ଗଞ୍ଜାମ : District News


ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ କୋର୍ଟ ଚାଲାଣ

Kiran Behera | ଅପରାଧ | ଗଞ୍ଜାମ | 11324 | Read...

ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସ୍ତ୍ରୀ ଜାନକୀ ନାଇକଙ୍କୁ ହତ୍ୟା ମାମଲାରେ ସୋମବାର ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ସ୍ବାମୀ ଲକ୍ଷ୍ମଣ ନାଇକଙ୍କୁ ଗିରଫ କରି କୋ



ଦୋକାନ ଗୃହରୁ ଜବତ ହେଲା ୩୬ ଲିଟର ବିଦେଶୀ ମଦ : ଜଣେ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11323 | Read...

ଦୋକାନ ଗୃହରୁ ଜବତ ହେଲା ୩୬ ଲିଟର ବିଦେଶୀ ମଦ : ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ସୋମବାର ସନ୍ଧ୍ୟାରେ ସାହସପୁର ହାଟପଦା ଛକରେ ଥିବା ଏକ ଦୋକାନ ଗୃହରେ ଅତର୍କିତ ଚଢ଼ାଉ କରି ବେଆଇନ ୩୬ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଜଣଙ୍କ ହ



ଜୁଆ ଆଡ୍ଡାରୁ ନଗଦ ଟଙ୍କା ସହ ୪ ଜଣକୁ ଗିରଫ କଲା ପାଟପୁର ପୋଲିସ

Kiran Behera | ଅପରାଧ | ଗଞ୍ଜାମ | 11322 | Read...

ଜୁଆ ଆଡ୍ଡାରୁ ନଗଦ ଟଙ୍କା ସହ ୪ ଜଣକୁ ଗିରଫ କଲା ପାଟପୁର ପୋଲିସ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପି .ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲ୍ୟାଝୋଳା ଗ୍ରାମରେ ସୋମବାର ଅପରାହ୍ନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୧୧ ହଜାର ୭୦୦ ଟଙ୍କା ସହ ୪ ଜୁଆଡିକୁ ଗିରଫ କଲା ପୋଲିସ । ଖବରନୁ



ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ପରିଷଦ ବୈଠକ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 11317 | Read...

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ପରିଷଦ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାନଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ଗୌତମୀ ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଏକ ପରିବର୍ଦ୍ଧିତ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି ।



ଦ୍ବିତୀୟ ଦିନରେ ମା' ଫୁଲସୁନ୍ଦରୀଙ୍କ ବାର୍ଷିକ ଯାତ୍ରା

Kiran Behera | ଓଡ଼ିଶା | ଗଞ୍ଜାମ | 11316 | Read...

ଦ୍ବିତୀୟ ଦିନରେ ମା' ଫୁଲସୁନ୍ଦରୀଙ୍କ ବାର୍ଷିକ ଯାତ୍ରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଅନ୍ଯତମ ଆରାଧ୍ଯା ଦେବୀ ମା' ଫୁଲସୁନ୍ଦରୀଙ୍କ ବାର୍ଷିକ ଯାତ୍ରା ରବିବାର ଦିନ ଦ୍ବିତୀୟ ଦିନରେ ପହଞ୍ଚିଥିବା ଜଣାପଡିଛି । ପ୍ରତିବର୍ଷ ମାଁ ଙ୍କ ଯାତ୍ରା ମହା ସମାରୋହରେ ପାଳିତ ହୋଇ ଆସୁଥିବା ବ



ତପ୍ତପାଣି ଘାଟିରେ ଡିଜେଲ ଟ୍ୟାଙ୍କର ଧକ୍କାରେ ଡାଲା ଅଟୋ ଚାଳକ ଆହତ

Kiran Behera | ଓଡ଼ିଶା | ଗଞ୍ଜାମ | 11315 | Read...

ତପ୍ତପାଣି ଘାଟିରେ ଡିଜେଲ ଟ୍ୟାଙ୍କର ଧକ୍କାରେ ଡାଲା ଅଟୋ ଚାଳକ ଆହତ

ଗଞ୍ଜାମ - ଗଜପତି ସୀମାନ୍ତ ଅଞ୍ଚଳ ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଦିନ ଏକ ଡିଜେଲ ଟ୍ୟାଙ୍କର ଟ୍ରକ ଧକ୍କାରେ ଜଣେ ଡାଲା ଅଟୋ ଚାଳକ ଆହତ ହୋଇଥିବା ଜଣାପଡିଛି । ଆହତ ଚାଳକ ହେଲେ ଗଜପତି ଜିଲ୍ଲା ମୋହନା ଗ୍ରାମର ବିନୟ ନାୟ



ଖଲିଙ୍ଗି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଆସିକା ସାଂସଦ

Kiran Behera | ଓଡ଼ିଶା | ଗଞ୍ଜାମ | 11314 | Read...

ଖଲିଙ୍ଗି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଆସିକା ସାଂସଦ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତରେ ରବିବାର ଦିନ ଆସିକା ସାଂସଦ ପ୍ରମିଳା ବିଷୋୟୀ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ ,



ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

Srabani Nayak | ଓଡ଼ିଶା | ଗଞ୍ଜାମ | 11310 | Read...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତ୍ର ସମୟରେ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ସାପଟିକୁ ବଗିଚା ନିକଟରେ ବୁ



ମହିଳାଙ୍କ ଆତ୍ମହତ୍ୟା : ଯୈାତୁକ ଜନିତ ହତ୍ୟା ଅଭିଯୋଗ କଲେ ପରିବାର , ସ୍ବାମୀ ଅଟକ

Kiran Behera | ଅପରାଧ | ଗଞ୍ଜାମ | 11308 | Read...

ମହିଳାଙ୍କ ଆତ୍ମହତ୍ୟା : ଯୈାତୁକ ଜନିତ ହତ୍ୟା ଅଭିଯୋଗ କଲେ ପରିବାର , ସ୍ବାମୀ ଅଟକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜାନକୀ ନାୟକ ନାମ୍ନୀ ଜଣେ ମହିଳା କୀଟନାଶକ ଓାୖଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ପରିବାର ଲୋକେ ଯୈାତୁକ ପାଇଁ ଝିଅକୁ



ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 11307 | Read...

ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ଟାଟା ୟୁନିଟ୍, କାଳେଶ୍ବର ମନ୍ଦିର, ମା' ତାରା ତାରିଣୀ ମନ



ମଦ୍ୟପାନରୁ ସୃଷ୍ଟି ହେଲା ଦୁଇଗୋଷ୍ଠୀ ବିବାଦ : ରଣକ୍ଷେତ୍ର ପାଲଟିଲା ରାଜରାସ୍ତା

Kiran Behera | ଓଡ଼ିଶା | ଗଞ୍ଜାମ | 11303 | Read...

ମଦ୍ୟପାନରୁ ସୃଷ୍ଟି ହେଲା ଦୁଇଗୋଷ୍ଠୀ ବିବାଦ : ରଣକ୍ଷେତ୍ର ପାଲଟିଲା ରାଜରାସ୍ତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ଯୁବକଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସୃଷ୍ଟି ହୋଇଥିବା ବିବାଦ । ଏହାର କିଛି ସମୟ ପରେ ଦିଗ