ଖବର ସଂଗ୍ରହ

.



ପୁଣି ଥରେ ବିଜେଡି ଦଳରୁ ଲଢିବେ ରୀତା ସାହୁ

Swadhina Kumar Sahu | ରାଜନୀତି | | 3965 | Read...

ପୁଣି ଥରେ ବିଜେଡି ଦଳରୁ ଲଢିବେ ରୀତା ସାହୁ

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବାପରେ ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଛି । ପୁର୍ବରୁ ରାଜ୍ୟ କଂଗ୍ରେସ ଦୀଲ୍ଲିପ ପଣ୍ଡାଙ୍କୁ ତାର ପାର୍ଥୀ ଘୋଷଣା କରିବା ପର



ଗୋପାଳପୁର ଆର୍ମି ସେଣ୍ଟରକୁ ମିଲିଲା ସେନା ବାହିନୀର ସର୍ବୋଚ୍ଚ ପୁରସ୍କାର

Swadhina Kumar Sahu | ବିଶେଷ | ଗଞ୍ଜାମ | 3964 | Read...

ଗୋପାଳପୁର ଆର୍ମି ସେଣ୍ଟରକୁ ମିଲିଲା ସେନା ବାହିନୀର ସର୍ବୋଚ୍ଚ ପୁରସ୍କାର

ଗୋପାଳପୁର ଗୋଲାବନ୍ଧ ସ୍ଥିତ ଆର୍ମୀ ଏୟାର ଡିଫେନ୍ସ ସେଣ୍ଟରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏୟାର ଡିଫେନ୍ସ ସେଣ୍ଟରକୁ ପ୍ରଦାନ କଲେ ସେନାବାହିନୀର ସର୍ବୋଚ୍ଚ ସମ୍ମାନ । ଏ



ଡକାୟତି ଯୋଜନା ବିଫଳ ,୬ଆନ୍ତଃରାଜ୍ୟ ଡକାୟତ ଗିରଫ

Swadhina Kumar Sahu | ଅପରାଧ | | 3963 | Read...

ଡକାୟତି ଯୋଜନା ବିଫଳ ,୬ଆନ୍ତଃରାଜ୍ୟ ଡକାୟତ ଗିରଫ

ଡକାୟତି ଯୋଜନାକୁ ଫଣ୍ଡ କଲା କେନ୍ଦୁଝର ପୋଲିସ, ୬ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରିବାରେ ସଫଳ ହେଲା ପୋଲିସ । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।ପୋଲିସିକୁ ମିଳିଛି ବଡ ଧରଣର ସଫଳତା । ମ



କ୍ରିୟାଶୀଳ ହେଉଛି 'ମୋ ସରକାର' ଗିରଫ ହେଲେ ୯ ଦଲାଲ

Swadhina Kumar Sahu | ଅପରାଧ | ମୟୁରଭଞ୍ଜ | 3962 | Read...

କ୍ରିୟାଶୀଳ ହେଉଛି 'ମୋ ସରକାର' ଗିରଫ ହେଲେ ୯ ଦଲାଲ

କ୍ରିୟାଶୀଳ ହେଉଛି 'ମୋ ସରକାର' କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ପାଇଁ ତତ୍ପରତା ଦେଖାଉଛି ପୋଲିସ ପ୍ରଶାସନ। ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ୩ଜଣ ଦଲାଲ ଚିତ୍ତରଞ୍ଜନ ଦାସ,ଦେ



ପକେଟ ମାରକୁ କାବୁ କଲେ କଲେଜ ଛାତ୍ର

Swadhina Kumar Sahu | ଅପରାଧ | ଗଞ୍ଜାମ | 3961 | Read...

ପକେଟ ମାରକୁ କାବୁ କଲେ କଲେଜ ଛାତ୍ର

ବସ୍‌ରେ ଯାତ୍ରା କରୁଥିବାବେଳେ ଏନ ପିତବାସ ନାମକ ଜଣେ ବୃଦ୍ଧାଙ୍କ ପକେଟରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଟଙ୍କା ଚୋରୀ କରୁଥିବା ବେଳେ ଧରା ପଡିଛନ୍ତି ଦୁଇ ଯୁବକ । ହିଞ୍ଜିଳିରୁ ବ୍ରହ୍ମପୁର ନିଜର କିଛି କାର୍ଯ୍ୟରେ ବସ ଯୋଗେ ଯା



ନିର୍ମାଣାଧିନ ଆପାର୍ଟମେଣ୍ଟରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଳ କାଠ

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 3960 | Read...

ନିର୍ମାଣାଧିନ ଆପାର୍ଟମେଣ୍ଟରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଳ କାଠ

ବଲାଙ୍ଗୀର ସ୍ଥିତ ନେତ୍ର ନିକେତନ ହସ୍ପିଟାଲ ପଛପଟେ ନିର୍ମାଣ ଧିନ ରାୟଲ ଆପାର୍ଟମେଣ୍ଟ ଉପରେ ବନବିଭାଗ ଚଢ଼ାଉ କରିଛି। ଚଢାଉ ବେଳେ ପାଖାପାଖି ୨୦୦ ରୁ ଉର୍ଦ୍ଧ ସେପ୍ଟି ଶାଳକାଠ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ପାଖା ପାଖି



ଖେମୁଣ୍ଡି କଲେଜରେ ଧାରା ୩୭୦ ଏବଂ ୩୫ ଉଚ୍ଛେଦ ସମ୍ପର୍କିତ ପାଠଚକ୍ର

Kiran Behera | ବିଶେଷ | ଗଞ୍ଜାମ | 3959 | Read...

ଖେମୁଣ୍ଡି କଲେଜରେ ଧାରା ୩୭୦ ଏବଂ ୩୫  ଉଚ୍ଛେଦ ସମ୍ପର୍କିତ ପାଠଚକ୍ର

ସ୍ଥାନୀୟ ଖେମୁଣ୍ଡି କଲେଜ ସ୍ମାର୍ଟ୍ ରୁମ୍ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଯୁକ୍ତ ୩ ରାଜନୈତିକ ବିଜ୍ଞାନ ସମ୍ମାନ ବିଭାଗ ପକ୍ଷରୁ ପାଠଚକ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷା ପ୍ରଣତି ପାତ୍ରଙ୍କ ସଭ



ବିଜେପି ପକ୍ଷରୁ ଦିଗପହଣ୍ଡି ବ୍ଲକ ଘେରାଉ

Kiran Behera | ରାଜନୀତି | ଗଞ୍ଜାମ | 3958 | Read...

ବିଜେପି ପକ୍ଷରୁ ଦିଗପହଣ୍ଡି ବ୍ଲକ ଘେରାଉ

ଶୁକ୍ରବାର ଦିନ ପୂର୍ବାହ୍ନ ୧୧ ଟାରେ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଣୟନ କରି କାର୍ଯ୍ୟ କରୁଥିବା ପ୍ରତିବାଦରେ ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ଦିଗପହଣ୍



ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ

Kiran Behera | ରାଜନୀତି | ଗଞ୍ଜାମ | 3957 | Read...

ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ

ଶୁକ୍ରବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଗୁପ୍ତେଶ୍ୱର ଶୈବପୀଠରେ ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ଲାଗି ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ଅ



"ଟ୍ୟୁରିଜ ଆଣ୍ଡ ଜବ୍‌, ବେଟର ଫ୍ୟୁଚର ଫର୍‌ ଅଲ୍‌" ଥିମ ସହ ବିଶ୍ବ ପର୍ଯ୍ୟବଟନ ଦିବସ ପାଳିତ

Bhagyaprabha News Bureau | ଦେଶଦୁନିଆ | | 3956 | Read...

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ 'ବିଶ୍ୱ ପର୍ଯ୍ୟଟନ ଦିବସ' ପାଳିତ ହୁଏ। ପ୍ରତିବର୍ଷ ଏହି ଦିବସର ଭିନ୍ନ ଭିନ୍ନ ଥିମ୍‌ ରହିଥାଏ। ଚଳିତ ଥର ଟ୍ୟୁରିଜ ଆଣ୍ଡ ଜବ୍‌, ବେଟର ଫ୍ୟୁଚର ଫର୍‌ ଅଲ୍‌ ଏହି ଦିବସର ଥମ୍‌ ରହିଛ



ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

Bhagyaprabha News Bureau | ଶିକ୍ଷା | କେନ୍ଦୁଝର | 3955 | Read...

ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ପରିସରେ ରେ +୨ ପ୍ରଥମ ବାର୍ଷିକ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କୁ ଦିତ୍ବୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସ୍ବାଗତ ଉତ୍ସବ ପାରଂପରିକ ରିତିର



ଜେରା ହେଲେ ଶରଦ ପାୱାର

Bhagyaprabha News Bureau | ଦେଶଦୁନିଆ | | 3954 | Read...

ଜେରା ହେଲେ ଶରଦ ପାୱାର

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାୟ ମନି ଲଣ୍ଡ୍ରିଂ ମାମଲାରେ ଜେରା କରିଛନ୍ତି । କିନ୍ତୁ ଇଡି ଶରଦଙ୍କୁ କାର୍ଯ୍ୟାଳୟକୁ ନ ଆସିବାକୁ ଅନରୋଧ କରିଛନ୍ତି । ଯେତେବେଳେ



କେଏଟିଏସର ରେ ଛାତ୍ର ସଂସଦ ବୈଠକ ଅନୁଷ୍ଟିତ

Swadhina Kumar Sahu | ଦେଶଦୁନିଆ | ଗଞ୍ଜାମ | 3953 | Read...

କେଏଟିଏସର ରେ ଛାତ୍ର ସଂସଦ ବୈଠକ ଅନୁଷ୍ଟିତ

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ଛାତ୍ର ସଂସଦ ର ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ଗଂଜାମ ଜିଲ୍ଲା ପରିଷଦ ଅଧକ୍ଷ ସୋନାମ ପଲେଇ , ମୁଖ୍ୟ ଅତିଥି ରୂପେ ଜିଲ୍ଲାପ



ଶହୀଦ ଭଗତ ସିଂ ଜୟନ୍ତୀ ପାଳନ

Swadhina Kumar Sahu | ଦେଶଦୁନିଆ | ଗଞ୍ଜାମ | 3952 | Read...

ଶହୀଦ ଭଗତ ସିଂ ଜୟନ୍ତୀ ପାଳନ

ପତଞଳୀ ଯୁବ ଭାରତ, ଗଞାମ ତରଫରୁ ଆଜି ଶହୀଦ ଭଗତ ସିଂଙ୍କ ଜୟନ୍ତୀ ଆବସର ରେ ବ୍ରହ୍ମପୁରସ୍ଥ ରଜାସାହି ଛକ ଠାରୁ ଏକ ବାଇକ ରାଲି ଶୋଭାଯାତ୍ରା ଆରମ୍ଭ କରି ହରିଡାଖଣ୍ଡି ପରିବା ବଜାର ଠାରେ ଥିବା ଶହିୀଦ ଭଗତ ସିଂଙ୍କ ପ୍ରତିମୁର୍ତିରେ



ଓସିଏର ମୁଖ୍ୟ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

Bhagyaprabha News Bureau | ଖେଳ | | 3951 | Read...

ଓସିଏର ମୁଖ୍ୟ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫ



ହାପି ବର୍ଥ ଡେ ଗୁଗୁଲ

Srabani Nayak | ଦେଶଦୁନିଆ | | 3950 | Read...

ହାପି ବର୍ଥ ଡେ ଗୁଗୁଲ

ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ୨୧ତମ ଜନ୍ମଦିବସ । ଏହି ଅବସରରେ ଗୁଗୁଲ ତାର ଡୁଡୁଲ ମାଧ୍ୟମରେ ଜନ୍ମ ଜୟନ୍ତୀ ପାଳନ କରୁଛି । ଗୁଗୁଲର ଡୁଡୁଲରେ ଏକ ପୁରୁଣା କମ୍ପୁଟର ଓ ସେହି ସମୟର ସିପିୟୁ, ମାଉସ, କି ବୋର୍ଡ, ମନିଟରର ଫୋଟ ଦେଖିବାକୁ



ରିଲିଜ୍ ହେଲା 'ହାଉସଫୁଲ୍-୪'ର ଟ୍ରେଲର

Bhagyaprabha News Bureau | ମନୋରଞ୍ଜନ | | 3949 | Read...

ରିଲିଜ୍ ହେଲା 'ହାଉସଫୁଲ୍-୪'ର ଟ୍ରେଲର

ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଟୁଇଟରରେ ଫିଲ୍ମ 'ହାଉସଫୁଲ୍-୪'ର ପୋଷ୍ଟର ରିଲିଜ କରିବା ପରେ ଫିଲ୍ମର ଟ୍ରେଲର ଦେଖିବାକୁ ସମସ୍ତେ ଆଗ୍ରହୀ ହୋଇପଡ଼ିଛନ୍ତି। ଶୁକ୍ରବାର ଫିଲ୍ମ 'ହାଉସଫୁଲ୍-୪'ର ଟ୍ରେଲର ରିଲିଜ୍ ହୋଇଛି। ଫି



କଡା ସୁରକ୍ଷା ମଧ୍ୟରେ ଗଞ୍ଜାମରେ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟ

Srabani Nayak | ଦେଶଦୁନିଆ | ଗଞ୍ଜାମ | 3948 | Read...

କଡା ସୁରକ୍ଷା ମଧ୍ୟରେ ଗଞ୍ଜାମରେ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟ

ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଗୋପାଳପୁରସ୍ଥିତ ଏୟାର ଷ୍ଟ୍ରିପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ



ଟିକରପଡା ଠାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

Swadhina Kumar Sahu | ରାଜନୀତି | ଗଞ୍ଜାମ | 3947 | Read...

ଟିକରପଡା ଠାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

କୁକୁଡ଼ଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ବାଲିପଡା ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମ ଠାରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ବିଜେଡ଼ି ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପଞ୍ଚାୟ