ଗଞ୍ଜାମ : District News


ଦିଗପହଣ୍ଡି ପୋଲିସର ଜୁଆଆଡ୍ଡା ଉପରେ ଚଢାଉ : ୫ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 5087 | Read...

ଦିଗପହଣ୍ଡି ପୋଲିସର ଜୁଆଆଡ୍ଡା ଉପରେ ଚଢାଉ : ୫ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନାଇକ ସାହିରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଗତକାଲି ରାତିରେ ଦିଗପହଣ୍ଡି ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ୫ ଗିରଫ କରିଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ନଗଦ ୧୨ ହଜାର ଟଙ୍କା ଜ



ଦିଗପହଣ୍ଡିରେ ଭିନ୍ନକ୍ଷମ ଛାତ୍ରୀଙ୍କ ନିମନ୍ତେ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟ ଶିବିର

Kiran Behera | ଶିକ୍ଷା | ଗଞ୍ଜାମ | 5086 | Read...

ଦିଗପହଣ୍ଡିରେ ଭିନ୍ନକ୍ଷମ ଛାତ୍ରୀଙ୍କ ନିମନ୍ତେ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟ ଶିବିର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୂଲ୍ୟରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶନିବାର ଦିନ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ ଥିବା ଭିନ୍ନକ୍ଷମ ଛାତ୍ର



ଦିଗପହଣ୍ଡିରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

Kiran Behera | ଶିକ୍ଷା | ଗଞ୍ଜାମ | 5085 | Read...

ଦିଗପହଣ୍ଡିରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ଳକ ଶିକ୍ଷାଧିକାର



ଆନ୍ତଃ କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜୟପୁର ଓ ଆସିକା ବିଜୟୀ

Kiran Behera | ଖେଳ | ଗଞ୍ଜାମ | 5084 | Read...

ଆନ୍ତଃ କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜୟପୁର ଓ ଆସିକା ବିଜୟୀ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡିଆରେ +୨ ଆନ୍ତଃ କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଦୀପ କୁମାର ବ୍ରହ୍ମା ସଭାପତି



ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ୱୟ ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 5083 | Read...

ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ୱୟ ବୈଠକ

ଦିଗପହଣ୍ଡି ବ୍ଲକ ଚାଙ୍ଗୁଡ଼ିଦେଇ ପାହାଡ଼ ସଂଲଗ୍ନ ଗ୍ରାମାଞ୍ଚଳରେ ଗତ ୪ ଦିନ ହେଲା ହାତୀ ଉପଦ୍ରବ ଲାଗିରହିଥିବା ବେଳେ ସନ୍ଧ୍ୟା ହେଲେ ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଖାଇଦେବ



ତାମିଲନାଡୁ ପୋଲିସ ଦ୍ୱାରା ଉଦ୍ଧାର ଅପହୃତା ନାବାଳିକା

Kiran Behera | ଅପରାଧ | ଗଞ୍ଜାମ | 5082 | Read...

ତାମିଲନାଡୁ ପୋଲିସ ଦ୍ୱାରା ଉଦ୍ଧାର ଅପହୃତା ନାବାଳିକା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଏକ ଗ୍ରାମରୁ ଜଣେ ଅପହୃତା ହୋଇଥିବା ନାବାଳିକାଙ୍କୁ ତାମିଲନାଡୁ ପୋଲିସ ବୁଧବାର ସକାଳେ କେ. ନୂଆଗାଁ ପୋଲିସ ସହାୟତା ରେ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାପ୍ରକାରେ ,ଉକ୍ତ ଗ୍ରାମ



ସତ୍ୟଙ୍କ କଳାକୃତି ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ

Swadhina Kumar Sahu | ବିଶେଷ | ଗଞ୍ଜାମ | 5078 | Read...

ସତ୍ୟଙ୍କ କଳାକୃତି ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ

ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା କାଠରେ ନିର୍ମିତ ବିଶ୍ୱର କ୍ଷୁତ୍ରତମ ଦୁଇ ଇଞ୍ଚର ଗଣେଶ ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ପୂର୍ବରୁ ସତ୍ୟଙ୍କ ଅନେକ କଳାକୃତି ଲିମକା ବୁକ,