ପୁରୀ ଆନନ୍ଦ ବଜାରରେ ରାମ୍ପ ନିର୍ମାଣକୁ ବିରୋଧ

March 22, 2019, ଓଡ଼ିଶା, , Bhagyaprabha News Bureau
ପୁରୀ ଆନନ୍ଦ ବଜାରରେ ରାମ୍ପ ନିର୍ମାଣକୁ ବିରୋଧ
Bhagyaprabha News Bureau
March 22, 2019

ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାର ରେ ରାମ୍ପ ନିର୍ମାଣକୁ ବନ୍ଦ କରିବାକୁ ଦାବି କରାଯାଇଛି । ରାମ୍ପ ନିର୍ମାଣ କରାଗଲେ ଜଗନ୍ନାଥଙ୍କର ମହାପ୍ରସାଦ ବିକ୍ରିରେ ବାଧା ଉପୁଜିବା ସହ ମହାପ୍ରସାଦ ସେବନରେ ଅସୁବିଧା ହେବ । ମଧୁସୁଦନ ସୁଆର , ନରସିଂହ ପ୍ରତିହାର ,ମାଧବ ଚନ୍ଦ୍ର ମହାପାତ୍ର ଓ କାଳିଆ ମହାପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମନ୍ଦିରର ମୂଖ୍ୟ ପ୍ରଶାସକ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହ ଦାବି ପତ୍ରରେ କୁହାଯାଇଛି ରାମ୍ପ ନିର୍ମାଣ କରାଗଲେ ରାସ୍ତା ଶଙ୍କୁଚିତ ହୋଇଯିବ ଯାତ୍ରା ସମୟରେ ଭକ୍ତ ମାନଙ୍କ ମଧ୍ୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହେବ । ମନ୍ଦିର ଓ ସୁଆର ଙ୍କ ସହ ଆଲୋଚନା କରାନଯାଇ ରାମ୍ପ ନିର୍ମାଣକୁ ବିରୋଧ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା

ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା

Read More...

ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେପିର ଲୋକସଭା ପାର୍ଥୀ ତାଲିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: