ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

April 04, 2021, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ
Bhagyaprabha News Bureau
April 04, 2021

ବ୍ରହ୍ମପୁର-ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ । ପ୍ରତେକ ରବିବାରରେ ଏଭଳି ବନୀକରଣ କାର୍ଯ୍ଯକ୍ରମ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏହି ଅବସରରେ ସହରର ଗାନ୍ଧୀନଗର ଦ୍ଵିତୀୟ ଲାଇନରେ ପ୍ରଥମେ କରାଯାଇଥିଲା ବୃକ୍ଷରୋପଣ । ପ୍ରଥମ ଦିବସରେ ସାତ ଗୋଟି ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସପ୍ତାହରେ ପ୍ରତି ରବିବାରରେ ବର୍ଷ ତମାମ ଜାରି ରଖାଯିବାକୁ ପ୍ରୟାଶ ଜାରି ରହିବ । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଭାଗ୍ୟପ୍ରଭା ନ୍ୟୁଜ୍ ର ଉମାଶଙ୍କର ମିଶ୍ର ,ସ୍ୱାଧିନ କୁମାର ସାହୁ , ସତ୍ଯ ସାହୁ ,ଗୌରୀ ଶଙ୍କର ମିଶ୍ର , ଦେବେନ୍ଦ୍ର ବାଡତ୍ଯା ଏବଂ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ

ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ

Read More...

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା ପ୍ରତିବାଦରେ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା ପ୍ରତିବାଦରେ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: