ଦୋକାନ ଗୃହରୁ ଜବତ ହେଲା ୩୬ ଲିଟର ବିଦେଶୀ ମଦ : ଜଣେ ଗିରଫ

September 13, 2021, ଅପରାଧ, ଗଞ୍ଜାମ, Kiran Behera
ଦୋକାନ ଗୃହରୁ ଜବତ ହେଲା ୩୬ ଲିଟର ବିଦେଶୀ ମଦ : ଜଣେ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
September 13, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ସୋମବାର ସନ୍ଧ୍ୟାରେ ସାହସପୁର ହାଟପଦା ଛକରେ ଥିବା ଏକ ଦୋକାନ ଗୃହରେ ଅତର୍କିତ ଚଢ଼ାଉ କରି ବେଆଇନ ୩୬ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ ସାହସପୁର ଗ୍ରାମର ବାବୁଲା ସାହୁ । ଖବରନୁଯାୟୀ , ବାବୁଲା ଦୀର୍ଘଦିନ ଧରିି ଉକ୍ତ ଦୋକାନ ଗୃହରେ ବେଆଇନ ଭାବେ ବିଭିନ୍ନ କିସମର ବିଦେଶୀ ମଦ ଲୁଚାଛପା ଭାବେ ବିକ୍ରି କରି ଆସୁଥିଲେ । ତେବେ ଆଜି ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଦୋକାନ ଗୃହରେ ଅତର୍କିତ ଚଢ଼ାଉ କରି ବିଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ବାବୁଲାଙ୍କୁ ଗିରଫ କରି ଥାନା ମାମଲା ନଂ ୨୯୩/୨୧ ଅନୁସାରେ ଏକ ମକଦ୍ଦମା ରୁଜୁ କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ମଲ୍ଲ ସୂଚନା ପ୍ରଦାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ କୋର୍ଟ ଚାଲାଣ

ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ କୋର୍ଟ ଚାଲାଣ

Read More...

ଜୁଆ ଆଡ୍ଡାରୁ ନଗଦ ଟଙ୍କା ସହ ୪ ଜଣକୁ ଗିରଫ କଲା ପାଟପୁର ପୋଲିସ

ଜୁଆ ଆଡ୍ଡାରୁ ନଗଦ ଟଙ୍କା ସହ ୪ ଜଣକୁ ଗିରଫ କଲା ପାଟପୁର ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: