ସତ୍ୟଙ୍କ କଳାକୃତି ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ

December 14, 2019, ବିଶେଷ, ଗଞ୍ଜାମ, Swadhina Kumar Sahu
ସତ୍ୟଙ୍କ କଳାକୃତି ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
December 14, 2019

ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା କାଠରେ ନିର୍ମିତ ବିଶ୍ୱର କ୍ଷୁତ୍ରତମ ଦୁଇ ଇଞ୍ଚର ଗଣେଶ ୟୂନିଭର୍ସାଲ ଏବଂ କାଲାମ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି। ପୂର୍ବରୁ ସତ୍ୟଙ୍କ ଅନେକ କଳାକୃତି ଲିମକା ବୁକ, କଲାମ ବୁକ,ଗ୍ରୀନିଷ ବୁକ ପରି ବିଭିନ୍ନ ରେକର୍ଡ ରେ ସ୍ଥାନ ପାଇଛି। ତେବେ ତାଙ୍କର ଏହିପରି କଳାକୃତି ଯୋଗୁଁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି ଓ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି। ତେବେ ତାଙ୍କୁ ସରକାରଙ୍କ ଠାରୁ କିଛି ପ୍ରୋତ୍ସାହନ ମିଳିଲେ ଆହୁରି ଅଧିକ କଳାକୃତି କରିବେ ବୋଲି କହିଛନ୍ତି ସତ୍ୟ ମହାରଣା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଗଡାରେ ଅଞ୍ଚଳ ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ନଗଡାରେ ଅଞ୍ଚଳ ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Read More...

ରୌପ୍ୟ ଜୟନ୍ତୀ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କଳସ ଯାତ୍ରା

ରୌପ୍ୟ ଜୟନ୍ତୀ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କଳସ ଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: