ଲକ୍ଷ୍ମଣ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଓଡାସିଙ୍ଗି ଚାମ୍ପିଅନ

July 05, 2021, ଖେଳ, ଗଞ୍ଜାମ, Kiran Behera
ଲକ୍ଷ୍ମଣ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଓଡାସିଙ୍ଗି ଚାମ୍ପିଅନ
Kiran Behera
[ Reporter,Digapahandi ]
Bhagyaprabha News Bureau
July 05, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର ହାଇସ୍କୁଲ ଖେଳପଡିଆ ଠାରେ ଦୀର୍ଘ ଚାରି ଦିନ ଧରି ଚାଲିଥିବା ଲକ୍ଷ୍ମଣ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦଯାପିତ ହୋଇଯାଇଥିବା ଜଣାପଡ଼ିଛି । କଳିଙ୍ଗ ଯୁବ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଶେଷ ତଥା ଫାଇନାଲ ମ୍ୟାଚରେ ଦିଗପହଣ୍ଡି ଓ ଓଡାସିଙ୍ଗି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ‌। ତେବେ ଓଡାସିଙ୍ଗି ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ଦିଗପହଣ୍ଡି ଦଳକୁ ପ୍ରଥମରୁ ଧରାଶାୟୀ କରି ୩-୦ ସେଟରେ ହରାଇ ବିଜୟର ମୁକୁଟ ପିନ୍ଧିଥିଲା । ଏହାପରେ ଉଦଯାପନୀ ସମାରୋହରେ ପୂର୍ବତନ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ଗୈାଡ , ପୂର୍ବତନ ସମିତି ସଭ୍ୟ ସତ୍ୟନାରାୟଣ ରଥ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ବନାଥ ଗୈାଡ , ସୁନୀଲ ଗୈାଡ , ସତ୍ୟନାରାୟଣ ଗୈାଡ , ବିଭୂତି ଭୂଷଣ ଗୈାଡ , ରାଜେନ୍ଦ୍ର ପ୍ରସାଦ ଗୈାଡ , ମୁନା ସାହୁ , ବୁଲୁ ଗୈାଡ , ଶିବରାମ ସାହୁ , ଶକ୍ତି ସାହୁ ସମେତ ବହୁ ଟୁର୍ଣ୍ଣାମେଣ୍ଟ ଆୟୋଜକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Read More...

ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ : ୨୯ ଟି ମୋବାଇଲ , ୨ ଟି ବ୍ଳ୍ଯିଟୁଥ ସମେତ ୩ ଗିରଫ

ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ : ୨୯ ଟି ମୋବାଇଲ , ୨ ଟି ବ୍ଳ୍ଯିଟୁଥ ସମେତ ୩ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: