ବିଶେଷ : Category News


ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ।

Hari Narayan Das | ବିଶେଷ | ରାୟଗଡ଼ା | 3906 | Read...

ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ।

ରାୟଗଡାରେ ଆରମ୍ଭ ହୋଇଛି ବସ୍ତି ଉଛେଦ ଅଭିଯାନ । ରାୟଗଡାକୁ ରେଳ ଡିଭିଜନ ଘୋଷଣା କରାଗଲା ପରେ ରେଳବାଇ ପକ୍ଷରୁ ଆଜି ଉଛେଦ ଆରମ୍ଭ ହୋଇଛି । ଗୁଡ୍ସ କଲୋନୀ ପରିସରରେ ଦୀର୍ଘ ୫୦ ବର୍ଷ ଧରି ରହୁଥିବା ବସ୍ତି ବାସିନ୍ଦାକୁ ଗତ ଦୁଇଦିନ



କିପରି ପ୍ରସ୍ତୁତ କରିବେ ତନ୍ଦୁରି ଆଳୁ

Srabani Nayak | ବିଶେଷ | | 3900 | Read...

କିପରି ପ୍ରସ୍ତୁତ କରିବେ ତନ୍ଦୁରି ଆଳୁ

ଆବଶ୍ୟକ ସାମଗ୍ରୀ- ଆଳୁ- ୫୦୦ ଗ୍ରାମ, ଟମାଟୋ କ୍ୟାଚଅପ- ୨ ଚାମଚ, ଗରମ ମସଲପାଉଡର- ୧ ଚାମଚ ,ଲାଲମିଚି ପେଷ୍ଟ- ୨ ଚାମଚ,ରଷୁଣ ପେଷ୍ଟ - ୨ ଚାମଚ, ତେଲ -୨ ଚାମଚ , ଧନିଆ ପତ୍ର -୧/୨ ଚାମଚ , ଲୁଣ ସ୍ୱାଦଅନୁସାରେ ।ପ୍ରଣାଳୀ - ତନ୍ଦୁରୀ ଆଳୁ ରେସିପି



ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

Kiran Behera | ବିଶେଷ | ଗଞ୍ଜାମ | 3894 | Read...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଶ୍ରୀ ହନୁମାନ ମନ୍ଦିର ନିକଟରେ୧୧କେ. ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଜୟନଗର ଗ୍ରାମର ବୁଲୁ



ପଦ୍ମନାଭପୁରରେ ଅହିଂସା ରଥ ଗାଡ଼ିକୁ ଭବ୍ୟ ସମ୍ବର୍ଦ୍ଧନା

Kiran Behera | ବିଶେଷ | ଗଞ୍ଜାମ | 3891 | Read...

ପଦ୍ମନାଭପୁରରେ ଅହିଂସା ରଥ ଗାଡ଼ିକୁ ଭବ୍ୟ ସମ୍ବର୍ଦ୍ଧନା

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଠାରେ ଅପରାହ୍ନରେ ଅହିଂସା ରଥ ଗାଡି ପହଞ୍ଚିବା ପରେ ଗ୍ରାମବାସୀ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି ।



ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

Bhagyaprabha News Bureau | ବିଶେଷ | ପୁରୀ | 3878 | Read...

ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି। ରବିବାରଠାରୁ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବ। ଶନିବାର ଅପରାହ୍ନ ସାଢ଼େ ୨ଟାରେ ମା’ଙ



ବିଷାକ୍ତ ସାପ କାମୁଡାରେ ଦୁଇ ଭଉଣି ମୃତ

Bhagyaprabha News Bureau | ବିଶେଷ | ଅନୁଗୁଳ | 3877 | Read...

ବିଷାକ୍ତ ସାପ କାମୁଡାରେ ଦୁଇ ଭଉଣି ମୃତ

ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି, ଦୁଇ ଯାଆଁଳା ଭଉଣୀଙ୍କ ମୁତ୍ୟୁ ଘଟିଛି । ରୋଜାଲିନ ସାହୁ ଓ ସୁଜାତା ସୋହୁ (୧୨) ନାମକ ଦୁଇ ଭଉଣୀ ରାତିରେ ଘରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା ।