ଖବର ସଂଗ୍ରହ

.



ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ବାହୁଡା ଯାତ୍ରା

BHAGYAPRABHA NEWS | ଓଡ଼ିଶା | ପୁରୀ | 10905 | Read...

ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ବାହୁଡା ଯାତ୍ରା

ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡ଼ା ଯାତ୍ରା ସହିତ ସୁନାବେଶ ଓ ନୀଳାଦ୍ରି ବିଜେ କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେନେଇ ଶ୍ରୀମନ



ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା ; ୩୦ ମୃତ, ୪୦ ଆହତ

BHAGYAPRABHA NEWS | ଦେଶଦୁନିଆ | | 10904 | Read...

ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା ; ୩୦ ମୃତ, ୪୦ ଆହତ

ସୋମବାର ଦିନ ପାକିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ସୋମବାର ପଞ୍ଜାବର ଡେରା ଗାଜୀ ଖାନସ୍ଥିତ ସିନ୍ଧୁ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ ସହ ଧକ୍କା ହେବାରୁ ପାଖାପ



ଶୋପିଆନରେ ସୁରକ୍ଷା କର୍ମି ଏବଂ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିକାଣ୍ଡ, ୨ ଆତଙ୍କୀ ନିହତ

BHAGYAPRABHA NEWS | ଦେଶଦୁନିଆ | | 10903 | Read...

ଶୋପିଆନରେ ସୁରକ୍ଷା କର୍ମି ଏବଂ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିକାଣ୍ଡ, ୨ ଆତଙ୍କୀ ନିହତ

ଗତକାଲି ଦକ୍ଷିଣ କାଶ୍ମୀରର ଶୋପିଆନରେ ବିଳମ୍ବିତ ରାତିରେ ସୁରକ୍ଷା କର୍ମି ଏବଂ ଆତଙ୍କବାଦିଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୋଲିସର ମୁଖପାତ୍ର କହିଛନ୍ତି ଯେ ଶୋପିଆନ୍ ଜିଲ୍ଲାର



ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍‌ଇ ୧୦ମ ରେଜଲ୍ଟ

BHAGYAPRABHA NEWS | ଶିକ୍ଷା | | 10902 | Read...

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍‌ଇ ୧୦ମ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇପାରେ ସିବିଏସ୍‌ଇ ୧୦ମ ରେଜଲ୍ଟ। ମହାମାରୀ କରୋନା ଯୋଗୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଥିଲା। ପୂର୍ବ ପ୍ରଦର୍ଶନ ଆଧାରରେ ଆସନ୍ତାକାଲି ୧୦ମ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜାତୀ



ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନର

BHAGYAPRABHA NEWS | ଦେଶଦୁନିଆ | | 10901 | Read...

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନର

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେଇଛନ୍ତି । ଶପଥ ପାଠ କରାଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା । ଏହାପରେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ



ପଂଜାବ କଂଗ୍ରେସରେ କ୍ୟାପଟେନ୍‌ ହେଲେ ସିଦ୍ଧୁ

BHAGYAPRABHA NEWS | ରାଜନୀତି | | 10900 | Read...

ପଂଜାବ କଂଗ୍ରେସରେ କ୍ୟାପଟେନ୍‌ ହେଲେ ସିଦ୍ଧୁ

ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ତଥା କ୍ୟାପଟେନ୍ କରାଯାଇଛି । ପଂଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଦ୍ଧୁଙ୍କ ଉପରେ ବଡ଼ ଦାୟିତ୍ୱ ଛାଡ଼ିଛି । ଏନେଇ କେସ



କଳାକାର ସଂଘର ନୂତନ କମିଟି ଚୟନ , କ୍ରିଷ୍ଣାରାଓ ସଭାପତି ମନୋନୀତ

Kiran Behera | ଓଡ଼ିଶା | ଗଞ୍ଜାମ | 10899 | Read...

କଳାକାର ସଂଘର ନୂତନ କମିଟି ଚୟନ , କ୍ରିଷ୍ଣାରାଓ ସଭାପତି ମନୋନୀତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁର କଳାକାର ସଂଘ ପକ୍ଷରୁ ଚଳିତବର୍ଷ ନୂତନ କମିଟି ଗଠନ କରାଯାଇଛି । ଏନେଇ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂ



ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ବସ୍

BHAGYAPRABHA NEWS | ଓଡ଼ିଶା | | 10898 | Read...

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ବସ୍

ଆସନ୍ତାକାଲିଠୁ ସାରା ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ହେବ । ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଶନିବାର ଦିନ ପରିବହନ ମନ୍ତ୍ରୀ



ବାହୁଡ଼ାଯାତ୍ରା ପାଇଁ ପୁରୀରେ ଜାରୀ ହେବ ୧୪୪ ଧାରା

BHAGYAPRABHA NEWS | ଓଡ଼ିଶା | ପୁରୀ | 10897 | Read...

ବାହୁଡ଼ାଯାତ୍ରା ପାଇଁ ପୁରୀରେ ଜାରୀ ହେବ ୧୪୪ ଧାରା

ବାହୁଡ଼ା ଯାତ୍ରା ପାଇଁ ଏସ୍‌ଓପିକୁ କଡ଼ାକଡ଼ି ପାଳନ କରାଯିବ। ଆସନ୍ତା ୧୯ ତାରିଖ ରାତି ୮ରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡ, ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେ



କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ହଜ୍ ଯାତ୍ରା

BHAGYAPRABHA NEWS | ଦେଶଦୁନିଆ | | 10896 | Read...

କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ହଜ୍ ଯାତ୍ରା

କରୋନା ଭୂତାଣୁ ମହାମାରୀ ମଧ୍ୟରେ ଆରମ୍ଭ ହୋଇଛି ମୁସଲମାନମାନଙ୍କର ପବିତ୍ର ହଜ୍ ତୀର୍ଥଯାତ୍ରା । ତେବେ ମହାମାରୀ ହେତୁ କେବଳ ୬୦,୦୦୦ ଲୋକ ହଜ୍ କରିପାରିବେ । ଏଥର କେବଳ ସାଉଦି ଆରବର ସ୍ଥାନୀୟ ଲୋକଙ୍କୁ ହଜ୍ କରିବାକୁ ଅନୁମତି ଦ



ମୁମ୍ବାଇରେ ପ୍ରବଳ ବର୍ଷା, କାନ୍ଥ ଭୁଶୁଡ଼ି ୧୮ ମୃତ

BHAGYAPRABHA NEWS | ଦେଶଦୁନିଆ | | 10895 | Read...

ମୁମ୍ବାଇରେ ପ୍ରବଳ ବର୍ଷା, କାନ୍ଥ ଭୁଶୁଡ଼ି ୧୮ ମୃତ

ମୁମ୍ୱାଇରେ ଘଣ୍ଟା ଘଣ୍ଟା ଧରି ବର୍ଷା ଯୋଗୁଁ ସହରରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଯାତାୟତ ଏକପ୍ରକାର ଠପ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହେବାରୁ ଚେମ୍ବୁର ଅଞ୍



ଗୁଗୁଲ୍ ଡୁଡଲରେ ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲି

BHAGYAPRABHA NEWS | ବିଶେଷ | | 10894 | Read...

ଗୁଗୁଲ୍ ଡୁଡଲରେ ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲି

କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ହୋଇ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ଜୀବନ ବଞ୍ଚାଉଥିବା ପ୍ରତିଟି ଡାକ୍ତର ମାନଙ୍କ ପାଖରେ ବିଶ୍ୱ କୃତଜ୍ଞ ଥିବା ବେଳେ ଆଜି ସେମିତି ଆଉ ଜଣେ ମହାନ୍ ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି ଜ



ମୁମ୍ବାଇର ଭିକ୍ରୋଲିରେ କାନ୍ଥ ଭୁଶୁଡ଼ି ୨୪ ମୃତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

BHAGYAPRABHA NEWS | ଦେଶଦୁନିଆ | | 10893 | Read...

ମୁମ୍ବାଇର ଭିକ୍ରୋଲିରେ କାନ୍ଥ ଭୁଶୁଡ଼ି ୨୪ ମୃତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେମ୍ବୁର ଏବଂ ମୁମ୍ବାଇର ଭିକ୍ରୋଲିରେ କାନ୍ଥ ଭୁଶୁଡ଼ିବା କାରଣରୁ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରବର୍ତ୍ତୀ ସମ୍ପର୍କୀ



ରାଜ୍ୟରେ ୨୨୧୫ ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 10892 | Read...

 ରାଜ୍ୟରେ ୨୨୧୫ ପଜିଟିଭ୍ ଚିହ୍ନଟ

ଗତ ୨୪ ଘଂଟାରେ ରାଜ୍ୟରେ ୨୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୭୨ ସଂଗରୋଧରୁ ଏବଂ ୯୪୩ ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୪୮୩ ପଜିଟିଭ୍



୩୯ ବର୍ଷରେ ପାଦ ଥାପିଲେ ଦେଶୀ ଗର୍ଲ

Srabani Nayak | ମନୋରଞ୍ଜନ | | 10891 | Read...

୩୯ ବର୍ଷରେ ପାଦ ଥାପିଲେ ଦେଶୀ ଗର୍ଲ

ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜି ୩୯ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୮୨ ମସିହା ଆଜିର ଦିନରେ ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସ



ଆସନ୍ତା ୨୬ରୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

BHAGYAPRABHA NEWS | ଶିକ୍ଷା | | 10890 | Read...

ଆସନ୍ତା ୨୬ରୁ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ରହିବା ପରେ ଶେଷରେ ରାଜ୍ୟ ସରକାର ଶନିବାର ଦିନ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେ



ପଦ୍ମନାଭପୁରରେ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

Kiran Behera | ଓଡ଼ିଶା | ଗଞ୍ଜାମ | 10889 | Read...

ପଦ୍ମନାଭପୁରରେ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁରରେ ଭାଗ୍ଯପ୍ରଭା ନିଉଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସାପ୍ତାହିକ ବନୀକରଣ ପାଳନ ଅ



ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

BHAGYAPRABHA NEWS | ଦେଶଦୁନିଆ | | 10888 | Read...

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁ