ବିଷାକ୍ତ ସାପ କାମୁଡାରେ ଦୁଇ ଭଉଣି ମୃତ

September 23, 2019, ବିଶେଷ, ଅନୁଗୁଳ, Bhagyaprabha News Bureau
ବିଷାକ୍ତ ସାପ କାମୁଡାରେ ଦୁଇ ଭଉଣି ମୃତ
Bhagyaprabha News Bureau
September 23, 2019

ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି, ଦୁଇ ଯାଆଁଳା ଭଉଣୀଙ୍କ ମୁତ୍ୟୁ ଘଟିଛି । ରୋଜାଲିନ ସାହୁ ଓ ସୁଜାତା ସୋହୁ (୧୨) ନାମକ ଦୁଇ ଭଉଣୀ ରାତିରେ ଘରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ପିଲାମାନେ ପାଟି କରିବାରୁ ଘର ଲୋକେ କଣ ହେବା ପଚାରିବାରୁ ସେମାନେ ସାପ କାମୁଡିଥିବା କଥା କହିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି୍ଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

Read More...

ଓସ୍ରୋ ଗଞ୍ଜାମର ନବମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଓସ୍ରୋ ଗଞ୍ଜାମର ନବମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: