ଟିକେଟ ନ ମିଳିଲେ ବିଜେଡି ଛାଡିବେ ପ୍ରତ୍ୟୁଷା

March 19, 2019, ରାଜନୀତି, କନ୍ଧମାଳ, Bhagyaprabha News Bureau
ଟିକେଟ ନ ମିଳିଲେ ବିଜେଡି ଛାଡିବେ ପ୍ରତ୍ୟୁଷା
Bhagyaprabha News Bureau
March 19, 2019

ଟିକେଟ ବଣ୍ଟାକୁ ନେଇ କସରତ ସରୁନି । ଏପଟେ ଟିକେଟ ପାଇନଥିବା ନେତା ଦଳ ଛଡିବା ଓ ବିଦ୍ରୋହି ହେବା ଟେନସନ ବଢୁଛି । ସବୁଠାରୁ ବେଶୀ ଅସନ୍ତୋଷ ଦେଖିବାକୁ ମିଳୁଛି ବିଜେଡିରେ ।ଗତକାଲି ବିଜେଡିର ପାର୍ଥୀପତ୍ର ଘୋଷଣା ହେବାରେ ଟିକେଟ ପାଇ ନଥିବା ପାର୍ଥୀମାନେ ଦଳ ଛାଡିବା ଆରମ୍ଭ କରିଛନ୍ତି ।ପ୍ରଥମ ଥର ବିଜେଡିରୁ ଲଢି କନ୍ଧମାଳ ସାଂସଦ ହୋଇଥିବା ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ଦଳ ଏଥର ଟିକେଟ ଦେଇ ନଥିବାରୁ ସେ ଜିଦ୍‌ ଧରିଲେଣି ସେ ନୟାଗଡ଼ରୁ ହିଁ ଲଢ଼ିବେ। ଦରକାର ପଡ଼ିଲେ ସ୍ବାଧୀନ ପ୍ରାର୍ଥୀ ହେବେ। ସେପଟେ କଲାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ତାଙ୍କ ପ୍ରତି ଚକ୍ରାନ୍ତ ହୋଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଟିକେଟ ମିଳିବ ବୋଲି କୁହାଯାଇଥିଲା ହେଲେ ତାହା ହେଲାନି । ସେଥିଲାଗି ସେ ତାଙ୍କୁ ପ୍ରାର୍ଥୀ କରିବା କଥା ପୁନର ବିଚାର କରାଯାଉ ବୋଲି ଲେଖିବା ସହ ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ବି ପଠାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
      କର୍ଣ୍ଣାଟକରେ କୋଠା ଭୁଷୁଡି ଜଣେ ମୃତ୍ୟୁ ଓ ୬ ଆହାତ

କର୍ଣ୍ଣାଟକରେ କୋଠା ଭୁଷୁଡି ଜଣେ ମୃତ୍ୟୁ ଓ ୬ ଆହାତ

Read More...

ଆଇପିଏଲ ୨୦୧୯ ର କାର୍ଯ୍ୟସୁଚି ଘୋଷଣା କଲା ବିସିସିଆଇ

ଆଇପିଏଲ ୨୦୧୯ ର କାର୍ଯ୍ୟସୁଚି ଘୋଷଣା କଲା ବିସିସିଆଇ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: