ଅଡବାରେ ବିଜେଡିର ଜୋନସ୍ତରୀୟ ବୈଠକ

August 13, 2021, ରାଜନୀତି, ଗଜପତି, Arun kumar nayak
ଅଡବାରେ ବିଜେଡିର ଜୋନସ୍ତରୀୟ ବୈଠକ
Arun kumar nayak
[ Reporter-Mohona ]
Bhagyaprabha News Bureau
August 13, 2021

ଗଜପତି ଜିଲ୍ଲା ଅଡବା ବ୍ଲକ ସ୍ଥିତ ହରଭଙ୍ଗୀ ଡ୍ୟାମର ବଙ୍ଗଳାର ପ୍ରାଙ୍ଗଣରେ ଆଦିବାସୀ ନେତା,କଟାମା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ହାଡିଆ କନ୍ଧଙ୍କ ଆବାହକତ୍ବରେ ମୋହନା ବ୍ଲକ ବିଜେଡି ସଭାପତି ରଂଜୀବ ଶବରଙ୍କ ସଭାପତିତ୍ବରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳର ଓ୍ବାର୍ଡ ମେମ୍ଭର,ସରପଂଚ,ସମିତି ସଭ୍ୟ/ସଭ୍ୟା,ଜିଲ୍ଲା ପରିସଷଦ ସଭ୍ୟ/ସଭ୍ୟା ସହ ବ୍ଲକର ଚେୟାରମ୍ୟାନ,ଭାଇସ୍ ଚେୟାରମ୍ୟାନ ବିଜୟ ହେବେ ତାହା ବିଷୟରେ ଆଲୋଚନା କରାଯିବା ସହ ଦଳର ସମସ୍ତ କର୍ମି ଦୃଢ ସଂକଳ୍ପ କରିଥିଲେ ା ଏହି ବୈଠକରେ ପ୍ରାୟ ୨୦୦ରୁ ଅଧିକ ସକ୍ରିୟ କର୍ମି ଯୋଗ ଦେବାବେଳେ ଆଲିଗଣ୍ଡା ପଂଚାୟତର କଂଗ୍ରେସ ଯୁବନେତା ମୁନା ସଭାପତି ନୂତନଭାବେ ହାଡିଆ କନ୍ଧ ଙ୍କ ନେତୃତ୍ବରେ ଯୋଗଦେଇଥିବାଯୋଗଁୁ ଦଳ ତରଫରୁ ହାଡିଆ ବାବୁଙ୍କୁ ଧନ୍ୟବାଦ ଦିଆଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଗୁଣମଣି ନାୟକ, ଗୋପିନାଥ ବସ୍ତରାୟ, ଭାସ୍କର ନାୟକ, ପିତର ମଳିକ,ଲାଜାର ମାଝୀ,ଅର୍ଜୁନ ଶବର,ଶିଶିର ନାୟକ,ଜୟପ୍ରକାଶ ନାୟକ,ଶିବ ଶଙ୍କର ସାହୁ,ରାଜୁ ପୂଜାରୀ ସମେତ ଶତାଧିକ କର୍ମି ଯୋଗ ଦେଇଥିଲେ I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ, ୨ ଗୁରୁତର

ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ, ୨ ଗୁରୁତର

Read More...

ପାରିବାରିକ କଳହରୁ ସ୍ୱାମୀର ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ୱାମୀର ଆତ୍ମହତ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: