ଦେଶଦୁନିଆ : Category News


ଖୁବଶୀଘ୍ର ବଦଳିବ ଝିଅମାନଙ୍କର ବିବାହ ବୟସ - ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 9140 | Read...

ଖୁବଶୀଘ୍ର ବଦଳିବ ଝିଅମାନଙ୍କର ବିବାହ ବୟସ - ମୋଦୀ

କେନ୍ଦ୍ର ସରକାର ଖୁବଶୀଘ୍ର ଝିଅମାନଙ୍କର ବିବାହ ହେବାର ସର୍ବନିମ୍ନ ବୟସକୁ ବଢ଼ାଇ ପାରନ୍ତି। ବର୍ତ୍ତମାନ ଭାରତରେ ଝିଅମାନଙ୍କର ବିବାହ କରିବାର ସର୍ବନିମ୍ନ ବୟସ ୧୮ ଥିବାବେଳେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର



ବିଶ୍ବ ଖାଦ୍ୟ ଦିବସ ଅବସରରେ ୭୫ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ

BHAGYAPRABHA NEWS | ଦେଶଦୁନିଆ | | 9137 | Read...

ବିଶ୍ବ ଖାଦ୍ୟ ଦିବସ ଅବସରରେ ୭୫ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ

ଖାଦ୍ୟ ଓ କୃଷି ସଂଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନକୁ ବିଶ୍ବ ଖାଦ୍ୟ ଦିବସ ଭାବେ ପାଳନ କରାଯାଏ । ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମୃତି ଉଦ୍ଦେଶ୍ୟରେ ୭୫ ଟଙ୍କିଆ କଏନ ଜାରି କରିଛନ୍ତି ।ସାଧାରଣ ଜନତା



୭୫ ବର୍ଷରେ ନବୀନ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 9135 | Read...

୭୫ ବର୍ଷରେ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏବର୍ଷ କରୋନା ମହାମାରୀ ଯୋଗୁ ଜନ୍ମଦିନ ପାଳନ କରୁ ନାହାନ୍ତି । ନବୀନ ନିବାସ ଆସିବା ପାଇଁ ଦଳୀୟ ନେତା, କର୍ମୀ ସମର୍ଥକଙ୍କୁ ମନା କରିଥି



ତେଲେଙ୍ଗାନାରେ ବନ୍ୟା , ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

BHAGYAPRABHA NEWS | ଦେଶଦୁନିଆ | | 9133 | Read...

ତେଲେଙ୍ଗାନାରେ ବନ୍ୟା  ,  ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

ତେଲେଙ୍ଗାନାରେ ପ୍ରବଳ ବର୍ଷା ହେଉଛି । ୩ ଦିନ ହେବ ଲଗାତାର ବର୍ଷା ହେବା ଫଳରେ ତଳିଆ ଅଂଚଳରେ ବନ୍ୟା ଦେଖାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରୁ ହାଇଦ୍ରାବାଦରେ କେବଳ ୮ ଜଣ ପ୍ରାଣ ହରାଇଛନ୍



କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

BHAGYAPRABHA NEWS | ଦେଶଦୁନିଆ | | 9124 | Read...

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

କେନ୍ଦ୍ର କର୍ମଚାରୀଙ୍କୁ ସରକାର ଚଳିତ ବର୍ଷ ଲିଭ୍ ଟ୍ରାଭେଲ୍ ଆଲାଉନ୍ସ(LTA) ଓ ଲିଭ୍ ଟ୍ରାଭେଲ୍ କନସେସନ୍(ଏଲଟିସି)ରେ ଅନେକ ଆଶ୍ୱସ୍ତି ଦେଇଛନ୍ତି । ଏଲଟିଏ ଓ ଏଲଟିସିର ସୁବିଧାକୁ ଅଧିକ ସହଜ କରିବା ଓ ଅଧିକରୁ ଅଧିକ କର୍ମଚାରୀଙ୍କ



ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

BHAGYAPRABHA NEWS | ଦେଶଦୁନିଆ | | 9111 | Read...

ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅକ୍ଟୋବର ୧୭ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମହାମାରୀ କରୋନା ସକାଶେ ଗୁଜୁରାଟ ସରକାର ଏହାକୁ ମାର୍ଚ୍ଚ ମାସରୁ ବନ୍ଦ ରଖିଥିଲେ। ତେବେ କରୋନା ଗାଇଡଲାଇନ



ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ

BHAGYAPRABHA NEWS | ଦେଶଦୁନିଆ | | 9105 | Read...

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ

ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା



ଜନସନ ଆଣ୍ଡ ଜନସନର ଟିକା ଟ୍ରାଏଲ ଅସ୍ଥାୟୀ ଭାବେ ବନ୍ଦ

BHAGYAPRABHA NEWS | ଦେଶଦୁନିଆ | | 9091 | Read...

ଜନସନ ଆଣ୍ଡ ଜନସନର ଟିକା ଟ୍ରାଏଲ ଅସ୍ଥାୟୀ ଭାବେ ବନ୍ଦ

କରୋନା ଟିକା ପାଇଁ ଆଶା କରୁଥିବା ଲୋକମାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଜନସନ ଆଣ୍ଡ ଜନସନ କରୋନା ଉପରେ ଏହାର କ୍ଲିନିକାଲ ପରୀକ୍ଷାକୁ ଅସ୍ଥାୟୀ ଭାବରେ ବନ୍ଦ କରି ଦେଇଛି | ପକ୍ଷରୁ ସୋମବାର ଜାରି କରାଯାଇଥିବା ଏକ ବିବୃତ୍ତିରେ



ପାକିସ୍ତାନ-ଚୀନ୍‌ ସୀମାରେ ୪୪ଟି ପୋଲ ନିର୍ମାଣ

BHAGYAPRABHA NEWS | ଦେଶଦୁନିଆ | | 9085 | Read...

ପାକିସ୍ତାନ-ଚୀନ୍‌ ସୀମାରେ ୪୪ଟି ପୋଲ ନିର୍ମାଣ

ସୀମାରେ ତିଆରି ହେଲା ୪୪ଟି ପୋଲ । ପାକିସ୍ତାନ, ଚୀନ୍ କୁ ଲାଗିଥିବା ସୀମା ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ପୋଲକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି । ଭାରତୀୟ ପ୍ରତିରକ୍ଷା ପାଇଁ ଏହି ପୋଲ ଗୁଡ଼ିକର ନିର