ଗଞ୍ଜାମ : District News


କୋଦଳା ଏନଏସିର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7499 | Read...

କୋଦଳା ଏନଏସିର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରହୁଛି ନା ନାହିଁ ଦ



ଫିନାଇଲ ପିଆ ଅପହରଣ ହତ୍ୟା ଅଭିଯୁକ୍ତକୁ କୋର୍ଟ ଚାଲାଣ

Kiran Behera | ଅପରାଧ | ଗଞ୍ଜାମ | 7498 | Read...

ଫିନାଇଲ ପିଆ ଅପହରଣ ହତ୍ୟା  ଅଭିଯୁକ୍ତକୁ କୋର୍ଟ ଚାଲାଣ

ଅପହରଣ ପରେ ହତ୍ୟାକାଣ୍ଡ ଭଳି ଏକ ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଗତ ୧୨ ତାରିଖରେ ପାଟପୁର ଥାନା ଭିତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୁସ୍ଥ ହେବାପରେ ଆଜି ପାଟପୁର ଥାନା ପୋଲିସ ଗିରଫ ଅଭିଯ



ବଡ଼ଭାଇ ଓ ତାଙ୍କ ସମ୍ପର୍କୀୟଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ଓ ସ୍ତ୍ରୀ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 7497 | Read...

ବଡ଼ଭାଇ ଓ ତାଙ୍କ ସମ୍ପର୍କୀୟଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ଓ ସ୍ତ୍ରୀ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତରେ ବୁଧବାର ପୂର୍ବାହ୍ନ ସମୟରେ ଗ୍ରାମର ସ୍ବର୍ଗତ ଖଲି ପ୍ରଧାନଙ୍କ ବଡ଼ପୁଅ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମ୍ପର୍କୀୟଙ୍କ ସଂଘବଦ୍ଧ ଆକ୍ରମଣରେ ସାନପୁଅ ଅଭିମନ୍ୟୁ ପ୍ରଧାନ ଓ ତ



ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

Kiran Behera | ଓଡ଼ିଶା | ଗଞ୍ଜାମ | 7495 | Read...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିପାରିଛି । ଦିଗପହଣ୍ଡି ବ୍ଲକ ବି .ତୁରୁବୁଡି ପଞ୍ଚାୟତ ଦଶିପୁର ଗ୍ରାମର ରାଜୁ ସାହୁ (୬୦) ନାମକ ଜଣେ ଚାଷୀ ବୁଧବାର ପୂର୍ବାହ୍



ପଞ୍ଚାୟତକୁ କୋରୋନା ମୁକ୍ତ କରିବା ନେଇ ସଂକଳ୍ପ କରାଇଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7494 | Read...

ପଞ୍ଚାୟତକୁ କୋରୋନା ମୁକ୍ତ କରିବା ନେଇ ସଂକଳ୍ପ କରାଇଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପଞ୍ଚାୟତ ତରଫରୁ କୋରୋନା ଭଳି ମହାମାରୀ ଠାରୁ ଦୂରେଇବା ଏବଂ ପଞ୍ଚାୟତକୁ କୋରୋନା ମୁକ୍ତ କରିବା ପାଇଁ ନିୟୋଜିତ କର୍ମ