ଆମ ବିଷୟରେ

ଭାଗ୍ୟପ୍ରଭା ନ୍ୟୁଜ୍ ସମ୍ପର୍କରେ....


ଖବର ବିନା ଜୀବନ , ଚିନ୍ତାର ବାହାରେ । ସ୍ମାର୍ଟଫୋନ୍ ଯୁଗରେ ସାରା ପୃଥିବୀରେ ମାତ୍ର ଗୋଟିଏ କ୍ଲିକ୍ ରେ ଜଣାପଡୁଛି ସମସ୍ତ ଘଟଣାବଳୀ । ହେଲେ ଜୀବନ ଜଞ୍ଜାଳ ଓ ପେଶାର ଚାପରେ, ସମୟ ନାହିଁ ହାତ ମୁଠାରେ । ଏପରି ଚାରି ଛକିରେ ଖବର ଜୀବନ୍ତ ଚିତ୍ର ଭାବେ ଆପଣଙ୍କ ପାଖରେ, ଆପଣଙ୍କ ସୁବିଧା ଅନୁସାରେ ଦେଖିବାର ସୁଯୋଗ ଦେବ ଭାଗ୍ୟପ୍ରଭା ନ୍ୟୁଜ । ଆପଣ ନ୍ୟୁୟର୍କରେ ଅଛନ୍ତି ବା ମାଲେସିଆରେ.. ହେଲେ ଓଡିଶା ସହ ଆପଣଙ୍କ ନିବିଡ ସମ୍ପର୍କକୁ ଆମେ ଏହାରି ମାଧ୍ୟମରେ କରିବୁ ଅଧିକ ସୁଦୃଢ । ଆମ ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଟିଭି ଥାଉ କି ନଥାଉ ଆପଣ ନିଜକୁ ଦୂରେଇ ପାରିବେନି ଆପଣଙ୍କ ଅଞ୍ଚଳର କିମ୍ୱା ସହରର ଟିକିନିଖି ଘଟଣା ମାନଙ୍କ ଠାରୁ । ବୁଲେଟିନ୍ ସମୟକୁ ଅପେକ୍ଷା କରିବାକୁ ପଡିବନି ଆପଣଙ୍କୁ । ନିଜ ଫୁରୁସତ୍ ସମୟରେ , ନିଜ ଇଚ୍ଛାରେ , ନିଜେ ଦେଖିବାକୁ ଚାହୁଁଥିବା ଖବର ଦେଖିପାରିବେ ଆମ ମାଧ୍ୟମରେ । ଅନେକ ସମୀକରଣ, ଅନେକ ସମ୍ଭାବନା, ଅନେକ ପରୀକ୍ଷଣ । ଜ୍ଞାନ ଓ ସୃଜନୀଶୀତଳା ଜ୍ଞାନକୁ ଏକାଠି କରି ଭାଗ୍ୟପ୍ରଭା ନ୍ୟୁଜ୍ ଡଟ କମ୍ ମାଧ୍ୟମରେ ପାଇପାରିବେ ଏ ସମସ୍ତ ଖବର ସହ ଖବର ପଛର ଖବର । ଆମର ଏହି ଓଡିଆ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଫୋଟ ,ଭିଡିଓ , ଅଡିଓ ଏବଂ ତାଜା ଖବରକୁ ପରିବେଷଣ କରିବାକୁ ପ୍ରୟାଶ ଜାରି ରଖିବୁ । ପ୍ରତେକ ମୁହୁର୍ତ୍ତରେ ଆମ ୱେବସାଇଟରେ ଅପଲୋଡ୍ କରାଯିବ ତାଜା ଖବର ସହ ତାଜା ଭିଡିଓ । ଏହାସହ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରତିକ୍ରିୟା କୁ ନେଇ ଆପଣ ଦେଖିପାରିବେ ଅନେକଙ୍କ ମତାମତ କୁ .......ଭାଗ୍ୟପ୍ରଭା ନ୍ୟୁଜ୍ ଖବରର ପଛେ ପଛେ .....


About Us:-


Bhagyaprabha News stands the most popular and fastest growing Web channel in Odisha. Known for its commitment in delivering programmes that resolve to be tender with the young, compassionate with the aged, sympathetic with the striving and tolerant of the weak and wrong in sync with the needs of the times. While unfailingly dedicated to accuracy, speed and credibility in our news content as in ODISHA, DESHADUNIA, POLITICAL ,CRIME,EDUCATION , HEALTH,INTERVIEW,ASTROLOGY, ENTERAINMENT, SPORTS AND OTHERS . In order to meet interesting and trending topics- politics, economics and society. It produces thrilling, amazing and surprising essence of an event and makes an entertaining. BHAGYAPRABHA NEWS is also about interactivity as it offers viewers every opportunity to express themselves on issues and happenings close to their heart and mind through OUR DISCUSSION PROGRAMME bhagyaprabhanews.comthough is a budding dynamic digital product , it borne out by analytics to be a web entity that is all set to create more waves in the days and years to come.


MISSION:


Our Mission is to present hard, unbiased regional, national and international news with accuracy and speed even as we deliver perspectives about unfolding events from across the political, social and economic spectrum.


VISION:


At Bhagyaprabha News, our vision is to inform, educate and entertain our viewse not just within Odisha but beyond, while we remain true to the values of ethics of Journalism.



Bursa Tesisat | Tesisat | Doğalgaz Tesisatı | Su Tesisatı | Gider Tesisatı | Pimaş Açma | Gider Açma

Bursa Emlak | Emlak Bursa | Satılık Daireler

Emilyano Zapota | Türk Hacker | Hacker | İnstagram | Facebook | WhatsApp | Kiralık Hacker



ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: