ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣିଙ୍କ ହୃଦଘାତରେ ପରଲୋକ

March 20, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣିଙ୍କ ହୃଦଘାତରେ ପରଲୋକ
Bhagyaprabha News Bureau
March 20, 2019

ଗଞ୍ଜାମ ଜିଲ୍ଲା ଭଂଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣି ଏସ୍ ଗୋପାଳ ରାଓ ଙ୍କ ୫୮ ବର୍ଷ ବୟସ ରେ ହୃଦଘାତରେ ପରଲୋକ ହୋଇଯାଇଛି।ଆଜି କଲେଜ୍ ର ନିଜ ପ୍ରକୋଷ୍ଠ ରେ ବସିଥିବା ସମୟ ରେ ସେ ଅସୁସ୍ଥତା ଅନୁଭବ କଲେ।ସଙ୍ଗେ ସଙ୍ଗେ ତାଙ୍କୁ ଭଂଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଗଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହୃଦଘାତ କାରଣ ରୁ ମୃତ୍ୟୁ ହୋଇଥିବା ନେଇ ଜଣାଇଛନ୍ତି ଡାକ୍ତର।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

Read More...

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ ଯୁବଗୋଷ୍ଠୀ

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ ଯୁବଗୋଷ୍ଠୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: