ଗଞ୍ଜାମ : District News


ସିଲ୍କି ରୋଲର ଏକାଡେମୀର ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ଓ ବିଧାୟକ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12041 | Read...

ସିଲ୍କି ରୋଲର ଏକାଡେମୀର ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ଓ ବିଧାୟକ

ବ୍ରହ୍ମପୁର ସିଲ୍କି ରୋଲର ସ୍କେଟିଂ ଏକାଡେମୀର ସ୍କେଟର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବ୍ରହ୍ମପୁର ସାଂସଦ ଓ ବିଧାୟକ । ସୂଚନା ମୁତିବକ ଗତ ଅପ୍ରେଲ ମାସ ୨୧ ତାରିଖଠାରୁ ୩୦ ତାରିଖ ଦୀର୍ଘ ୧୦ ଦିନ ଧରି ପଞ୍ଜାବର ମୋହାଲିଠାର



ଖମ୍ବାରି ଗାଁ ରେ ବିସ୍ତୃତ ଏବଂ ବିଶାଳ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12040 | Read...

ଖମ୍ବାରି ଗାଁ ରେ ବିସ୍ତୃତ ଏବଂ ବିଶାଳ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଏକ ବିସ୍ତୃତ ଏବଂ ବିଶାଳ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ କେ . ସନ୍ତୋଷ କ



ବାଇକ ଧକ୍କାରେ ବୃଦ୍ଧ ମୃତ : ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା ଓ ରାସ୍ତାରୋକ

Kiran Behera | ଅପରାଧ | ଗଞ୍ଜାମ | 12039 | Read...

ବାଇକ ଧକ୍କାରେ ବୃଦ୍ଧ ମୃତ : ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା ଓ ରାସ୍ତାରୋକ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ କଉଡ଼ିଆ ଛକ ଠାରେ ଗୁରୁବାର ଅପରାହ୍ନରେ ଚାହା ପିଇ ଘରକୁ ଫେରୁଥିବା ବେଳେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ ହୋଇଥିଲା । ଏହାପରେ ଗ୍ରାମବାସୀଙ୍କ ଦ୍ବାରା ଉକ୍ତ ସ୍ଥାନରେ ଚାପା ଉତ୍



ତପ୍ତପାଣି ଘାଟିରେ ବିରାଟକାୟ ବୃକ୍ଷ ପଡ଼ି ରାସ୍ତା ଅବରୋଧ : ଯାତ୍ରୀ ହନ୍ତସନ୍ତ

Kiran Behera | ଓଡ଼ିଶା | ଗଞ୍ଜାମ | 12038 | Read...

ତପ୍ତପାଣି ଘାଟିରେ ବିରାଟକାୟ ବୃକ୍ଷ ପଡ଼ି ରାସ୍ତା ଅବରୋଧ : ଯାତ୍ରୀ ହନ୍ତସନ୍ତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟି ନିକଟସ୍ଥ ଖେମୁଣ୍ଡିଖୋଲ ଠାରେ କାଳବୈଶାଖୀ ପ୍ରଭାବରେ ଗୁରୁବାର ଦିନ ଏକ ବିଶାଳକାୟ ବୃକ୍ଷ ପଡ଼ି ରାସ୍ତା ଅବରୋଧ ହେବାସହ ଯାତ୍ରୀମାନେ ହନ୍ତସନ୍ତ ହୋଇଥିବା ଜଣାପଡିଛି ।



ବାଲ୍ୟବିବାହ ବନ୍ଦ କରିବରେ ସଫଳ ହେଲା ପ୍ରଶାସନ

Kiran Behera | ଅପରାଧ | ଗଞ୍ଜାମ | 12037 | Read...

ବାଲ୍ୟବିବାହ ବନ୍ଦ କରିବରେ ସଫଳ ହେଲା ପ୍ରଶାସନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ କଇଠଖଣ୍ଡି ଗ୍ରାମରେ ଏକ ବାଲ୍ୟବିବାହ ନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ଗୁରୁବାର ଦିନ ଏହାକୁ ରୋକିବାରେ ପ୍ରଶାସନକୁ ସଫଳତା ମିଳିପାରିଛି । ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ଅ



ଭିନ୍ନକ୍ଷମ ଯୁବକଙ୍କ ୧୦ ଦିନ ହେଲା ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାର : ସହାୟତା ଦାବି

Kiran Behera | ବିଶେଷ | ଗଞ୍ଜାମ | 12036 | Read...

ଭିନ୍ନକ୍ଷମ ଯୁବକଙ୍କ ୧୦ ଦିନ ହେଲା ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାର : ସହାୟତା ଦାବି

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ପଞ୍ଚାୟତ ସମ୍ପଦା ରଘୁନାଥପୁର ଗ୍ରାମର ମୋହନ ପାଣିଗ୍ରାହୀଙ୍କ ଭିନ୍ନକ୍ଷମ ପୁଅ ଜିତୁ ପାଣିଗ୍ରାହୀ (୨୦) ଙ୍କ ଦୀର୍ଘ ୧୦ ଦିନ ନିଖୋଜ ରହିଥିବା ବେଳେ ପରିବାର ଲୋକେ ଚିନ୍ତାରେ ରହୁଥିବା ଜଣା



ପାନୀୟଜଳ ପାଇଁ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ସାହାସପୁର ଗ୍ରାମବାସୀ

Kiran Behera | ବିଶେଷ | ଗଞ୍ଜାମ | 12035 | Read...

ପାନୀୟଜଳ ପାଇଁ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ସାହାସପୁର ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ହାଟପଦା ଠାରେ ପାନୀୟଜଳ ସମସ୍ୟାର ସମାଧାନ ଓ ଏହାର ଦୂରୀକରଣ ନିମନ୍ତେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ହାଣ୍ଡି ମାଠିଆ ଧରି ଦିଗପହଣ୍ଡି - ଆସିକା ରାସ୍ତା ଅବରୋଧ କରିଥିବା



ଦୁଇ ବିଜେଡି ନେତା ହତ୍ୟା ମାମଲା : ୯ ଗିରଫ , ମାରଣାସ୍ତ୍ର ଓ ଗାଡ଼ି ଜବତ

Kiran Behera | ଅପରାଧ | ଗଞ୍ଜାମ | 12034 | Read...

ଦୁଇ ବିଜେଡି ନେତା ହତ୍ୟା ମାମଲା : ୯ ଗିରଫ , ମାରଣାସ୍ତ୍ର ଓ ଗାଡ଼ି ଜବତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତ ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ହତ୍ୟା ମାମଲାର ଆଜି ପୋଲିସ ପର୍ଦ୍ଦାଫାଶ କରଥିବା ଜଣାପଡିଛି । ଏହି ହତ୍ୟା ମାମଲ



ଓଡ଼ିଶା ମୋ ପରିବାର ସହାୟତାରେ କେରଳରୁ ଭିଟାମାଟିକୁ ଫେରିଲା ଦାଦନ ଶ୍ରମିକ ବନବାସୀଙ୍କ ମର ଶରୀର

Kiran Behera | ଓଡ଼ିଶା | ଗଞ୍ଜାମ | 12033 | Read...

ଓଡ଼ିଶା ମୋ ପରିବାର ସହାୟତାରେ କେରଳରୁ ଭିଟାମାଟିକୁ ଫେରିଲା ଦାଦନ ଶ୍ରମିକ ବନବାସୀଙ୍କ ମର ଶରୀର

କେରଳ ରାଜ୍ୟର ଏର୍ଣ୍ଣାକୁଲମ ସହରରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ହୃଦଘାତରେ ମୃତ୍ୟୁ ପରେ ଓଡ଼ିଶା ମୋ ପରିବାର ସହାୟତାରେ ମଙ୍ଗଳବାର ଦିନ ତାଙ୍କ ମରଶରୀର ଭିଟାମାଟି ପ୍ରତାପଗିରିରେ ପହଞ୍ଚିଥିବା ଜଣ



ଅଲ ଇଣ୍ଡିଆ ଡିଏସଓ ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ବିରୁଦ୍ଧରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12032 | Read...

ଅଲ ଇଣ୍ଡିଆ ଡିଏସଓ ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ବିରୁଦ୍ଧରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ବିରୋଧରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ବ୍ରହ୍ମପୁର ଠାରେ ଆରମ୍ଭ ହୋଇଯାଇଛି । ସାରା ଦେଶରେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସଂପ୍ରଦାୟିକରଣ ଓ ଧନ୍ଦାଭିମୁଖ୍ୟକରଣର ଏକ ନ