ଆଜିଠାରୁ ଆଇପିଏଲ ମହାସମର , ଡିଫେଣ୍ଡିଙ୍ଗ୍ ଚାମ୍ପିଆନ ସିଏସକେ କୁ ଭେଟିବ ଆରସିବି

March 23, 2019, ଖେଳ, , Bhagyaprabha News Bureau
ଆଜିଠାରୁ ଆଇପିଏଲ ମହାସମର  , ଡିଫେଣ୍ଡିଙ୍ଗ୍ ଚାମ୍ପିଆନ ସିଏସକେ କୁ ଭେଟିବ ଆରସିବି
Bhagyaprabha News Bureau
March 23, 2019

ଆଜିଠାରୁ ଆରମ୍ଭ ହେବ କ୍ରିକେଟ ଜଗତର ମହାକୁମ୍ଭ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ । ୫୧ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଭାରତ ସହ ବିଦେଶୀ ଖେଳାଳୀଙ୍କ ଯାଦୁ ଦେଖିବାକୁ ମିଳିବ । ଉଦଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ ଚେନ୍ନାଇର ଏମ୍.ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର

ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର

Read More...

ନିର୍ବାଚନ ଲଢିବେ କଂଗ୍ରେସର ୨ ପୂର୍ବତନ ପିସିସି  ସଭାପତି

ନିର୍ବାଚନ ଲଢିବେ କଂଗ୍ରେସର ୨ ପୂର୍ବତନ ପିସିସି ସଭାପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: