ଗୋଆର ମୂଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବହୁମତ ହାସଲ କରି ବିଜୟ ହେଲେ

March 20, 2019, ରାଜନୀତି, , Bhagyaprabha News Bureau
ଗୋଆର ମୂଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବହୁମତ ହାସଲ କରି ବିଜୟ ହେଲେ
Bhagyaprabha News Bureau
March 20, 2019

ମନହୋର ପାରିକଙ୍କର ବିୟୋଗ ପରେ ଗୋଆର ମୂଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଅନ୍ତଘଟିଛି । ବିଜେପି ସରକାର ସଦନରେ ଆଜି ବହୁମତରେ ସାବ୍ୟସ୍ତହୋଇ ବିଜୟ ହାସଲ କରିଛନ୍ତି ପ୍ରମୋଦ ସାଂୱଲ । ଜାତୀୟ ଗଣମାଧ୍ୟମ ରେ ଯେଉଁ ରିପୋର୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁଜୋରଦାର ଚର୍ଚ୍ଚା ଚାଲିଥିଲା ।ତାହା ଆଜି ସତ୍ୟ ରେପରିଣତ ହୋଇଛି ।ବିଜେପି ଏହି ଶାସନ କ୍ଷମତାକୁ ଆସିବା ପାଇଁ ମଧ୍ୟ ଅନ୍ୟଦଳ ସହ ଆଲୋଚନା କରିଥିଲା । ଦୁଇ ଦଳରୁ ୨ ଜଣଙ୍କୁ ଉପମୂଖ୍ୟମନ୍ତ୍ରୀ ପଦବୀ ଦିଆଯିବା ପରେ ସେମାନେ ପ୍ରମୋଦ ସାୱଂଲଙ୍କୁ ସମର୍ଥନ କରିଥିଲେ । ପ୍ରମୋଦ ଙ୍କ ପାଇଁ ମୋଟ ସଦସ୍ୟ ସଖ୍ୟା ୩୬ ରହିଛି । ପ୍ରମୋଦଙ୍କୁ ୧୯ ଟି ଭୋଟ ଦରକାର ଥିବା ସମୟରେ ସେ ୨୦ ଟି ଭୋଟ ପାଇଥିଲେ । ଅନ୍ୟ ୧୫ ବିଧାୟକ ବିପକ୍ଷରେ ଭୋଟ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ପ୍ରସିଦ୍ଧ  ମାଆ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା , ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ପ୍ରସିଦ୍ଧ ମାଆ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା , ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା

Read More...

ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ, ଜାଣନ୍ତୁ ତାର ଲାଭ ଓ କ୍ଷତି

ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ, ଜାଣନ୍ତୁ ତାର ଲାଭ ଓ କ୍ଷତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: