ଖବର ସଂଗ୍ରହ

.



ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

Bhagyaprabha News Bureau | ଓଡ଼ିଶା | | 3852 | Read...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ବଙ୍ଗୋପସାଗରର ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇପାରେ ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ



ମହାନଦୀରେ ପୁଣି ଦେଖାଗଲା କୁମ୍ଭୀର

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 3851 | Read...

ମହାନଦୀରେ ପୁଣି ଦେଖାଗଲା କୁମ୍ଭୀର

ମହାନଦୀର ପୁଣି ଦେଖାଗଲା କୁମ୍ଭୀର । କଟକ ଜିଲ୍ଲାର ସାଲେପୁର ବ୍ଲକ୍ ମହାନଦୀର ଗୁଆଳିନାସୀ ବେଲକଣା ମଠ ନିକଟରେ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟଲୋକ ଆତଙ୍କିତ ହୋଇପଡିଛନ୍ତି। ଏହି ଗୁଆଳ



ଆଜି ଓଡିଶା ଆସୁଛନ୍ତି କେ. ସିଭାନ୍

Bhagyaprabha News Bureau | ଦେଶଦୁନିଆ | | 3850 | Read...

ଆଜି ଓଡିଶା ଆସୁଛନ୍ତି କେ. ସିଭାନ୍

ଆଜି ଓଡିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅଧକ୍ଷ କେ. ସିଭନ୍ । ଭୁବନେଶ୍ବର ଆଇଆଇଟି ଅରୁଗୁଳ କ୍ୟାମ୍ପସର ଅଷ୍ଟମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ କେ. ସିଭନ୍ ମୁଖ୍



ରଙ୍ଗେଇଲୁଣ୍ଡା ଫୋଟଗ୍ରାଫର ଆସୋସିଏସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Srabani Nayak | ବିଶେଷ | ଗଞ୍ଜାମ | 3849 | Read...

ରଙ୍ଗେଇଲୁଣ୍ଡା ଫୋଟଗ୍ରାଫର ଆସୋସିଏସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରାସ୍ଥିତ ଇଶାଣେଶ୍ୱର ମନ୍ଦିର ପରିସରରେ ରଙ୍ଗେଈଲୁଣ୍ଡା ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅଂଚ



ବିହାରରେ ରାସ୍ତା କଡରେ ପାଠ ପଢିଲେ ଛାତ୍ରଛାତ୍ରୀ

Bhagyaprabha News Bureau | ଦେଶଦୁନିଆ | | 3848 | Read...

ବିହାରରେ ରାସ୍ତା କଡରେ ପାଠ ପଢିଲେ ଛାତ୍ରଛାତ୍ରୀ

ବର୍ଷା ପାଇଁ ଜନସାଧାରଣ ନାନା ପ୍ରକାରର ଅସୁବିଧାର ସମ୍ମୁଖିନ ହେବାର ଆମେ ଦେଖିଛେ କିନ୍ତୁ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିହାରର ରାଜଧାନୀ ପାଟଣାର ଏକ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହ



ନିଜର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ତିନି କିମି ଚାଲିଲେ ଗର୍ଭବତୀ

Bhagyaprabha News Bureau | ବିଶେଷ | କେନ୍ଦୁଝର | 3847 | Read...

ନିଜର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ତିନି କିମି ଚାଲିଲେ ଗର୍ଭବତୀ

ନିଜର ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେବାରୁ ଜଣେ ମହିଲାଙ୍କୁ ଚାଲିଚାଲି ଗ୍ରାମଠାରୁ ପାଖାପାଖି ତିନି କି.ମି. ଯିବାକୁ ପଡିଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଧୀନ ଅନେକ ଗ୍ରାମକୁ ଆଜିଯାଏ ପକା ରାସ୍ତା ହୋଇ ପାରି ନାହିଁ



ପ୍ରଥମ ରାଫେଲ ଲଢୁଆ ବିମାନ ଗ୍ରହଣ ଉପରେ ମୋହର ଲଗାଇଲା ଭାରତ

Bhagyaprabha News Bureau | ଦେଶଦୁନିଆ | | 3846 | Read...

 ପ୍ରଥମ ରାଫେଲ ଲଢୁଆ ବିମାନ ଗ୍ରହଣ ଉପରେ ମୋହର ଲଗାଇଲା ଭାରତ

ଭାରତୀୟ ବାୟୁସେନା ଆଜି ପ୍ରଥମ ରାଫେଲ ବିମାନକୁ ଗ୍ରହଣରେ ମୋହର ମାରିଛି । ପ୍ୟାରିସ ଠାରେ ଏହାକୁ ଏୟାର ମାର୍ସାଲ ଡେପୁଟୀ ଚିଫ ଭିଆର ଚୌଧୁରୀ ଏହି ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିଲେ ଏହାପରେ ସେ ଗ୍ରହଣ କରିଛନ୍ତି ଓ ଏ



ବିଜେପିର ସେବା ସପ୍ତାହ ଉଦଯାପିତ, ମେଡିକାଲରେ ଫଳ ବଣ୍ଟନ କଲେ କର୍ମୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3845 | Read...

ବିଜେପିର ସେବା ସପ୍ତାହ ଉଦଯାପିତ, ମେଡିକାଲରେ ଫଳ ବଣ୍ଟନ କଲେ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା “ସେବା ସପ୍ତାହ” ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି କ୍ରମରେ ହିଞ୍ଜିଳି ଠାରେ ଶୁକ୍ରବାର ଦିନ ବିଜେପି ତରଫରୁ ସେବା ସପ



"ମୋ ନିବେଦନ" କାର୍ଯ୍ୟକ୍ରମରେ ଅଫିସର୍ ଶୁଣିଲେ ଲୋକଙ୍କ ସମସ୍ୟା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3844 | Read...

ପଞ୍ଚାୟତ ସ୍ତର ରେ ଲୋକଙ୍କ ବିଭିନ୍ନ ସମସ୍ୟା ରହିଛି ଅଭିଯୋଗ ଶୁଣି ଏହି ସବୁର ସମାଧାନ କରିବା ପାଇଁ ବ୍ଲକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇ "ମୋ ନିବେଦନ" ନାମ ରେ ଏହି କାର୍ଯ୍ୟକ୍ର



ପଚାଶ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ : ବାଇକ ସହ ୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 3843 | Read...

ପଚାଶ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ : ବାଇକ ସହ ୨ ଗିରଫ

ଗତକାଲି ରାତି ୯ ଟାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରୀ ମହାରାଜା ଢାବା ସମ୍ମୁଖରେ ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ପଚାଶ ଲିଟର ବେଆଇନ ଚୋରା ଦେଶୀ ରନ



ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ଶିବିର

Kiran Behera | ଶିକ୍ଷା | ଗଞ୍ଜାମ | 3842 | Read...

ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ଶିବିର

ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ରାଜମାତା ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଦିନିକିଆ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍