ଗଞ୍ଜାମ : District News


ପରଲୋକରେ ବରିଷ୍ଟ କର୍ମଚାରୀ ନେତା ବୃନ୍ଦାବନ ସାବତଙ୍କ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6174 | Read...

ପରଲୋକରେ ବରିଷ୍ଟ କର୍ମଚାରୀ ନେତା ବୃନ୍ଦାବନ ସାବତଙ୍କ

ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ପୂର୍ବତନ ରାଜ୍ଯ ସଭାପତି,ମଜଦୁର ସଂଘର ଗଂଜାମ ଜିଲ୍ଲା ସଭାପତି ଭାବେ କାର୍ୟ୍ଯ କରି ଲୋକପ୍ରିୟ କର୍ମଚାରୀ ନେତା ଭାବେ ଶ୍ରୀ ବୃନ୍ଦାବନ ସାବତଙ୍କ ପରୋଲୋକ ଘଟିଛି । ବ୍ରହ୍ମପୁର ଏ



ମାନବିକତା ଦେଖାଇଲେ କୁକୁଡାଖଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6171 | Read...

ମାନବିକତା ଦେଖାଇଲେ କୁକୁଡାଖଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର

ମାନବିକତା ଦେଖାଇଲେ କୁକୁଡାଖଣ୍ଡିର ମହିଳା ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ କରି କୁକୁଡ଼ାଖଣ୍ଡି ଆସିବା ସମୟରେ ସିକନ୍ଦରାବାଦ ରୁ ୩ ଯୁବକ ଟ୍ରେନରେ ଆସି ନିଜ ଗ୍ର



ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6170 | Read...

ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ ପାଳିତ

କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ରବିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜନସାଧାରଣ ସମ୍ପୂର



ବାଇକ୍‌ ମୁହାଁମହିଁ ଧକ୍କା, ୨ ମୃତ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 6166 | Read...

ବାଇକ୍‌ ମୁହାଁମହିଁ ଧକ୍କା, ୨ ମୃତ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ରାସ୍ତାରେ ଦୁର୍ଘଟଣା । ୨ଟି ବାଇକ୍‌ ମୁହାଁମହିଁ ଧକ୍କାରେ ୫ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତି କ



ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6162 | Read...

ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚତେନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍



ବସ୍‌ ପରିବହନ କଟକଣା ଯାଞ୍ଚ କଲେ ଗଞ୍ଜାମ ଜିଲାପାଳ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6160 | Read...

ବସ୍‌  ପରିବହନ କଟକଣା ଯାଞ୍ଚ କଲେ ଗଞ୍ଜାମ ଜିଲାପାଳ

କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ଅଧିକ ସଜାଗ ହୋଇଛି ଜିଲା ପ୍ରଶାସନ । ଗଞ୍ଜାମ ଜିଲାରେ ୧୪୪ ଧାରା ଉଠାଯିବା ପରେ ସହରରେ ଜନଗହଳି, ଭିଡକୁ ଏଡାଇବା ପାଇଁ ଜିଲା ପ୍ରଶାସନ ଗୁରୁତ



ବ୍ରହ୍ମପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6156 | Read...

ବ୍ରହ୍ମପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ବ୍ରହ୍ମପୁର ପିଚିପିଚା ନଗର ସ୍ଥିତ ଧନମରା ବସ୍ତିରେ ପ୍ରାୟ ୪୦୦ସହ ପରିବାର ଙ୍କୁ ବିଶ୍ୱ ମହାମାରୀ କରୋନା ଭୁତାଣୁ ପାଇଁ ସଚେତନତା ଓ ସତର୍କତା କରାଇବା ସହ ସାନିଟାଇଜ



ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁରରେ ବନ୍ଦ ରହିବ ବଜାର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6154 | Read...

ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁରରେ ବନ୍ଦ ରହିବ ବଜାର

କରୋନା ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା । ଭିଡ଼ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଭିଡ଼କୁ ଏଡାଇବା ପାଇଁ ଜିଲାରୁ ୧୪୪ ଧାରା ପ୍ରତ୍ୟାହାର ପରେ ବି ସହରାଞ୍ଚଳର ସମସ୍ତ ଦୋକାନ, ବଜାର, ମାର୍କ