ଗଞ୍ଜାମ : District News


ଦଧିବାମନ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ : ଶ୍ରୀନିବାସ ସଭାପତି

Kiran Behera | ଓଡ଼ିଶା | ଗଞ୍ଜାମ | 10081 | Read...

ଦଧିବାମନ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ : ଶ୍ରୀନିବାସ ସଭାପତି

ଚିକିଟି ଜଳସେଚନ ବିଭାଜନ ଅନ୍ତର୍ଗତ ଦିଗପହଣ୍ଡି ଘୋଡାହଡ ଜଳସେଚନ ଉପଖଣ୍ଡ ଗଞ୍ଜାମ ଜିଲ୍ଲା ଅଧିନରେ ଥିବା ରାମନଦୀ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଦଧିବାମନ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ ସୋମବାର ଦିନ ଦିଗପହଣ୍ଡି ବ୍ଳକ ଭ



ବ୍ଳକ ଅଧ୍ୟକ୍ଷଙ୍କ ଦ୍ଵାରା ୧୩୩ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ

Kiran Behera | ଓଡ଼ିଶା | ଗଞ୍ଜାମ | 10080 | Read...

ବ୍ଳକ ଅଧ୍ୟକ୍ଷଙ୍କ ଦ୍ଵାରା ୧୩୩ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ

ସମଗ୍ର ଶିକ୍ଷା ଆନୁୁୁକୂଲ୍ୟରେ ସୋମବାର ପୂର୍ବାହ୍ନ ସମୟରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିରପିତାମ୍ବରପୁର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ପୋଷାକ ସହ ଜୋତା ଓ ମୋଜା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ



ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ମୋର ଉତ୍ସର୍ଗୀକୃତ କର୍ତ୍ତବ୍ୟବୋଧ ରହିବ : ଡି.ସି.ଓ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10079 | Read...

ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ମୋର ଉତ୍ସର୍ଗୀକୃତ କର୍ତ୍ତବ୍ୟବୋଧ ରହିବ : ଡି.ସି.ଓ

ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀ ଭାବରେ ଅକ୍ଷୟ କୁମାର ସେଠୀ ଯୋଗ ଦେଇଛନ୍ତି । ତାଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜ୍ଞାପନ ନିମନ୍ତେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ,



ଦଣ୍ଡନାଚକୁ ମିଳିଲା ଅନୁମତି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10076 | Read...

ଦଣ୍ଡନାଚକୁ ମିଳିଲା ଅନୁମତି

କରୋନା କଟକଣା ଭିତରେ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ପାଳନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ତେବେ କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମ



ସାମ୍ୱାଦିକ ଙ୍କ ମାତୃ ବିୟୋଗ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10071 | Read...

ସାମ୍ୱାଦିକ ଙ୍କ ମାତୃ ବିୟୋଗ

ପ୍ରତିଦିନ ର ସାମ୍ୱାଦିକ ଅମର ଦାସ ଙ୍କ ମାତା ସ୍ନେହଲତା ଦାସ ଙ୍କ ରବିବାର ସଂଧ୍ୟା ରେ ପରଲୋକ ଘଟିଛି । ମୁ ତୃ ବେଳକୁ ତାଙ୍କୁ ୭୬ ବୟସ ହୋଇଥିଲା ! ସେ କିଛି ଦୀନ ତଳେ ଘରେ ପଡ଼ିଯାଇ ଆହତ ହୋଇ ଉଠି ପାରୁନଥିଲେ । ତାଙ୍କ ଅରବିନ୍ଦ ନଗର



ବାଘ୍ରଦେବୀ କ୍ରିକେଟ ମ୍ୟାଚ୍ ଉଦଯାପିତ ସହ ପୁରସ୍କାର ବିତରଣ

Gouri Shankar Mishra | ଖେଳ | ଗଞ୍ଜାମ | 10070 | Read...

ବାଘ୍ରଦେବୀ କ୍ରିକେଟ ମ୍ୟାଚ୍ ଉଦଯାପିତ ସହ ପୁରସ୍କାର ବିତରଣ

ବାଘ୍ରଦେବୀ କ୍ରିକେଟ ମ୍ୟାଚ୍ ଉଦଯାପିତ ସହ ପୁରସ୍କାର ବିତରଣ ବ୍ରହ୍ମପୁର ଶ୍ରୀରାମ ନଗର ସାହି ନିକଟସ୍ଥ ହର୍ଷବିହାର ଖେଳ ପଡ଼ିଆରେ ଚାଲିଥିବା ମା ବ୍ୟାଘ୍ରଦେବୀ କ୍ରିକେଟ ଟୁନାମେଣ୍ଟ ରବିବାର ଉଦଯାପିତ ହୋଇଛି । ଏହି ଅବସରରେ



ଜଗନ୍ନାଥ ସେବା ସଙ୍ଘ ତରଫରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10069 | Read...

ଜଗନ୍ନାଥ ସେବା ସଙ୍ଘ ତରଫରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ଜୟ ଜଗନ୍ନାଥ ସେବା ସଙ୍ଘ ତରଫରୁ ଆଜି ବଡ଼ ଠାକୁରାଣୀ ମନ୍ଦିର ,ଗୋକର୍ଣଶ୍ୱର ମନ୍ଦିର , ପାତାଲେଶ୍ୱର୍ ମନ୍ଦିର ,ସାଇ ବାବା ମନ୍ଦିର,କପିଳେଶ୍ଵର ମନ୍ଦିର , ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ,ଆଙ୍କୁଳିରେ ଥିବା ସମସ୍ତ ଅନ୍ନିବାସୀ



ବିଶ୍ୱ ଗ୍ଲୁକୋମା ସପ୍ତାହ ପାଳିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10068 | Read...

ବିଶ୍ୱ ଗ୍ଲୁକୋମା ସପ୍ତାହ ପାଳିତ

ରୁବି ଚକ୍ଷୁଚିକିତ୍ସାଳୟ ଓ ଲୁସିକ୍ ସେଣ୍ଟର ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସାଳୟ ର ଚ୍ୟାୟାରମ୍ୟାନ୍ ପ୍ରଫେସର ବି ନାଗେଶ୍ୱର ରାଓ ସୁବୁଦ୍ଧି ଓ ଡାଇରେକ୍ଟର ଡ଼ଃ ପ୍ରବୀନ କୁମାର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତ୍ୱତାବଧନରେ



ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Kiran Behera | ଓଡ଼ିଶା | ଗଞ୍ଜାମ | 10067 | Read...

ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରଥ ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗସ୍ତରେ ଆସି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି



ବନ୍ଥପଲ୍ଲୀ ପୁଣି ଅଶାନ୍ତ : ପୂର୍ବ ଶତ୍ରୁତାରୁ ଦିବାଲୋକରେ ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ

Kiran Behera | ଅପରାଧ | ଗଞ୍ଜାମ | 10066 | Read...

ବନ୍ଥପଲ୍ଲୀ ପୁଣି ଅଶାନ୍ତ : ପୂର୍ବ ଶତ୍ରୁତାରୁ ଦିବାଲୋକରେ ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ବନ୍ଥପଲ୍ଲୀ ଗ୍ରାମ କିଛିଦିନର ବ୍ୟବଧାନ ପରେ ଗ୍ରାମରେ ପୁଣିଥରେ ଅଶାନ୍ତର ବାତାବରଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ରବିବାର ସକାଳୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର