୟସେନ ମହାଙ୍



ଫେରାର ଗାଡି ଚାଳକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 5953 | Read...

ଫେରାର ଗାଡି ଚାଳକ ଗିରଫ

ଦିଗପହଣ୍ଡି ପୋଲିସ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଗାଡି ଚାଳକ ଙ୍କୁ ଗୁରୁବାର ଗିରଫ କରି ଥାନା ମାମଲା ନଂ.୧୭/୨୦ ଅନୁଯାୟୀ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ଗାଡି ଚାଳକ ଜଣକ ହେଲେ ପାଟପୁର ଥାନା ପୋଡ଼ା ମାର



ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

Kiran Behera | ରାଜନୀତି | ଗଞ୍ଜାମ | 5952 | Read...

ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ରହିଥିବା ଠିକାଦାର ସଂଘ ପକ୍ଷରୁ ଗୁରୁବାର ଦିନ ଏକ ପରିବର୍ଦ୍ଧିତ ଆଲୋଚନା ସଭା ତଥା ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ଚିକିଟି ମୁଖ୍ୟରାସ୍ତାରେ ଥିବା ଗୁପ୍ତେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋ



ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5951 | Read...

ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆୟୋଜ



ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5950 | Read...

ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଡାହଡ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ତରଫରୁ ଗୁରୁବାର ଦିନ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକସ୍ତରୀୟ ପଂଞ୍ଚାୟତିରାଜ ଦ



ଗଞ୍ଜାମରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଚାଲିଛି ରାତିରେ ସଫେଇ କାର୍ଯ୍ୟକ୍ରମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5949 | Read...

ଗଞ୍ଜାମରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଚାଲିଛି ରାତିରେ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢି ତୋଳିବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନ ପୁଣି ପାଇଲଟ ପ୍ରୋଜେକ୍ଟ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିଛି । ଜିଲ୍ଲା ପ୍ରଶାସନର



ଦକ୍ଷିଣାଞ୍ଚଳର ୫ ପରୀକ୍ଷା କେନ୍ଦ୍ରରେ କପି କରି ୭ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌

Swadhina Kumar Sahu | ଶିକ୍ଷା | ଗଞ୍ଜାମ | 5948 | Read...

ଦକ୍ଷିଣାଞ୍ଚଳର ୫ ପରୀକ୍ଷା କେନ୍ଦ୍ରରେ କପି କରି ୭ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ +୨ ପରୀକ୍ଷାର ପ୍ରଥମ ଦିନ ମଙ୍ଗବାଳରେ ବିଜ୍ଞାନ ବିଭାଗ ଓ ଦ୍ୱିତୀୟ ଦିନ ବୁଧବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡିଆ ଏବଂ ବିକଳ୍ପ ଇଂଲିଶ ପରୀକ୍ଷା ହୋଇଥିଲା । ଏଥ