ବହୁମୁଖୀ ଦ୍ବାରା ଚାରା ରୋପଣ

July 25, 2021, ବିଶେଷ, ଗଞ୍ଜାମ, BHAGYAPRABHA NEWS
ବହୁମୁଖୀ ଦ୍ବାରା ଚାରା ରୋପଣ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 25, 2021

ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ର ମୁଖ୍ୟ କାରଣ ଅଟେ ବୃକ୍ଷ ହୀନତା । ବ୍ୟାପକ ଚାରା ରୋପଣର ଜନ ସଚେତନତା ପାଇଁ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବାରା ସଭ୍ୟମାନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ ଗୁରୁଜନଙ୍କ ଶ୍ରାଦ୍ଧ ଇତ୍ୟାଦି ଅବସର ରେ ଚାରା ରୋପଣ କରାଯାଈ ଥାଏ । ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଜନ୍ମଦିନ ଅବସର ରେ ଆମ୍ବଗଡସ୍ଥ 'ଓମ ଜରା ନିବାସ' ନିକଟରେ ଦିଗପହଣ୍ତି ରାସ୍ତାରେ ନିମ, ବାଦାମ ଓ ଅଶ୍ବତଥ ପ୍ରଭୃତି ଚାରା ରୋପଣ କରାଯାଇ ଥିଲା ଓ ଆଶ୍ରମ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଈ ଥିଲା । ଏଥିରେ ଜରା ନିବାସର ସଂସ୍ଥାପକ ଡ. ଦେବରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ସଙ୍କର୍ଷଣ ପାତ୍ର, ପାର୍ବତୀ ପ୍ରସାଦ ପାଢୀ, ସୁନୀଳ କୁମାର ସାହୁ, ସୁବାସ ଚନ୍ଦ୍ର ପଟନାୟକ, ରାଜେଶ କୁମାର ବେହେରା, ଗୋକୁଳ ଚନ୍ଦ୍ର ଆଚାରୀ , କେ ଧର୍ମା ରାଓ, ଏ ସନ୍ତୋସ ରାଓ, ସୁବ୍ରତ କୁମାର ପୂଜାରୀ, କେ.ରବି ବାବୁ , ଶିବରାମ, ଗୋଦାବରୀ ସାହୁ, ସିମାଂଚଳ ବେହେରା, ସୁନିଲ କୁମାର ପଟନାୟକ, ସୁରେଶ ଚନ୍ଦ୍ର ପୂଜାରୀ, ଭାସ୍କର ପଣ୍ତା ଏମ ମିନତୀ ରାଓ ପ୍ରମୂଖ ସହଯୋଗ କରିଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଜୋରାମ ବିହାର ଉନ୍ନୟନ ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ

ଭଜୋରାମ ବିହାର ଉନ୍ନୟନ ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ

Read More...

ଆଜି ଜମ୍ମୁ-କାଶ୍ମୀର, ଲଦାଖ ଗସ୍ତରେ ଯିବେ ରାଷ୍ଟ୍ରପତି

ଆଜି ଜମ୍ମୁ-କାଶ୍ମୀର, ଲଦାଖ ଗସ୍ତରେ ଯିବେ ରାଷ୍ଟ୍ରପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: