ପୋଲାଣ୍ଡରେ ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରି ଉତ୍କଳ ଦିବସର ମହତ୍ତ୍ୱ ଓ ଗୌରବଗାଥାର ସ୍ମୃତିଚାରଣ

April 26, 2024, ଦେଶଦୁନିଆ, , BHAGYAPRABHA NEWS
ପୋଲାଣ୍ଡରେ ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରି ଉତ୍କଳ ଦିବସର ମହତ୍ତ୍ୱ ଓ ଗୌରବଗାଥାର ସ୍ମୃତିଚାରଣ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 26, 2024

ପୋଲାଣ୍ଡ ଦେଶ ରେ ଥିବା Warsaw ସହର ରେ ପ୍ରବାସୀ ଓଡିଆ ମାନଙ୍କ ଦ୍ଵାରା ଉତ୍କଳ ଦିବସ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଵାଧୀନତା ସଂଗ୍ରାମୀ ଏବଂ ମହାପୁରୁଷ ମାନଙ୍କ ବୀରତ୍ୱର ଗାଥା କୁ ମନ ପକାଇ ସେମାନଙ୍କ ସ୍ମୃତି ଚାରଣ କରା ଯାଇଥିଲା।ଏହି କାର୍ଯକ୍ରମ ରେ ପୋଲାଣ୍ଡ ରେ ଥିବା ଶତାଧିକ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଆସି ଯୋଗ ଦେଇଥିଲେ। ଏଠି ଆମ ଓଡ଼ିଶା ର ଓଡ଼ିଆ ଖାଦ୍ୟ, ସଂସ୍କୃତି,ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆ ଯାଇଥିଲା।ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ପୋଲାଣ୍ଡ ର ଭାରତୀୟ ଦୂତାବାସ ର ଦ୍ଵିତୀୟ ସେକ୍ରେଟାରୀ ଏବଂ CPIO ମୁଖ୍ୟ ଶ୍ରୀ କ୍ରିଷ୍ଣନେନ୍ଦୁ ବାନାର୍ଜୀ ଯୋଗ ଦେଇଥିଲେ।ଆଗକୁ ଏହିଭଳି ଭାବେ ଓଡ଼ିଶା ରେ ହେଉଥିବା ସମସ୍ତ ଉତ୍ସବ ଓ ପର୍ବ ପର୍ବାଣୀ କୁ ସାମୁହିକ ଭାବେ ପାଳନ କରିବାକୁ ଚେଷ୍ଟା କରିବୁ ବୋଲି ପୋଲାଣ୍ଡ ର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ର ପରିଚାଳକ ସୃତୀ ଜେନା ଏବଂ ସନ୍ତୋଷ ପଟ୍ଟନାୟକ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ

Read More...

 ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ତମ ଜୟନ୍ତୀ ଉତ୍ସବ ପାଳିତ

ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ତମ ଜୟନ୍ତୀ ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: