ରାମଚଣ୍ଡୀ ପୀଠରେ ମାର୍କେଟ କେମ୍ପ୍ଲେକ୍ସ ଓ ରୋଷେଇ ଶାଳର ଭିତ୍ତି ପ୍ରସ୍ତର ସ୍ଥାପନ

July 25, 2021, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
 ରାମଚଣ୍ଡୀ ପୀଠରେ ମାର୍କେଟ କେମ୍ପ୍ଲେକ୍ସ ଓ ରୋଷେଇ ଶାଳର ଭିତ୍ତି ପ୍ରସ୍ତର ସ୍ଥାପନ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 25, 2021

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ମଁl ରାମଚଣ୍ଡୀ ପୀଠ ଠାରେ ମାର୍କେଟ କେମ୍ପ୍ଲେକ୍ସ ଓ ରୋଷେଇ ଶାଳର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଯାଇଛି । ଏହା ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ଶୌଚାଳୟର ମଧ୍ୟ ଉଦଘାଟନ କରାଯାଇଛି l ଏହି ଅବସରରେ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା, କୃଷି ବିପଣନ ନିଗମର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଭ୍ୟ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ପରିଶେଷରେ ସିୟୁଆରଇଏସ ସଂଗଠନ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦେଓଗାଁ ରୁ ବଜ୍ରକାପ୍ତା ଛାଳ ଜବତ, ଦୁଇ ଗିରଫ

ଦେଓଗାଁ ରୁ ବଜ୍ରକାପ୍ତା ଛାଳ ଜବତ, ଦୁଇ ଗିରଫ

Read More...

୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ପ୍ରିୟା

୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ପ୍ରିୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: