ଗଞ୍ଜାମ : District News


ଦିନ ମଜୁରିଆ ଅସହାୟ କାଳୁଙ୍କ ପରିବାରଙ୍କୁ ସାହାର୍ଯ୍ୟ ପ୍ରଦାନ କଲେ ଉପଜିଲ୍ଲାପାଳ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 12017 | Read...

ଦିନ ମଜୁରିଆ ଅସହାୟ କାଳୁଙ୍କ ପରିବାରଙ୍କୁ ସାହାର୍ଯ୍ୟ ପ୍ରଦାନ କଲେ ଉପଜିଲ୍ଲାପାଳ

ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦିନ ମଜୁରିଆ କାଳୁ ସେଠୀ(୪୦) ତାଙ୍କ ପତ୍ନୀ ବୁଢ଼ୀ ସେଠୀ(୪୫)ଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ନେଇ ବହୁ କଷ୍ଟରେ ପରିବାର ଭରଣପୋଷଣ କରିଆସୁଥିଲେ



ଦିଗପହଣ୍ଡି ବ୍ଲକର ୧୬ ଗୋଟି କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 12016 | Read...

ଦିଗପହଣ୍ଡି ବ୍ଲକର ୧୬ ଗୋଟି କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ

ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଆଜିଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ବ୍ଳକର ୧୬ ଗୋଟି ପରୀକ୍ଷ



ଯୁବକଙ୍କ ଘର ଭିତରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

Kiran Behera | ଅପରାଧ | ଗଞ୍ଜାମ | 12015 | Read...

ଯୁବକଙ୍କ ଘର ଭିତରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଗୁରୁବାର ଅପରାହ୍ନରେ ପାଟପୁର ଘୋଡାହାଡ଼ ନଦୀ ସେତୁ ନିକଟ କେନାଲ ସାହିର ଜଣେ ଯୁବକଙ୍କ ଘରେ ଚଢାଉ କରି ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏଥିସହ ଗ୍



ରାଧାମୋହନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Kiran Behera | ଖେଳ | ଗଞ୍ଜାମ | 12014 | Read...

ରାଧାମୋହନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ଗ୍ରାମ ହାଇସ୍କୁଲ ଖେଳପଡିଆ ଠାରେ ୫ ଦିନ ଧରି ଚାଲିଥିବା ରାଧାମୋହନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଦିଗପହଣ୍ଡି ଯୁବ