ପଦ୍ମ ଧରିଲେ ମୟୁରଭଞ୍ଜର ପୁର୍ବତନ ସାଂସଦ

March 20, 2019, ଓଡ଼ିଶା, ମୟୁରଭଞ୍ଜ, Bhagyaprabha News Bureau
ପଦ୍ମ ଧରିଲେ ମୟୁରଭଞ୍ଜର ପୁର୍ବତନ ସାଂସଦ
Bhagyaprabha News Bureau
March 20, 2019

୨୦୦୯ରେ ବିଜେଡି ଟିକେଟରୁ ମୟୂରଭଞ୍ଜରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଲକ୍ଷ୍ମଣ । ତେବେ ୨୦୧୪ରେ ତାଙ୍କୁ ପୁର୍ନବାର ମିଳିନଥିଲା ଟିକେଟ । ତେଣୁ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଗତ ଅକ୍ଟୋବର ୨୦୧୮ରେ ବିଜେଡିକୁ ବାଏ ବାଏ କରିଥିଲେ । ସେତେବେଳେ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ନେବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା( ଜେଏମଏମ)ରେ ଯୋଗ ଦେଇଥିଲେ ଲକ୍ଷ୍ମଣ ।ଜେଏମଏମର ଯୋଗ ଦେବାର ଦିନ କେଇଟା ନ ବିତୁଣୁ ପଦ୍ମ ପୋଖରୀକୁ ଲମ୍ଫ ମାରିଛନ୍ତି ଲକ୍ଷ୍ମଣ । ଟିକେଟ ଆଶାରେ ଲକ୍ଷ୍ମଣ ବିଜେପିରେ ଯୋଗଦେଇଥିବା ବେଳେ ବାରମ୍ବାର ଦଳ ବଦଳ କରୁଥିବା ନେତାଙ୍କୁ ଭୋଟର ଭରସାକୁ ନେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ବିଜେପିରେ ମିଶିଲେ  ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ

ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ

Read More...

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ପ୍ରସିଦ୍ଧ  ମାଆ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା , ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ପ୍ରସିଦ୍ଧ ମାଆ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା , ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: