ଆଜି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

August 02, 2021, ଦେଶଦୁନିଆ, , BHAGYAPRABHA NEWS
 ଆଜି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 02, 2021

ଭାରତ ଡିଜିଟାଲ ପେମେଣ୍ଟକ୍ଷେତ୍ରରେ ଆଜି ପୁଣି ଏକ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଭାଉଚର-ବେସ୍‌ଡ ଡିଜିଟାଲ ପେମେଣ୍ଟ ଲସ୍ୟୁସନ e-RUPI ର ଶୁଭାରମ୍ଭ କରିବେ । ଏହାରି ମାଧ୍ୟମରେ ହିତାଧିକାରୀଙ୍କୁ ମିିଳିବାକୁ ଥିବା ଲାଭ ବିନା ଲିକେଜ ପହଂଚିପାରିବ । ଅର୍ଥାତ ମଧ୍ୟଭାଗରେ କୌଣସି ମଧ୍ୟସ୍ଥି ରହିବେ ନାହିଁ । ଏପର୍ଯ୍ୟନ୍ତ ଜଣାଯାଉଥିଲା ଯେ, e-RUPI କେଉଁ ପ୍ରକାରର ଜିନିଷ । ଏହା ଏକ କ୍ୟାଶଲେସ ଏବଂ କଣ୍ଟାକ୍ଟଲେସ ଶୈଳୀ । ଏହା ଏକ କ୍ୱୁଆର କୋଡ ଏବଂ ଏସ୍‌ଏମ୍‌ଏସ୍ ଷ୍ଟ୍ରଙ୍ଗ ବେସ୍‌ଡ ଇ-ଭାଉଚର । ଏହାକୁ ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ ।ଏହି ଏକକ ପେମେଣ୍ଟ ମ୍ୟାକାନିଜମର ୟୁଜର୍ସକୁ ଭାଉଚର ଣ୍ଡିମ କରିବା ପାଇଁ ସର୍ଭିସ ପ୍ରେଭାଇଡର ଉପରେ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ ଅଥବା ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ଏକ୍ସସେସ କରିବାର ଆବଶ୍ୟକତା ନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରୁ ନବମ ଶ୍ରେଣୀ କ୍ଲାସରୁମ୍ ପାଠପଢା

୧୬ରୁ ନବମ ଶ୍ରେଣୀ କ୍ଲାସରୁମ୍ ପାଠପଢା

Read More...

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: