ମାନବିକତା ଦେଖାଇଲେ କୁକୁଡାଖଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର

March 22, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ମାନବିକତା ଦେଖାଇଲେ କୁକୁଡାଖଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର
BHAGYAPRABHA NEWS
[ INPUT ]
Bhagyaprabha News Bureau
March 22, 2020

ମାନବିକତା ଦେଖାଇଲେ କୁକୁଡାଖଣ୍ଡିର ମହିଳା ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ କରି କୁକୁଡ଼ାଖଣ୍ଡି ଆସିବା ସମୟରେ ସିକନ୍ଦରାବାଦ ରୁ ୩ ଯୁବକ ଟ୍ରେନରେ ଆସି ନିଜ ଗ୍ରାମବୁଗୁଡ଼ାକୁ ବ୍ରହ୍ମପୁରରୁ ଚାଲି ଚାଲି ଯାଉଥିବା ସମୟରେ ଆକୁଂଶପୁର ଠାରେ ତହସିଲଦାର ସେମାନକୁଂ ଦେଖି ସେମାନକଂ କଥା ଶୁଣିବାପରେ ଯୁବକମାନକଂ ହୃଦୟବୋଧକୁ ବୁଝି ତହସିଲଦାର ନିଜର ମାନବିକତା ଦେଖାଇ ୩ ଯୁବକକୁ ଆସିକା ଯାଉଥିବା ଏକ ଆମ୍ବୁଲାନ୍ସ ରେ ପଠାଇଥିଲେ ଏବଂ ଆସିକା ତହସିଲଦାର ଙ୍କୁ ଏନେଇ ଅବଗତ କରାଇଥିଲେ । ଯୁବକ ଙ୍କୁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇ ବାକୁ ପରାମର୍ଶ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନତା କର୍ଫ୍ୟୁରେ ସାମିଲ ହେଲେ ଓଲିଉଡ କଳାକାର

ଜନତା କର୍ଫ୍ୟୁରେ ସାମିଲ ହେଲେ ଓଲିଉଡ କଳାକାର

Read More...

ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ ପାଳିତ

ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: