କାବୁଲରେ ଲଗାତାର ବିସ୍ଫୋରଣ: ୩୦ ମୃତ, ୨୩ ଆହତ

March 22, 2019, ଦେଶଦୁନିଆ, , Bhagyaprabha News Bureau
କାବୁଲରେ ଲଗାତାର ବିସ୍ଫୋରଣ: ୩୦ ମୃତ, ୨୩ ଆହତ
Bhagyaprabha News Bureau
March 22, 2019

ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ନୂଆ ବର୍ଷ ପାଳନ ସମୟରେ ଏକ ଧାର୍ମିକସ୍ଥଳରେ ଲଗାତାର ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ହେବା ସହ ୨୩ ଜଣ ଆହତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିସ୍ଫୋରଣ କିଭଳି ହେଲା ଜଣାପଡ଼ିନଥିଲେ ମଧ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତିନି ତିନି ଥର ମୋର୍ଟାର ମାଡ ଯୋଗୁ ଏଭଳି ଘଟିଛି। ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଓ ୨୩ ଆହତ ହୋଇଥିବା ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିବାଦୀୟ ଘେରରେ  କଂଗ୍ରେସ ନେତା ସାମ ପିଟ୍ରୋଡା

ବିବାଦୀୟ ଘେରରେ କଂଗ୍ରେସ ନେତା ସାମ ପିଟ୍ରୋଡା

Read More...

ଜାମ୍ମୁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟ

ଜାମ୍ମୁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: