ଗଞ୍ଜାମ : District News


ନକଲି ବିଦେଶୀ ମଦ ସମେତ ବହୁ ପରିମାଣର ମଦ ଜବତ , ୫ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 9933 | Read...

ନକଲି ବିଦେଶୀ ମଦ ସମେତ ବହୁ ପରିମାଣର ମଦ ଜବତ , ୫ ଗିରଫ

କିଛି ଦିନ ଧରି ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ନକଲି ମଦ କାରବାର ହୋଇ ଆସୁଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ,ପୋଲିସଏବଂ ମାଜିଷ୍ଟେଟଙ୍କ ମିଳିତ ଚଢାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ସମ



ପୂଜ୍ୟପୂଜା ସମିତି ପକ୍ଷରୁ ଉତ୍କଳ ଗୌରବଙ୍କ ତିରୋଧାନ ଦିବସ ପାଳନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 9932 | Read...

ପୂଜ୍ୟପୂଜା ସମିତି ପକ୍ଷରୁ ଉତ୍କଳ ଗୌରବଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର-ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 88ତମ ତିରୋଧାନ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ବ୍ରହ୍ମପୁରର ବିଶିଷ୍ଟ ସଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି l ସ୍ଥାନୀୟ ବ



ବିମାନବନ୍ଦର ସ୍ଥାପନ ନେଇ ଆଙ୍କୁଲି ଛକରେ ଆୟଓଜିତ ହେଲା ପଥପ୍ରାନ୍ତ ସଭା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 9931 | Read...

ବିମାନବନ୍ଦର ସ୍ଥାପନ ନେଇ ଆଙ୍କୁଲି ଛକରେ ଆୟଓଜିତ ହେଲା ପଥପ୍ରାନ୍ତ ସଭା

ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ରହ୍ମପୁର ସହରର ଆଙ୍କୁଲି ଛକରେ ଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର



ଚତୁର୍ଥ ଥର ପାଇଁ ପ୍ଲାଜମା ଦାନ କରି ଚର୍ଚ୍ଚାରେ ସିପାହୀ କେ. ଯୁଧିଷ୍ଠିର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 9929 | Read...

ଚତୁର୍ଥ ଥର ପାଇଁ ପ୍ଲାଜମା ଦାନ କରି  ଚର୍ଚ୍ଚାରେ ସିପାହୀ କେ. ଯୁଧିଷ୍ଠିର

ଦୀର୍ଘମାସ ୧୦ମାସ ଧରି ରାଜ୍ୟରେ କୋଭିଡ ସଂକ୍ରମଣ ଲାଗି ରହିଥିଲା । ଏହି ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋଭିଡ ଯୋଦ୍ଧା ଭି ସଂକ୍ରମିତ ହୋଇଥିଲେ । ଏହି ସଂକ୍ରମଣ କୁ ରୋକିବା ପାଇଁ କେବଳ ଏକ ମାତ୍ର ମାଧ୍ୟମ ଥିଲା ପ୍ଲାଜ



୫୨ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ଓ ଭିୟୁ ପଏଣ୍ଟ ନିର୍ମାଣର ଶିଳାନ୍ୟାସ

Kiran Behera | ଓଡ଼ିଶା | ଗଞ୍ଜାମ | 9928 | Read...

୫୨ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ଓ ଭିୟୁ ପଏଣ୍ଟ ନିର୍ମାଣର ଶିଳାନ୍ୟାସ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ଗୁରୁବାର ଦିନ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବର ଓ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ୫୨ ଫୁଟ ଉଚ୍ଚତା ବିଶିଷ



ନାଟକ "ବୀର ଶିଶୁ ଅଭିମନ୍ୟୁ" ଉଦ୍ଘାଟିତ

Swadhina Kumar Sahu | ମନୋରଞ୍ଜନ | ଗଞ୍ଜାମ | 9927 | Read...

ନାଟକ

କରୋନା କଟକଣା ପରେ ଗଞ୍ଜାମ ଜିଲ୍ଲା ଜରଡ, ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଯୁବ ନାଟ୍ୟକଳା ସଂସଦ ପ୍ରଯୋଜିତ ପୌରାଣିକ ନାଟକ "ବୀର ଶିଶୁ ଅଭିମନ୍ୟୁ" କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ



ସିଗାରେଟ ବାକି ନ ଦେବାରୁ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ୍

Kiran Behera | ଅପରାଧ | ଗଞ୍ଜାମ | 9926 | Read...

ସିଗାରେଟ ବାକି ନ ଦେବାରୁ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଅନନ୍ତେଇ ଗ୍ରାମରେ ଗତ ଜାନୁଆରୀ ୩୧ ତାରିଖରେ ସିଗାରେଟ ବାକି ମାଗିବାକୁ କେନ୍ଦ୍ରକରି ଦୁଷ୍ମନ୍ତ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଦିଗପହଣ୍ଡି ପୋଲିସ ଦୁଇ ଅଭି



ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ

Kiran Behera | ଓଡ଼ିଶା | ଗଞ୍ଜାମ | 9925 | Read...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗ୍ରାମର



ଦଧିଚି ସମ୍ମାନରେ ସମ୍ମାନିତ ପ୍ରିୟଙ୍କାଙ୍କ ସ୍ମୃତି ଦିବସ ପାଳିତ

Kiran Behera | ଓଡ଼ିଶା | ଗଞ୍ଜାମ | 9924 | Read...

ଦଧିଚି ସମ୍ମାନରେ ସମ୍ମାନିତ ପ୍ରିୟଙ୍କାଙ୍କ ସ୍ମୃତି ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ବୋହୂ ସ୍ବର୍ଗତ ପ୍ରିୟଙ୍କା ରାଣୀ ରାଜୁ ବଞ୍ଚିଥିବା ଅବସ୍ଥାରେ ନିଜ ଅଙ୍ଗଦାନ କରି ଦଧିଚି ସମ୍ମାନରେ ସମ୍ମାନିତ ପ୍ରିୟଙ୍କାଙ୍କ ସ୍ମୃତି ଦିବସ ବୁଧବାର ଦିଗପହଣ୍ଡି କଳିଙ୍ଗବୈଶ୍ଯ ଭବନ ପ