ସାମ୍ୱାଦିକ ଙ୍କ ମାତୃ ବିୟୋଗ

March 14, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ସାମ୍ୱାଦିକ ଙ୍କ ମାତୃ ବିୟୋଗ
Gouri Shankar Mishra
[ Video Journalist ]
Bhagyaprabha News Bureau
March 14, 2021

ପ୍ରତିଦିନ ର ସାମ୍ୱାଦିକ ଅମର ଦାସ ଙ୍କ ମାତା ସ୍ନେହଲତା ଦାସ ଙ୍କ ରବିବାର ସଂଧ୍ୟା ରେ ପରଲୋକ ଘଟିଛି । ମୁ ତୃ ବେଳକୁ ତାଙ୍କୁ ୭୬ ବୟସ ହୋଇଥିଲା ! ସେ କିଛି ଦୀନ ତଳେ ଘରେ ପଡ଼ିଯାଇ ଆହତ ହୋଇ ଉଠି ପାରୁନଥିଲେ । ତାଙ୍କ ଅରବିନ୍ଦ ନଗର ପ୍ରଥମ ଲାଇନ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଏ ହି ଅବସର ରେ ତାଙ୍କ ୩ କନ୍ୟା ପୁତ୍ର ଅମର ଓ ପରିବାର ର ସମସ୍ତ ସଦସ୍ୟ ଙ୍କ ସମେତ ବହୁ ସାମ୍ୱାଦିକ ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପରାୟଣ ମେଳାପି ମହିଳା ଥିଲେ । ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଟଲା ହାଉସ ଏନକାଉଣ୍ଟରକୁ ମିଳିଲା ମୃତ୍ୟୁଦଣ୍ଡ

ବାଟଲା ହାଉସ ଏନକାଉଣ୍ଟରକୁ ମିଳିଲା ମୃତ୍ୟୁଦଣ୍ଡ

Read More...

ବାଘ୍ରଦେବୀ କ୍ରିକେଟ ମ୍ୟାଚ୍ ଉଦଯାପିତ ସହ ପୁରସ୍କାର ବିତରଣ

ବାଘ୍ରଦେବୀ କ୍ରିକେଟ ମ୍ୟାଚ୍ ଉଦଯାପିତ ସହ ପୁରସ୍କାର ବିତରଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: