Latest Photo News (ଫଟୋନ୍ୟୁଜ୍)


ସାମ୍ବାଦିକଙ୍କ ମାତୃ ବିୟୋଗ।

ସାମ୍ବାଦିକଙ୍କ ମାତୃ ବିୟୋଗ।

Posted by BHAGYAPRABHA NEWS, on April 02, 2024

Uploaded Photos News

ସାମ୍ବାଦିକଙ୍କ ମାତୃ ବିୟୋଗ।

April 02, 2024 View Details

ନେତାଜୀ ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ରାଜ୍ୟ, ଜିଲ୍ଲା, ମହାନଗର ଅନ୍ତର୍ଗତ ସର୍ବବର୍ଗୀୟ ବିଜେଡି ପଦାଧିକାରୀ, କର୍ମୀ, ବହୁ କର୍ପୋରେଟର, ବରିଷ୍ଟ, ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ନେତାଜୀଙ୍କ ଜୀବନୀ ତଥା ଭାରତ ସ୍ଵାଧୀନତା ଆନ୍ଦୋଳନରେ ଭୂମିକା ଏବଂ ଆନ୍ଦୋଳନ ଶୈଳୀ ବିଷୟରେ ଆଲୋକପାତ କରିଥିଲେ..।

January 23, 2024 View Details

ଯାଜପୁର- ପଲ୍ଲାସାହି ଗ୍ରାମର ଆଦର୍ଶ ଶିକ୍ଷକ ଶ୍ରୀଧର ସାହୁଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

October 11, 2023 View Details

ଧର୍ମଶାଳା ଜାରକା ସ୍ଥିତ ପ୍ରୟାଗ ମଣ୍ଡପରେ ବିରଜାଭୂମି ଏକ୍ସପ୍ରେସର ବାର୍ଷିକ ଉତ୍ସବ

October 02, 2023 View Details

ପବିତ୍ର ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଉପଲକ୍ଷେ ସାରା ଓଡିଶାବାସୀଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ ନିରୋଗ ରଖିଥାଆନ୍ତୁ ଏତିକି କାମନା।

April 14, 2023 View Details

ଗଞ୍ଜାମ- ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ସପ୍ତମ ସାଧାରଣ ଅଧିବେଶନ

March 24, 2023 View Details

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ସଭାପତିତ୍ବରେ ଆୟୋଜିତ ହର୍ବାଲ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା,  ମୁଖ୍ୟବକ୍ତା  ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦିକ ମହାବିଦ୍ୟାଳୟର ଡାକ୍ତର ଘାସିରାମ ସାହୁ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦିକ ମହାବିଦ୍ୟାଳୟ ର ଅଶ୍ଵିନୀ ସାହୁ ଓ ଡାକ୍ତର ଶିଶିର କାନ୍ତ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବନ ସଂରକ୍ଷକ ଏ ମାଧବୀଲତା, ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ମଞ୍ଚାସୀନ ଥିଲେ।

March 17, 2023 View Details

ଏନ୍.ଏମ୍.ଓ.ପି.ଏସ୍. ମହାସଂଘ, ଓଡ଼ିଶା ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଲୋକସେବା  ଭବନରେ ସ୍ୱାଗତ କଲୁ,ଓଡ଼ିଶାର ଚାରି ଲକ୍ଷ କର୍ମଚାରୀ ଆଗାମୀ ଦିନରେ ପୁରୁଣା ପେନସନ୍ ଲାଗି ଲଢ଼େଇ ଜାରି ରଖିବେ।

March 01, 2023 View Details

ଯାଜପୁର ଜିଲ୍ଲା ଦଶରଥପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ପୂର୍ବତନ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ବିଶ୍ବମ୍ବର ଦାଶଙ୍କର ଅକାଳ ବିୟୋଗରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା

February 25, 2023 View Details

ବ୍ରହ୍ମପୁର ସହରର ଦୁଇଟି ଛକ ରୁ ଦୁଇ ଯୁବକଙ୍କ ନିକଟରୁ ବିପୁଳ ପରିମାଣର ନକଲି ମଦ ସହ ଗୋଟିଏ ବାଇକ୍ ଜବତ କରିଛି ବ୍ରହ୍ମପୁର ଅବକାରୀ ମୋବାଇଲ ଟିମ୍

February 22, 2023 View Details

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କ ସହ ଆଲୋଚନା ପରେ ତାଲା ପକେଇ ଧାରଣା ସହ ବିକ୍ଷୋଭ କଲେ ।

February 22, 2023 View Details

ପ୍ରଫେସର ପ୍ରସନ୍ନ ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ, ୩ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି ପ୍ରସନ୍ନ ସ୍ୱାଇଁ l

February 20, 2023 View Details



ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: