ଖବର ସଂଗ୍ରହ

.



ଆଇପିଏଲ ୨୦୨୦ : ଆଜି ସନରାଇଜର୍ସ ହାଇଦ୍ରବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ

BHAGYAPRABHA NEWS | ଖେଳ | | 9197 | Read...

ଆଇପିଏଲ ୨୦୨୦ : ଆଜି ସନରାଇଜର୍ସ ହାଇଦ୍ରବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ

ଆଜି ଆଇପିଏଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ସନରାଇଜର୍ସ ହାଇଦ୍ରବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଯା



ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ

BHAGYAPRABHA NEWS | ଓଡ଼ିଶା | ମାଲକାନଗିରି | 9196 | Read...

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।ମାଲକାନଗିରି ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥ



ଆଜିଠାରୁ ଆରମ୍ଭ ହେଲା ନାଗାର୍ଜୁନ ବେଶ ପ୍ରସ୍ତୁତି

BHAGYAPRABHA NEWS | ଓଡ଼ିଶା | | 9195 | Read...

ଆଜିଠାରୁ ଆରମ୍ଭ ହେଲା ନାଗାର୍ଜୁନ ବେଶ ପ୍ରସ୍ତୁତି

ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ । ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ନାଗାର୍ଜୁନ ବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି ।ଶ୍



ଯୁବକକୁ ଛୁରୀ ଭୁଷି ହତ୍ୟା ମାମଲା : ୨ ଭାଇ ଗିରଫ, ରକ୍ତଭିଜା ଛୁରୀ ଓ ଠେଙ୍ଗା ଜବତ

Kiran Behera | ଅପରାଧ | ଗଞ୍ଜାମ | 9194 | Read...

ଯୁବକକୁ ଛୁରୀ ଭୁଷି ହତ୍ୟା ମାମଲା : ୨ ଭାଇ ଗିରଫ, ରକ୍ତଭିଜା ଛୁରୀ ଓ ଠେଙ୍ଗା ଜବତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଗତ ଶନିବାର ସକାଳ ୭ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାରୁ ଉକ୍ତ ଗ୍ରାମର ବାଲିସାହି ବାସିନ୍ଦା ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ଛୁରୀ ଭୁଷି ହତ୍ୟା ମାମଲାରେ ଦିଗପହଣ୍ଡି ପୋ



ଦୁଇ ବାଇକ ମୁହାଁମୁହିଁ : ପୁଅ ମୃତ , ମାଆ ଓ ଅନ୍ୟ ବାଇକ ଆରୋହୀ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 9193 | Read...

ଦୁଇ ବାଇକ ମୁହାଁମୁହିଁ : ପୁଅ ମୃତ , ମାଆ ଓ ଅନ୍ୟ ବାଇକ ଆରୋହୀ ଗୁରୁତର

ରବିବାର ସାରା ଓଡ଼ିଶାରେ ପବିତ୍ର ଦଶହରା ପର୍ବକୁ ଖୁବ୍ ଧୁମଧାମରେ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଫାସିଗୁଡା ଗ୍ରାମ ନିକଟରେ ଅପରାହ୍ନ ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟ



କରୋନାରେ ସଂକ୍ରମିତ ହେଲେ ଶକ୍ତିକାନ୍ତ ଦାସ

BHAGYAPRABHA NEWS | ଦେଶଦୁନିଆ | | 9192 | Read...

କରୋନାରେ ସଂକ୍ରମିତ ହେଲେ ଶକ୍ତିକାନ୍ତ ଦାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ କରି ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ଏଯାବତ ତାଙ୍କ ପାଖରେ କରୋନାର ଲକ୍ଷଣ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଇସୋଲ



ମନ୍ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ ଫର ଲୋକାଲ' ଆହ୍ୱାନ

BHAGYAPRABHA NEWS | ଦେଶଦୁନିଆ | | 9191 | Read...

ମନ୍ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ ଫର ଲୋକାଲ' ଆହ୍ୱାନ

ଆଜି ବିଜୟାଦଶମୀ ଅର୍ଥାତ୍‌ ଦଶହରା ପର୍ବ। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ। କିନ୍ତୁ ତା' ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧ



ଆଜି ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

BHAGYAPRABHA NEWS | ଦେଶଦୁନିଆ | | 9190 | Read...

ଆଜି ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଅସ୍ତ୍ର ପୂଜା କରିବେ । ନିଜର ଏହି ୨ ଦିନିଆ ଗସ୍ତ କାଳରେ ସେ ପ୍ରଥମ ଦିନ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟି ସେମାନଙ



ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଛୁରୀ ଭୁଷି ହତ୍ୟା : ୨ ଅଟକ

Kiran Behera | ଅପରାଧ | ଗଞ୍ଜାମ | 9189 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଛୁରୀ ଭୁଷି ହତ୍ୟା : ୨ ଅଟକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଶନିବାର ଦିନ ଭୋର ୭ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ବାଲିସାହିର ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ବେଳେ ଦିଗପହ



୨୦ ଘନଫୁଟ ଶାଗୁଆନ କାଠ ଜବତ : ଅଟୋ ସହ ଚାଳକ ଗିରଫ

Kiran Behera | ଓଡ଼ିଶା | ଗଞ୍ଜାମ | 9188 | Read...

୨୦ ଘନଫୁଟ ଶାଗୁଆନ କାଠ ଜବତ : ଅଟୋ ସହ ଚାଳକ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡ଼ା ସେକ୍ସନ ପତିଗୋବିନ୍ଦପୁର ଗ୍ରାମ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ମୂଲ୍ୟବାନ କାଠ ଚୋରାଚାଲାଣ ବେଳେ ୨୦ ଘନଫୁଟ ଶାଗୁଆନ କାଠପଟା ସହ ବ୍ୟବହୃତ ଡାଲାଅଟୋ ଓ ଦେ



ମାନବିକତା ଦେଖାଇ ଗୁରୁତର ଯୁବକକୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଲେ ଥାନା ଅଧିକାରୀ

Kiran Behera | ଓଡ଼ିଶା | ଗଞ୍ଜାମ | 9187 | Read...

ମାନବିକତା ଦେଖାଇ ଗୁରୁତର ଯୁବକକୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଲେ ଥାନା ଅଧିକାରୀ

ମାନବିକତା ଆଜି ମଧ୍ୟ ସାଧାରଣ ଲୋକଙ୍କ ଭଳି ସରକାରୀ ପଦବୀ ଅଧିକାରୀ ମାନଙ୍କ ଠାରେ ରହିଥିବା ଜଣାପଡିଛି । ଶୁକ୍ରବାର ଏଭଳି ମାନବିକତାର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କେ . ନୂଆଗାଁ ଥାନା ଅଧିକାରୀ



ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 9186 | Read...

ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ ନାଗପାଡା ସ୍ଥିତ ସିଟି ସେଣ୍ଟର ମଲ୍ ରେ ଅଗ୍ନିକାଣ୍ଡ ହୋଇଛି । ଗୁରୁବାର ରାତି ୯ଟାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ପ୍ରାୟ ୨୫୦ରୁ ୩୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧ



ହାପି ବାର୍ଥ ଡେ ପ୍ରଭାସ

Srabani Nayak | ମନୋରଞ୍ଜନ | | 9185 | Read...

ହାପି ବାର୍ଥ ଡେ ପ୍ରଭାସ

ଆଜି ୪୧ ବର୍ଷ ବୟସରେ ପଦାର୍ପଣ କଲେ ବାହୁବଳୀ ଷ୍ଟାର ପ୍ରଭାସ। ୧୯୭୯ ମସିହା ଆଜିର ଦିନରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ନିଜର ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍‌ ଲୁକ ପାଇଁ ସାରାଦେଶରେ ପ୍ରଭାସଙ୍କର ଅଗଣିତ ପ୍ରଂଶସକ ରହିଛ



ହୁ ହୁ ହୋଇ ବଢୁଛି ପିଆଜ ଦର

BHAGYAPRABHA NEWS | ଓଡ଼ିଶା | | 9184 | Read...

ହୁ ହୁ ହୋଇ ବଢୁଛି ପିଆଜ ଦର

ହୁ ହୁ ହୋଇ ବଢ଼ୁଛି ପିଆଜି ଦର । ଗୋଟିଏ ମାସ ଭିତରେ ପିଆଜ ଦର ଦୁଇଗୁଣା ହେଲାଣି । ଯେଉଁ ପିଆଜ ସେପ୍ଟେମ୍ବର ମାସରେ କିଲୋପିଛା ୩୦ରୁ ୩୫ ଟଙ୍କାରେ ମିଳୁଥିଲା ଆଜି ସେହି ପିଆଜ ଦର କିଲୋପିଛା ୮୦ ଟଙ୍କାରେ ପହଁଚିଲାଣି । ଏହା ଖାଉଟିଙ୍



ବାହାରିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ

BHAGYAPRABHA NEWS | ଶିକ୍ଷା | | 9183 | Read...

ବାହାରିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ

ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ୍ ସପ୍ଲିମେଣ୍ଟାରିରେ ୭୦.୯୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ଏସ୍ଓଏସ୍‌ସି