ଓଲଟିଲା ଟ୍ରାକ୍ଟର ,୨ ମୃତ

July 17, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଓଲଟିଲା ଟ୍ରାକ୍ଟର ,୨ ମୃତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 17, 2021

ଗଞ୍ଜାମ ଜିଲ୍ଲା ପୋଇରାଶି ପଞ୍ଚାୟତ ନୂଆପଲି ଗ୍ରାମରେ ଟ୍ରାକ୍ଟରଟି ଯାଉଥିବା ବେଳେ ଚାଳକ କାଳିଆ ହଠାତ୍‌ ବ୍ରେକ୍‌ ମାରିଥିଲେ। ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାଳକ କାଳିଆ ଓ ହେଲ୍‌ପର ବୁଲୁ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଟ୍ରାକ୍ଟର ଡାଲା ତଳେ ଥିବା ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ସୁଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକ ପିତାଙ୍କ ଶ୍ରାଦ୍ଧ ବର୍ଷିକୀରେ ଆୟୋଜିତ ହେବ ରକ୍ତଦାନ ଶିବିର

ବିଧାୟକ ପିତାଙ୍କ ଶ୍ରାଦ୍ଧ ବର୍ଷିକୀରେ ଆୟୋଜିତ ହେବ ରକ୍ତଦାନ ଶିବିର

Read More...

ଯୌତୁକ ପ୍ରଥାକୁ ନେଇ କେରଳ ରାଜ୍ୟପାଳଙ୍କ ପରାମର୍ଶ

ଯୌତୁକ ପ୍ରଥାକୁ ନେଇ କେରଳ ରାଜ୍ୟପାଳଙ୍କ ପରାମର୍ଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: