ହାଇଦ୍ରାବାଦକୁ ୧୩୭ ରନରେ ମାତ୍ ଦେଲା ମୁମ୍ବାଇ

April 18, 2021, ଖେଳ, , BHAGYAPRABHA NEWS
ହାଇଦ୍ରାବାଦକୁ  ୧୩୭ ରନରେ ମାତ୍ ଦେଲା ମୁମ୍ବାଇ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 18, 2021

ଏକ ରୋମାଞ୍ଚକର ମ୍ୟାଚରେ ଆଜି ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ । ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦ । ଦଳ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି ।ଆଜି ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପକ୍ଷରୁ ଡି କକ, ରୋହିତ ଯୋଡି ପାଳି ଆରମ୍ଭ କରିବା ସହିତ ଦମଦାର ଆରମ୍ଭ କରିଥିଲେ । ଏହାପରେ ଶେଷ ଆଡକୁ ପୋଲାର୍ଡ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ୧୫୦ ରନ କରିପାରିଥିଲା । ଏହାପରେ ୧୫୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡକୁ ଲଗାତାର ୱିକେଟ୍ ହରାଇ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା ।ଯାହାଫଳରେ ମୁମ୍ବାଇ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ସୋନୁ ସୁଦ

କୋରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ସୋନୁ ସୁଦ

Read More...

କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ

କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: