ବ୍ରହ୍ମପୁରର ୪ ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା

April 27, 2021, ଦେଶଦୁନିଆ, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁରର ୪ ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 27, 2021

ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ମହାମାରୀ ସ୍ଥିତି ସାଂଘାତିକ ହେଉଥିବା ବେଳେ, କଟକଣା ଲଗାଇଛନ୍ତି ସରକାର । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବ୍ରହ୍ମପୁର ମହାନଗର ନିଗମ । ଏହି ସାହିକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବା ସହ ବ୍ୟାରିକେଡ୍ କରାଯାଇଛି ।ସହରର ହିଲପାଟଣା ପ୍ରଥମ ଲାଇନ୍ ଓ ତୃତୀୟ ଲାଇନ୍, ଗାନ୍ଧିନଗରର ପ୍ରଥମ ଲାଇନ୍, ଗୋଦାବରୀଶ ନଗରର ଚତୁର୍ଥ ଲାଇନ୍‌କୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ମହାନଗର ନିଗମ ପକ୍ଷରୁ କଟକଣା ଲାଗିବା ପରେ ଏହି ସାହିକୁ ସାଧାରଣ ଜନତାଙ୍କ ଯିବା ଆସିବାକୁ ବାରଣ କରାଯାଇଛି । ସେହିପରି ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନୀ ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା : ନିର୍ବାଚନ କମିଶନ

ନିର୍ବାଚନୀ ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା : ନିର୍ବାଚନ କମିଶନ

Read More...

ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ

ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: